କରୋନାର ତୃତୀୟ ଲହରୀକୁ ନେଇ ଆସିଲା ଖୁସି ଖବର, ଆସିବନି କରୋନାର ତୃତୀୟ ଲହର!

ବର୍ତ୍ତମାନ ଦେଶରେ କରୋନାର ତୃତୀୟ ଲହରୀ ଚାଲିଛି ଯାହା ପ୍ରଥମ ଲହରୀ ଅପେକ୍ଷା ସାଂଘାତିକ ହୋଇଥିଲା।କାରଣ ପ୍ରଥମ ଲହରୀ ଅପେକ୍ଷା ଏଥିରେ ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଏହା ସହ ଏଥିରେ ଅନେକ ଖୁସିର ପରିବାର ଭାଙ୍ଗିଯାଇଛି। ଏବେ ସରକାର ଦେଶରେ ଟୀକାକରଣକୁ ଜୋରଦାର କରିଛନ୍ତି ଯେପରି ତୃତୀୟ ଲହରି ଆସିବା ପୂର୍ବରୁ ଦେଶରେ ସମସ୍ତ ଲୋକ ଟୀକା ନେଇସାରିଥିବେ।ଏହା ପୂର୍ବରୁ ବିଶେଷଜ୍ଞମାନେ ସୂଚନା ଦେଇଥିଲେକି ଏହାର ତୃତୀୟ ଲହରୀ ଜଲ୍ଦି ଆସିପାରେ।

Google

ପାଖାପାଖି ଏହା ଅକ୍ଟୋବର ମଧ୍ୟରେ ବ୍ୟାପିପାରେ ବୋଲି ଆଶା କରାଯାଇଥିଲା ଏଥିପାଇଁ ସରକାର ମଧ୍ୟ ଅଧିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଯେପରି ତୃତୀୟ ଲହରୀରେ ଦ୍ୱିତୀୟ ଲହରୀ ପରି ଅବସ୍ଥା ନହେଉ କାରଣ ଯଦି ଏପରି ହୁଏ ପରିସ୍ଥିତି ଅଧିକ ଅସମ୍ଭାଳ ହୋଇପଡିବ। ଏବେ ମିଳିଥିବା ସୂଚନା ଅନୁସାରେ ଅନେକ ଅନ୍ୟ ଦେଶମାନଙ୍କର ବିଶେଷଜ୍ଞ ଏହାର ତୃତୀୟ ଲହରୀ ନଆସିପାରେ ବୋଲି ବୟାନ ଦେଇଛନ୍ତି। ଏପରି କୌଣସି ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ଯେଉଁଥିରେ ତୃତୀୟ ଲହରୀ ନେଇ ଆଶଙ୍କା ଅଛି।

ଆଉକିଛ ବିଶେଷଜ୍ଞ କିନ୍ତୁ ତୃତୀୟ ଲହରୀକୁ ଏଡାଇ ଦିଆଯାଇନପାରେ ବୋଲି ମତ ଦେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶ ପାଇଛିକି ମାଇକ୍ରୋବାୟୋଲୋଜିର ଆଇଆଇଏସସି ପ୍ରଫେସର ଏବଂ ଭିରୋଲୋଜିଷ୍ଟ ଡାକ୍ତର ବିଜୟଙ୍କ ବୟାନ ଅନୁସାରେ ତୃତୀୟ ଲହରୀ ଉପରେ ନିଧିସ୍ଟ କୌଣସି ସୂଚନା ନମିଳିଥିଲେ ମଧ୍ୟ ଆମକୁ ସବଧାନ ସହ ରହିବାକୁ ପଡିବ କାରଣ ଆମର ଅସାଵଧାନ ଆମକୁ ବଡ଼ ବିପଦ ଆଡ଼କୁ ନେଇଯାଇପାରେ। ସେହିପରି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବୟାନ ଦେଇଛନ୍ତି ତୃତୀୟ ଲହରୀ ନିଶ୍ଚୟ ଅଳ୍ପ କିଛି ସପ୍ତାହ ମଧ୍ୟରେ ଆସିବ କିନ୍ତୁ ଅନେକ ବିଶେଷଜ୍ଞ ଏହାକୁ ନେଇ ସହମତି ନାହାନ୍ତି।

Google

ଟିଏସିର ଚେୟାରମ୍ୟାନ ଡା ଏମକେ ସୁଦର୍ଶନ କହିଛନ୍ତିକି କର୍ଣ୍ଣାଟକରେ ସରକାର ବହୁତ ସତର୍କ ସହ ରହିଛନ୍ତି ତେଣୁ ଅକ୍ଟୋବର ପୂର୍ବରୁ ତୃତୀୟ ଲହରୀର ବିପଦ ଦେଖାନାଉନାହିଁ କିନ୍ତୁ ଏବେ ମଧ୍ୟ ଲୋକଙ୍କୁ ସତର୍କ ସହ ରହିବା ଆବଶ୍ୟକ। ସେହିପରି ସେଠାକର ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର କହିଛନ୍ତି ଆମେ ଏଥିପାଇଁ ପୁରା ପ୍ରସ୍ତୁତ ଅଛୁ ଯେପରି ତୃତୀୟ ଲହରୀର ପରିସ୍ଥିତି ଉତ୍ପନ ନେହେବ।ଏଥିପାଇଁ ସ୍ପେସାଲ ଟିମ ମଧ୍ୟ ଗଠନ କରାଯାଇଥିବା ସେ କହିଛନ୍ତି। ଭିରୋଲୋଜିଷ୍ଟ ଡାକ୍ତର ଟି ଜ୍ୟାକବ ଜନ କହିଛନ୍ତି ଏବେ ତୃତୀୟ ଲହରୀର କୌଣସି ବଡ଼ ଭୟ ନାହିଁ କାରଣ ଏବେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଷ୍ଟ୍ରେନ ଆସିନାହିଁ। ସମସ୍ତେ ଯେଉଁ ଡେଲଟା ଓ ଡେଲଟା ପ୍ଲସ ଷ୍ଟ୍ରେନ କଥା କହୁଛନ୍ତି ଏହା ଅଧିକ ଶକ୍ତିଶାଳୀ ହେବ ନାହିଁ ତେଣୁ ଏବେ କୌଣସି ଭ-ୟ ନାହିଁ ଏହା ମାନେ ନୁହେଁଯେ ଲୋକ ଅସାବଧାନ ହେବେ ଲୋକଙ୍କୁ ଏବେ ମଧ୍ୟ ସରକାରଙ୍କ ଗାଇଡଲାଇନର ପାଳନ କରିବା ଉଚିତ। ଆପଣଂକୁ ଅନୁରୋଧ ଆପଣ ଘରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *