ରାଜ୍ୟରେ ଶୁକ୍ରବାରରେ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ସୁସ୍ଥ ହୋଇଥିବା ୭୭୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୧୧୬ ଜଣ, ଖୋର୍ଦ୍ଧାରୁ ୮୧ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୬୮ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୪୧ ଜଣ ଓ ରାୟଗଡା ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଜପତିରୁ ୨୭, ସୁନ୍ଦରଗଡରୁ ୨୪ ଓ ଯାଜପୁର ଜିଲ୍ଲାରୁ ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କଳାହାଣ୍ଡି ଜିଲ୍ଲାରୁ ୨୦ ଜଣ, ନବରଙ୍ଗପୁରରୁ ୧୯ ଜଣ ଓ ମୟୁରଭଞ୍ଜରୁ ୧୮ ଜଣ ସୁସ୍ଥ ହୋଇଛନ୍ତି । କନ୍ଧମାଳରୁ ୧୪ ଜଣ, ମାଲକାନଗିରିରୁ ୧୨ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୧ ଜଣ ଆରୋଗ୍ୟ ଲାଭ ହୋଇଛନ୍ତି । ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୦୬ ଜଣ, ବଲାଙ୍ଗିରରୁ ୦୫ ଜଣ ଓ ବାଲେଶ୍ୱରରୁ ୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ ଝାରସୁଗୁଡା ଜିଲାରୁ ୦୩ ଜଣ ଲେଖାଏଁ ଆରୋଗ୍ୟ ଲାଭ ହୋଇଛନ୍ତି । ଅନୁଗୁଳ, ନୟାଗଡ ଓ ସୁବର୍ଣ୍ଣପୁର ଜିଲଲରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
19 from Nabarangpur
18 from Mayurbhanj
14 from Kandhamal
12 from Malkangiri
11 from Sambalpur
10 each from Bhadrak, Kendrapara & Puri
6 from Baragarh
5 from Bolangir
4 from Balasore
3 each from Boudh, Jagatsinghpur & Jharsuguda
1 each from Angul, Nayagarh & Sonepur— H & FW Dept Odisha (@HFWOdisha) July 31, 2020
ରାଜ୍ୟରେ ମୋଟ୍ କରୋନା ସଂକ୍ରମଣରୁ ସୁସ୍ଥ ହେଇଥିବା ସଂଖ୍ୟା ୨୦,୫୧୮ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ କୁ ବୃଦ୍ଧି ହୋଇଛି । ୧୧,୧୪୫ ଜଣ ଚିକିତ୍ସା ହେଉଥିବା ବେଳେ ୨୦,୫୧୮ ଭଲ ହୋଇ ଘରକୁ ଫେରିଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୬,୪୩,୬୮୬ କୁ ବୃଦ୍ଧି ହୋଇଛି । ୫,୪୭,୪୩୦ ଜଣ ଚିକିତ୍ସା ହେଉଛନ୍ତି, ୧୦,୬୦,୦୧୬ ଭଲ ହୋଇ ଘରକୁ ଫେରିଥିବା ବେଳେ ୩୫,୮୧୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମଣ ହାର ୧.୯୪% ଥିଲା ବେଳେ ଆରୋଗ୍ୟ ହାର ୧.୯୪% ରେ ପହଁଚିଛି ଓ କରୋନା ମୃତ୍ୟୁ ହାର ୦.୪୯% ରେ ପହଁଚିଛି । ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।