ବ୍ୟରୋ ରିପୋର୍ଟ: ତେବେ ସ୍କୁଲ ଏବଂ କଲେଜ ଖୋଲିବାକୁ ନେଇ ଆସୁଛି ବଡ଼ ଖବର। ପ୍ରାୟ କିଛି ଦିନ ହେବ କରୋନା କାରଣରୁ ଏହା ବନ୍ଦ ରହିଥିଲା। ହେଲେ ବଡ଼ ଖବର ଅନୁସାରେ ଆଗାମୀ ୭ ତାରିଖରେ ଓଡ଼ିଶାରେ ଖୋଲିବ ସ୍କୁଲ ଏବଂ କଲେଜ। କହିରଖିବୁ ବିଶେଷ ସୂତ୍ରରୁ ଅନୁସାରେ ୭ ତାରିଖରେ ୮ମ ଉପରୁ ସବୁ ଶ୍ରେଣୀ ଖୋଲିବ। କେଜିରୁ ୭ମ ଶ୍ରେଣୀ ଯାଏ ଫେବୃଆରୀ ୧୪ ରୁ ଖୋଲିବ ବୋଲି ଜଣା ଯାଉଛି। କୋଭିଡ ସମୀକ୍ଷା ପରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି ବୋଲି ସଚିବ ସୂଚନା ଦେଇଛନ୍ତି।
Schools, Colleges To Reopen In Odisha From February 7#SchoolReopening #CollegeReopening #Odishahttps://t.co/cwUz552dQT
— OTV (@otvnews) February 3, 2022
ପାଠପଢା କଥା କହିବା ତ ଏହା ଉଭୟ ଅନଲାଇନ ଏବଂ ଅଫଲାଇନ ହେବ। ଛାତ୍ରଛାତ୍ରୀ ପସନ୍ଦ ଅନୁସାରେ ବାଛିବେ। ହଷ୍ଟେଲ ମଧ୍ୟ ଖୋଲା ହେବ ବୋଲି ଜଣା ଯାଇଛି। ଏହାବି ଜଣା ଯାଉଛି କି ସବୁ ପ୍ରକାରର ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲା ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।