ରାଜ୍ୟରେ ଆଜି ୧,୯୮୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୭୦ ହଜାରକୁ ଟପିଲା । ରାଜ୍ୟରେ ଆଜି ୧,୧୫୨ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୧,୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୧୫୬ କ୍ଵାରେଣ୍ଟାଇନ୍ରୁ ଓ ୮୨୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 18th October
New Positives Cases: 1982
In quarantine: 1156
Local contacts: 826(Details of local contacts will be shared by concerned District Administration)
District Wise Cases
1. Angul: 119
2. Balasore: 86
3. Bargarh: 46
4. Bhadrak: 63
5. Balangir: 88— I & PR Department, Odisha (@IPR_Odisha) October 19, 2020
22. Mayurbhanj: 107
23. Nawarangpur: 52
24. Nayagarh: 33
25. Nuapada: 37
26. Puri: 72
27. Rayagada: 10
28. Sambalpur: 38
29. Sonepur: 45
30. Sundargarh: 98
31. State Pool: 65New Recoveries: 2610
Cumulative Tested: 4082063
Positive: 270346
Recovered: 246837
Active cases: 22304— I & PR Department, Odisha (@IPR_Odisha) October 19, 2020
ଆଜିର ନୂଆ ୧,୯୮୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୪୬,୮୩୭, ଆକ୍ଟିଭ କେସ ୨୨,୩୦୪ ଓ ମୃତ ସଂଖ୍ୟା ୧,୧୫୨ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧,୯୮୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୧୪୫ ଜଣ, ଅନୁଗୁଳରୁ ୧୧୯ ଜଣ ଓ ମୟୁରଭଞ୍ଜରୁ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୮ ଜଣ, ବଲାଙ୍ଗିରରୁ ୮୮ ଜଣ ଓ ବାଲେଶ୍ୱରରୁ ୮୬ ଜଣ କରୋନା ପଜିଟିଭ ଚିହ୍ନଟ । ପୁରୀରୁ ୭୨ ଜଣ କରୋନା ପଜିଟିଭ ଚିହ୍ନଟ ।

କେନ୍ଦ୍ରାପଡା ଓ ଷ୍ଟେଟ୍ ପୁଲ୍ରୁ ୬୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକରୁ ୬୩ ଜଣ ଓ କେନ୍ଦୁଝରରୁ ୫୯ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳ ଓ ଜଗତସିଂହପୁରରୁ ୫୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁରରୁ ୫୨ ଜଣ ଓ ଝାରସୁଗୁଡାରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ରୁ ୪୬ ଜଣ ଓ ସୋନପୁରରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କଳାହାଣ୍ଡିରୁ ୪୩ ଜଣ, କୋରାପୁଟରୁ ୪୨ ଜଣ ଓ ମାଲକାନଗିରିରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ । ସମ୍ଵକପୁରରୁ ୩୮ ଜଣ, ନୂଆପଡାରୁ ୩୭ ଜଣ ଓ ନୟାଗଡରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୨୪ ଜଣ ଓ କନ୍ଧମାଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ୧୪ ଜଣ ଓ ବୌଦ୍ଧରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ । ଗଜପତି ଓ ରାୟଗଡାରୁ ୧୦ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୭ ମୃତକଙ୍କ ମଧ୍ୟରୁ କଟକ ଓ ଭୁବନେଶ୍ୱରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବଲାଙ୍ଗିର, ସୋନପୁର ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବରଗଡ଼, ବୌଦ୍ଧ ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ନୂଆପଡା ଓ ମୟୁରଭଞ୍ଜ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୫,୭୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୫୭୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୫,୫୦,୨୭୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୭୨,୦୫୫, ସୁସ୍ଥ ହୋଇଛନ୍ତି ୬୬,୬୩,୬୦୮ ଓ ୧,୧୪,୬୧୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।