କରୋନାର କରାଳ ରୂପରେ ଦୁଇ ଛୋଟ ଛୁଆ ହୋଇଗଲେ ଅନାଥ ,ଜାଣିଲେ ଆଖିରେ ଆସିଯିବ ଲୁହ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ତାଣ୍ଡବ ସୃଷ୍ଟି କରିଛି। ଦ୍ୱିତୀୟ ଲହରୀ ଏପରି ପରିସ୍ଥିତି ସୃଷ୍ଟି କରିବ କେହି କେବେ ଭାବିନଥିଲେ। କାରଣ ଏହି ଲହରୀ ଦ୍ୱିତୀୟ ଲହରୀ ଅପେକ୍ଷା ଅଧିକ ମାତ୍ରରେ ଲୋକଙ୍କୁ ସଂ-କ୍ର-ମ-ଣ କରିବା ସହ ଅଧିକ ଲୋକଙ୍କ ଜୀବନ ନେଇଯାଉଛି। ଅନେକ ପରିବାରର ହସଖୁସି ଛଡାଇ ନେବା ସହ ଅନେକ ପିଲାଙ୍କୁ କରିଦେଇଛି ଅନାଥ। ଏହିପରି କ-ରୋ-ନା ଦୁଇ ଛୋଟ ଛୁଆଙ୍କୁ କରିଦେଇଛି ବେସାହାରା। ଏହି ଘ-ଟ-ଣା ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ।

Google

ଏଭଳି ଏକ ଦୟନୀୟ ଘ-ଟ-ଣା ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ଗ୍ରାମରେ। ଯେଉଁଠି ମହାମାରୀ କ-ରୋ-ନା ବାପା, ମା ଦୁହିଁଙ୍କୁ ଛଡାଇ ନେଇ ଦୁଇ ଛୋଟ ଛୁଆଙ୍କୁ କରିଦେଇଛି ବେସାହାରା। ରହିଯାଇଛନ୍ତି ଏକ ସାତ ବର୍ଷର ଝିଅ ଓ ଦେଢ଼ ମାସର ପୁଅ। ମାତ୍ର ଦେଢ଼ ମାସର ପୁଅ ପାଇଁ ଏକମାତ୍ର ସହାରା ତାର ୭ ବର୍ଷର ଭଉଣୀ କ୍ରିଷ୍ଣା। ଏହି ପରିବାର ହେଉଛି ନିମାତପୁର ଗ୍ରାମର କମଳେସ ପଣ୍ଡାଙ୍କର ଯାହାଙ୍କ ପାରିବାର କୁ ଦେଢ଼ ମାସ ପୂର୍ବେ ପୁଅ ଟିଏ ହେବା ଦ୍ଵାରା ଆସିଥିଲା ବଡ଼ ଖୁସିର ଦିନ।

Google

ତାଙ୍କ ପତ୍ନୀ ସ୍ମିତା ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡିକାଲର ଜଣେ ନର୍ସ ଓ କମଳେସ ରେଲୱେରେ ଜଣେ ଅଧିକାରୀ।ସ୍ମିତା ୯ ମାସର ଗର୍ଭବତୀ ଥାଇ ମଧ୍ୟ କାମ କରୁଥିଲେ ଯାହା ମଧ୍ୟରେ ସେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇଗଲେ କିନ୍ତୁ ଭଲରେ ସେ ଗୋଟେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା କିନ୍ତୁ ପୁଅ ଜନ୍ମର ୭ ଦିନ ପରେ ଅଚାନକ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଏହା ପରେ ପାଳି ଥିଲା କମଳେସଙ୍କର ସେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ପଜେଟିଭ ହୋଇ ଚି-କି-ତ୍ସା ହେଉଥିବା ଅବସ୍ଥାରେ ୯ ତାରିଖରେ ଚାଲିଯାଇଥିଲେ। ଏହା ପରେ ଏକା ହୋଇଯାଇଥିଲେ ୭ ବର୍ଷର ଝିଅ କ୍ରିଷ୍ଣା ଓ ଦେଢ଼ ବର୍ଷର ପୁଅ। ଏବେ ସେମାନଙ୍କୁ ନିଜର କରିଛନ୍ତି ତାଙ୍କ ବଡବାପା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *