ରାଜ୍ୟରେ ଆଜି ୨୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୪୯ ହଜାରକୁ ଟପିଲା । ରାଜ୍ୟରେ ଆଜି ୧୦୦୦ କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୮୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୬୫୯ କ୍ଵାରେଣ୍ଟାଇନ୍ରୁ ଓ ୧୧୯୫ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 9th October
New Positives Cases: 2854
In quarantine: 1659
Local contacts: 1195(Details of local contacts will be shared by concerned District Administration)
District Wise Cases
1. Angul: 131
2. Balasore: 116
3. Bargarh: 95
4. Bhadrak: 66
5. Balangir: 97— I & PR Department, Odisha (@IPR_Odisha) October 10, 2020
22. Mayurbhanj: 127
23. Nawarangpur: 92
24. Nayagarh: 65
25. Nuapada: 83
26. Puri: 114
27. Rayagada: 29
28. Sambalpur: 105
29. Sonepur: 79
30. Sundargarh: 143
31. State Pool: 88New Recoveries: 3404
Cumulative Tested: 3710592
Positive: 249693
Recovered: 220388
Active Case: 28246— I & PR Department, Odisha (@IPR_Odisha) October 10, 2020
ଆଜିର ନୂଆ ୨୮୫୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୨୦,୩୮୮, ଆକ୍ଟିଭ କେସ ୨୮,୨୪୬ ଓ ମୃତ ସଂଖ୍ୟା ୧,୦୦୬ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୮୫୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୨୪୪ ଜଣ, ସୁନ୍ଦରଗଡରୁ ୧୪୩ ଜଣ ଓ ଅନୁଗୁଳରୁ ୧୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୧୨୭ ଜଣ, ବାଲେଶ୍ୱରରୁ ୧୧୬ ଜଣ ଓ ପୁରୀରୁ ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡି ଓ ସମ୍ବଲପୁରରୁ ୧୦୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
ଯାଜପୁରରୁ ୯୯ ଜଣ, ବଲାଙ୍ଗିରରୁ ୯୭ ଜଣ ଓ ବରଗଡ଼ରୁ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁରରୁ ୯୨ ଜଣ, କେନ୍ଦ୍ରାପଡାରୁ ୯୧ ଜଣ ଓ ଷ୍ଟେଟ୍ ପୁଲ୍ରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୮୩ ଜଣ ଓ ସୋନପୁରରୁ ୭୯ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଓ ଜଗତସିଂହପୁରରୁ ୬୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
କେନ୍ଦୁଝରରୁ ୬୭ ଜଣ, ଭଦ୍ରକରୁ ୬୬ ଜଣ ଓ ନୟାଗଡରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୬୧ ଜଣ, କୋରାପୁଟରୁ ୪୬ ଜଣ ଓ କନ୍ଧମାଳରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳରୁ ୪୩ ଜଣ, ଗଞ୍ଜାମରୁ ୩୯ ଜଣ ଓ ରାୟଗଡାରୁ ୨୯ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୧୯ ଜଣ ଓ ଦେବଗଡ଼ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୫ ଜଣ କରୋନା ଆକ୍ରାନ୍ତ ମୃତ । କଟକରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ବାଲେଶ୍ୱର, ବଲାଙ୍ଗିର, ସୁନ୍ଦରଗଡ ଓ ଗଞ୍ଜାମ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କେନ୍ଦ୍ରାପଡା, ମୟୁରଭଞ୍ଜ. ଯାଜପୁର ଓ ଜଗତସିଂହପୁରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୩,୨୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୧୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୯,୭୯,୪୨୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୮,୮୩,୧୮୫ ସୁସ୍ଥ ହୋଇଛନ୍ତି ୫୯,୮୮,୮୧୩ ଓ ୧,୦୭,୪୧୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।