ରାଜ୍ୟରେ ଆଜି ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ।

ରାଜ୍ୟରେ ଆଜି ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, Corona Update Odisha 772 corona case recovered, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0, Unlock 3.0

ରାଜ୍ୟରେ ଶୁକ୍ରବାରରେ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ ସୁସ୍ଥ ହୋଇଥିବା ୭୭୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୧୧୬ ଜଣ, ଖୋର୍ଦ୍ଧାରୁ ୮୧ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୬୮ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୪୧ ଜଣ ଓ ରାୟଗଡା ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଜପତିରୁ ୨୭, ସୁନ୍ଦରଗଡରୁ ୨୪ ଓ ଯାଜପୁର ଜିଲ୍ଲାରୁ ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାରୁ ୨୦ ଜଣ, ନବରଙ୍ଗପୁରରୁ ୧୯ ଜଣ ଓ ମୟୁରଭଞ୍ଜରୁ ୧୮ ଜଣ ସୁସ୍ଥ ହୋଇଛନ୍ତି । କନ୍ଧମାଳରୁ ୧୪ ଜଣ, ମାଲକାନଗିରିରୁ ୧୨ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୧ ଜଣ ଆରୋଗ୍ୟ ଲାଭ ହୋଇଛନ୍ତି । ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୦୬ ଜଣ, ବଲାଙ୍ଗିରରୁ ୦୫ ଜଣ ଓ ବାଲେଶ୍ୱରରୁ ୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ ଝାରସୁଗୁଡା ଜିଲାରୁ ୦୩ ଜଣ ଲେଖାଏଁ ଆରୋଗ୍ୟ ଲାଭ ହୋଇଛନ୍ତି । ଅନୁଗୁଳ, ନୟାଗଡ ଓ ସୁବର୍ଣ୍ଣପୁର ଜିଲଲରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ ମୋଟ୍ କରୋନା ସଂକ୍ରମଣରୁ ସୁସ୍ଥ ହେଇଥିବା ସଂଖ୍ୟା ୨୦,୫୧୮ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ କୁ ବୃଦ୍ଧି ହୋଇଛି । ୧୧,୧୪୫ ଜଣ ଚିକିତ୍ସା ହେଉଥିବା ବେଳେ ୨୦,୫୧୮ ଭଲ ହୋଇ ଘରକୁ ଫେରିଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୬,୪୩,୬୮୬ କୁ ବୃଦ୍ଧି ହୋଇଛି । ୫,୪୭,୪୩୦ ଜଣ ଚିକିତ୍ସା ହେଉଛନ୍ତି, ୧୦,୬୦,୦୧୬ ଭଲ ହୋଇ ଘରକୁ ଫେରିଥିବା ବେଳେ ୩୫,୮୧୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମଣ ହାର ୧.୯୪% ଥିଲା ବେଳେ ଆରୋଗ୍ୟ ହାର ୧.୯୪% ରେ ପହଁଚିଛି ଓ କରୋନା ମୃତ୍ୟୁ ହାର ୦.୪୯% ରେ ପହଁଚିଛି । ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *