ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 23 corona positive case in odisha

ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ରାଜ୍ୟରେ ପୁଣି ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ନୂଆ ୨୩ ଆକ୍ରନ୍ତ ମଧ୍ୟ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ । ଗଂଜାମ ଜିଲ୍ଲା ଓ ଯାଜପୁରରୁ ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ବୋଲି ଜଣାପଡିଛି । ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଗଂଜାମ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୧୫୭ ରେ ପହଁଚିଲା । ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ରେ ପହଁଚିଲା ।ଯାଜପୁର ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୬୪ ରେ ପହଁଚିଲା । ପୁରୀ ଜିଲ୍ଲାରେ ୪ ଓ ବୌଦ୍ଧ ଜିଲ୍ଲାରେ ୫ କୁ ବୃଦ୍ଧି ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ନୂଆ ୨୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ରେ ପହଁଚିଲା ।

କ୍ଵାରେଣ୍ଟାଇନ୍‌ରେ ଯେଉଁମାନେ ରହୁଛନ୍ତି ଏବେ ସେମାନଙ୍କ ଠାରୁ ଅଧିକ ପଜିଟିଭ ଚହ୍ନଟ ସୂଚନା । ଏବେ ପୁଣି ଟ୍ରେନ୍ ରେ ସୁରତରୁ ଓଡିଶାକୁ ଆସିଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ଟ୍ରେନ୍ ମଧ୍ୟ୍ୟ ଓଡିଶାକୁ ଆସୁଛନ୍ତି । ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି । ପୁଣି ଏବେ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା ବେଳେ କରୋନା ପଜିଟିଭ ସଂଖ୍ୟା ବହୁତ ବଢିବା ବୋଲି କୁହାଯାଉଛି ।

ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, new 23 corona positive case in odisha
ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ

ଓଡିଶାର କରୋନା ଖବର:

ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଲେ ପ୍ରବାସୀ ଓଡ଼ିଆ, ସୁରତ ଫେରନ୍ତା କରୋନା ଆକ୍ରାନ୍ତ ସଂଖ୍ୟା କୁ ହୁ ହୁ ବଢ଼େଇ ଚାଲିଛନ୍ତି । ସେଥିପାଇଁ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, କମିବାର ନା ନେଉନି । ଆଜି ସକାଳୁ ସକାଳୁ ଆଉ ୨୩ ଜଣ ହୋଇସାରିଲେ କରୋନା ପଜିଟିଭ ।

ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି । ଏବେ ଓଡିଶା ୩ୟ ଷ୍ଟେଜ ଆଡକୁ ଗତି କରୁଥିବା ଆଲୋଚନା ହଉଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୩୭ ରେ ପହଁଚିଛି । ୩୪୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୫ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ ରେ ପହଁଚିଛି । ୨୨,୪୫୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ, ୨,୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨୪ ଘଣ୍ଟାରେ ୮୭ ଜଣଙ୍କର ମୃତ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *