ବ୍ୟୁରୋ ରିପୋର୍ଟ: ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଟିମ ବୁଧବାରକୁ ଆୟରଲ୍ୟାଣ୍ଡ ସହିତ ଦ୍ୱିତୀୟ ମ୍ୟାଚ ଖେଳୁଥିଲା। କିନ୍ତୁ ମ୍ୟାଚରେ ଅଧିନାୟକ ୟସ ଢୁଲ ଓ ଉପଅଧିନାୟକ ଏସକେ ରସିଦ ଖେଳୁନଥିଲେ। କରୋନା ପଜେଟିଭ ହେବା ପରେ ଦୁହେଁ ଏବେ ଆଇସୋଲେଟ ଅଛନ୍ତି। ଏହା ଟିମର ବିଶ୍ୱକପର ପ୍ରସ୍ତୁତିକୁ ବଡ଼ ଝଟକା ମାନାଯାଉଛି। ଆୟରଲ୍ୟାଣ୍ଡ ସହ ମ୍ୟାଚରେ ନିଶାନ୍ତ ସିନ୍ଧୁ ଅଧିନାୟକତ୍ୱ କରୁଛନ୍ତି।
U19 WC: Corona havoc on Indian Under-19 team, six players including captain Yash Dhul got corona infected https://t.co/B8xIPmJ1sU via @TrendInSearch
— Trend India Search (@TrendInSearch) January 20, 2022
କ୍ରିକବଜର ଖବର ଅନୁସାରେ ଟିମର ୬ ଜଣ ଖେଳାଳି କରୋନା ପିଜେଟିଭ ଅଛନ୍ତି ଏଥିପାଇଁ କୋଚ ଖେଳାଳିଙ୍କୁ ପାଣି ଦେଉଛନ୍ତି। ଯସ ଢୁଲ ଓ ରସିଦଙ୍କ ଛଡା,ମାନବ ପାରଖେ,ସିଦ୍ଧାର୍ଥ ଯାଦବ, ଆରାଧ୍ୟ ଯାଦବ, ଓ ବାସୁ ବସଚ ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଟିମର ସ୍ଥିତି ଖରାପ ଅଛି। ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ପାଇଁ ଖେଳାଳି ବହୁତ କଷ୍ଟରେ ମିଳିଥିଲେ। ICC ମ୍ୟାଚ ପାଇଁ ୧୭ ଜଣ ଖେଳାଳିଙ୍କୁ ସାମିଲ କରିବାକୁ ଅନୁମତି ଦେଇଥିଲା ସେଥିପାଇଁ ଇଣ୍ଡିଆ ମ୍ୟାଚ ଖେଳିପାରିଲା।
ଖେଳାଳି କୋଭିଡ ପିଜେଟିଭଙ୍କ ସମ୍ପର୍କରେ ଆସିଛନ୍ତି:
ଏକ ସୂତ୍ର କହିଛନ୍ତିକି ଖେଳାଳି ପଜେଟିଭଙ୍କ ସମ୍ପର୍କରେ ଆସିଥିଲେ। ଏଥିପାଇଁ ତାଙ୍କୁ ଆଇଶୋଲେଟ କରିଦିଆଗଲା। ଆୟରଲ୍ୟାଣ୍ଡ ଭଳି କମଜୋର ଟିମ ସହ ମ୍ୟାଚ ଟିମ ମ୍ୟାନେଜମେଣ୍ଟକୁ ସାହାଯ୍ୟ କଲା। ଆଗାମୀ ବଡ଼ ମ୍ୟାଚ ପାଇଁ ଟିମ କୌଣସି ରିସ୍କ ନେବାକୁ ଚାହୁଁନି। କହିରଖିବୁ କି ଟିମ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।ଭାରତ ସବୁଠୁ ଅଧିକ ୪ ଥର ଅଣ୍ଡର-୧୯ ବିଶ୍ୱକପ ଜିତିଛି।
U19 WC: 6 players including Indian captain Yash Dhull got corona, could hardly make playing XI against Ireland https://t.co/txK1EkWsAF
— News NCR (@NewsNCR2) January 19, 2022
ଭାରତୀୟ ଟିମ ମୁଖ୍ୟ ଖେଳାଳିଙ୍କ ଅନୁପସ୍ଥିତରେ ମଧ୍ୟ ଆୟରଲ୍ୟାଣ୍ଡ ବିରୁଦ୍ଧରେ ବଡ଼ ସ୍କୋର କରିଛି। ଟିମ ପ୍ରଥମେ ଖେଳି ୫ ୱିକେଟ ହରାଇ ୩୦୭ ରନ କରିଥିଲା। ହରନୁର ସିଂହ ଓ ଅଂଗାକ୍ରିସ ରଘୁବଂଶୀ ଅର୍ଦ୍ଧଶତକ ମାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।