ଜଙ୍ଗଲକୁ ପଶିଲା କରୋନା, ଜୀବନ ବଞ୍ଚାଇବାକୁ କରୁଛନ୍ତି ଆତ୍ମସମର୍ପଣ । ଜାଣନ୍ତୁ ପୁରା ମାମଲା

ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂକ୍ରମଣ କରିବା ସହ ଅଧିକ ଜୀବନ ମଧ୍ୟ ନେଉଛି। କରୋନାର ସଂକ୍ରମଣ ବର୍ତ୍ତମାନ ନକ୍ସଲ କ୍ୟାମ୍ପକୁ ଅସ୍ତବ୍ୟସ୍ତ କରିଛି ଯାହା ଦ୍ୱାରା ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି। ଏହା ଦ୍ଵାରା ଦେଶରେ ଆତଙ୍କବାଦ କମିବାର ଦେଖାଯାଉଛି।

Google

ସୂଚନା ଅନୁସାରେ ବର୍ତ୍ତମାନ ଅନେକ ନସ୍କଲ ମାନେ କରୋନାରେ ସଂକ୍ରମଣ ହେଉଛନ୍ତି। ଏହା ପରେ ସେମାନେ ନିଜକୁ ରକ୍ଷାକରିବା ପାଇଁ ବାଧ୍ୟ ହୋଇ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୋଲସ ତାଙ୍କୁ କୋଭିଡ-୧୯ ପରୀକ୍ଷା କରି ତାଙ୍କ ଚିକିତ୍ସା କରୁଛନ୍ତି।

କିଛି ଦିନ ହେବ ଛତିସଗଡ଼ର ନକ୍ସଲ ଜିଲ୍ଲାମାନଙ୍କରେ ଅନେକ ନକ୍ସଲ କୋଭିଡ-୧୯ ପିଜେଟିଭ ହେବା ପରେ ଆତ୍ମସମର୍ପଣ କରୁଛନ୍ତି ଓ ଏହା ପରେ ପୋଲିସ ସେମାନଙ୍କୁ ପରୀକ୍ଷା କରି ମେଡିକାଲ ଚିକିତ୍ସା ପାଇଁ ପଠାଉଛି। ବର୍ତ୍ତମାନ ଯାହା ଜଣାପଡିଛି ଅନେକ ରାଜ୍ୟ ଯେପରି ଝାଡ଼ଖଣ୍ଡ, ଛତିଶଗଡ଼ , ବିହାର ଓ ଓଡିଶାରେ ମଧ୍ୟ ନସ୍କଲ ମାନେ କରୋନାରେ ସଂକ୍ରମଣ ହେବା ଦ୍ଵାରା ଆତ୍ମସମର୍ପଣ କରିପାରନ୍ତି ଵୋଲି କୁହାଯାଉଛି।

ବର୍ତ୍ତମାନ ଅନେକ ରୋଗୀ କରୋନାରେ ପ୍ରାଣ ହରାଉଛନ୍ତି ଯାହା ଦ୍ୱାରା ନକ୍ସଲ ଭୟବିତ ହୋଇଯାଇଛଛି । ତାଙ୍କ ପାଖରେ ଔଷଧ ମଧ୍ୟ ଉପସ୍ଥିତ ଥିଲା କିନ୍ତୁ ଅକ୍ସିଜେନର ଅଭାବରୁ ସେମାନେ ବାଧ୍ୟ ହୋଇ ଆତ୍ମସମର୍ପଣ କରୁଛନ୍ତି। ସେମାନ ଆତ୍ମସମର୍ପଣ କରିବାକୁ ଆସୁଥିବାରୁ ପୋଲସ ବହୁତ ସତର୍କ ରହିଛି।

Google

ଏହିପରି ଅନେକ ନସ୍କଲ ଆତ୍ମସମର୍ପଣ କରିସାରିଲେଣି।କେଉଁମାନେ ଆସି ପ୍ରଥମେ ଆତ୍ମସମର୍ପଣ କରିବେ ନିଜ ଭିତରେ ସେମାନେ ସ୍ପଷ୍ଟ କରିନଥିବାରୁ ଯେଉଁମାନଙ୍କ ଉପରେ ଧରଗଲେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା ସେମାନଙ୍କୁ ପ୍ରଥମ ଆତ୍ମସମର୍ପଣ କରିବାକୁ ଦିଆଯାଉଛି।କୋଭିଡର ଡରରେ ସେମାନେ ଏହିପରି ଆତ୍ମସମର୍ପଣ କରୁଛନ୍ତି । ଛତିଶଗଡ଼ର ଦନ୍ତେୱାଡାରେ ୨ ଦିନ ତଳେ ଦୁଇ ମହିଳା ଓ ଦୁଇ ପୁରୁଷ ନକ୍ସଲ ଆତ୍ମସମର୍ପଣ କରିଥିଲେ।ସେମାନଙ୍କ ଟେଷ୍ଟ ପରେ ୩ ଜଣ ପଜେଟିଭି ଥିବା ଜଣାପଡ଼ିଛି ଓ ଜଣେ ହେର୍ଡ ନସ୍କଲ ଥିବା ମଧ୍ୟ ଜଣାପଡିଛି। ଆପଣଙ୍କୁ କହିରଖିବୁ କାଙ୍କେର ଜିଲ୍ଲାରେ ମଧ୍ୟ ୨ନସ୍କଲ ଆତ୍ମସମର୍ପଣ କରିଥିଲେ।

ନକ୍ସଲଙ୍କ ଆତ୍ମସମର୍ପଣରେ।ଗ୍ରାମବାସୀ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଗ୍ରାମବାସୀମାନେ ଆଣି ସେମାନଙ୍କୁ ପୋଲିସ ଆଖରେ ଆତ୍ମସମର୍ପଣ କରାଉଛନ୍ତି। ସେମାନଙ୍କୁ କରୋନା ହେଉଥିବାରୁ ଗ୍ରାମବାସୀ ନସ୍କଲଙ୍କ ଠୁ ଦୁରେଇ ରାହିବାକୁ ପୋଲିସ କହିଛି। କାରଣ ଆଗରୁ ଗ୍ରାମବାସୀ ସେମାନଙ୍କୁ ଆଶ୍ରୟ ଦେଉଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *