ବ୍ୟୁରୋ ରିପୋର୍ଟ: ରାଜ୍ୟରେ ବଢୁଛି କ-ରୋ-ନା ସଂକ୍ର-ମଣ। ପାଖାପାଖି ୧୦୬୫ ଜଣ କରୋନା ପଜିଟିଭ ପ୍ରାୟ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ବିଶେଷ ରିପୋର୍ଟରୁ ଜଣା ଯାଇଛି କି ୬୨୪ ଜଣ କ୍ବାରେଣ୍ଟିନରେ ଥିବା ବେଳେ ୪୧୪ ସ୍ଥାନୀୟ ସଂକ୍ରମଣ ରହିଛନ୍ତି।
ତେବେ ସେହିଭଳି ବିଶେଷ ତଥ୍ୟକୁ ଆଧାର କଲେ ୧୮ ବର୍ଷ ବୟସ ମଧ୍ୟରେ ୧୨୨ ଜଣ ସଂକ୍ର-ମିତ ଅଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ରିପୋର୍ଟରୁ ଜଣା ଯାଇଛି କି ୧୨୯୮୨୪୦ କୁ ବଢିଛି।
Covid-19 Report For 15th July
New Positive Cases: 1065
Of which 0-18 years: 122
In quarantine: 624
Local contacts: 441(Details of local contacts will be shared by concerned District)
1. Balasore: 14
2. Bhadrak: 5
3. Balangir: 8
4. Boudh: 1
5. Cuttack: 135
6. Deogarh: 5— I & PR Department, Odisha (@IPR_Odisha) July 16, 2022
ଏହାକୁ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ରାଜ୍ୟରେ ମୋଟ ୧୨୯୮୨୪୦ ଜଣ କୋ-ଭି-ଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୩୭୬ ଆକ୍ଟିଭ କେସ୍ ଥିବା ବେଳେ ୧୨୮୩୬୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ବିଶେଷ ନ୍ୟୁଜରୁ ଜଣା ଯାଇଛି କି ସାମ୍ପୁଲ ଟେଷ୍ଟ ଏବେ ସୁଦ୍ଧା ରାଜ୍ୟରେ ୩୨୩୩୩୬୪୪ ଟେଷ୍ଟ ହୋଇଛି। ତେବେ ଆପଣ ଘରେ ରଖନ୍ତୁ ମାସ୍କର ବ୍ୟବହାର କରନ୍ତୁ। ସାମାଜିକ ଦୂରତାର ପାଳନ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।