ରାଜ୍ୟରେ ଆଜି ୧୨ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ୧୨ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update Odisha 12 corona death, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୧୨ ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୩୦୧୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି ।

୧୨ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ସୁନ୍ଦରଗଡ, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାୟଗଡା, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତ ମୃତ । ଗଞ୍ଜାମ ଜିଲ୍ଲାର ୦୪ ମୃତକ ମଧ୍ୟରୁ ୦୩ ପୁରୁଷ ଓ ଜଣେ ମହିଳା । ଗଞ୍ଜାମର ୫୦, ୩୫ ଓ ୩୦ ବର୍ଷୀୟ ପୁରୁଷ ଏବଂ ୬୫ ବର୍ଷୀୟ ମହିଳା ମୃତ ।

ଓଡ଼ିଶାରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୩୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।, Corona Update Odisha new .014 tested corona positive Odisha crossed 1 lakhs corona positive case, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣକ ଭୁବନେଶ୍ୱରର ୫୩ ବର୍ଷୀୟ ପୁରୁଷ । କଟକର ମୃତକ ଜଣକ ୬୩ ବର୍ଷୀୟ ବ୍ୟକ୍ତି । ମାଲକାନଗିରିର ଜିଲ୍ଲାର ମୃତକ ଜଣକ ୫୯ ବର୍ଷୀୟ ବ୍ୟକ୍ତି । ରାୟଗଡାର ୭୦ ଓ ପୁରୀର ୪୮ ବର୍ଷୀୟ ବ୍ୟକ୍ତି ମୃତ । ନବରଙ୍ଗପୁରର ୬୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ । ସୁନ୍ଦରଗଡର ୫୯ ବର୍ଷୀୟ ଓ ଯାଜପୁରର ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ । ରାଜ୍ୟରେ କରୋନା ମୃତ ସଂଖ୍ୟା ୪୮୨ କୁ ପହଁଚିଲା ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *