ରାଜ୍ୟରେ ଆଜି ୩୬୦୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୨୬ ହଜାରକୁ ଟପିଲା । ରାଜ୍ୟରେ ଆଜି ୮୭୫ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୧୦୯ କ୍ଵାରେଣ୍ଟାଇନ୍ରୁ ଓ ୧୪୯୧ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 1st October
New Positive Cases: 3600
In quarantine: 2109
Local contacts: 1491(Details of local contacts will be shared by concerned District Administration)
District Wise Cases
1. Angul: 100
2. Balasore: 107
3. Bargarh: 106
4. Bhadrak: 82
5. Balangir: 99— I & PR Department, Odisha (@IPR_Odisha) October 2, 2020
22. Mayurbhanj: 156
23. Nawrangpur: 116
24. Nayagarh: 74
25. Nuapada: 84
26. Puri: 115
27. Rayagada: 32
28. Sambalpur: 126
29. Sonepur: 129
30. Sundargarh: 89
31. State Pool: 158New Recovery: 4380
Cumulative Tested: 3348861
Positive: 226334
Recovered: 190080
Active Case: 35326— I & PR Department, Odisha (@IPR_Odisha) October 2, 2020
ଆଜିର ନୂଆ ୩୬୦୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୯୦,୦୮୦, ଆକ୍ଟିଭ କେସ ୩୫,୩୨୬ ଓ ମୃତ ସଂଖ୍ୟା ୮୭୫ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୩୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୬୦୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୫୮ ଜଣ, ମୟୁରଭଞ୍ଜରୁ ୧୫୬ ଓ ଷ୍ଟେଟ୍ ପୁଲ୍ ରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୩୯ ଜଣ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଓ ସୋନପୁରରୁ ୧୨୯ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
ସମ୍ବଲପୁରରୁ ୧୨୬ ଜଣ, ପୁରୀରୁ ୧୧୫ ଓ ନବରଙ୍ଗପୁରରୁ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ଓ ବରଗଡ଼ରୁ ୧୦୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳରୁ ୧୦୦ ଜଣ, ବଲାଙ୍ଗିରରୁ ୯୯ ଜଣ ଓ କନ୍ଧମାଳରୁ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୮୯ ଜଣ, ନୂଆପଡାରୁ ୮୪ ଜଣ ଓ ଭଦ୍ରକରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ।

ନୟାଗଡରୁ ୭୪ ଜଣ, ଜଗତସିଂହପୁରରୁ ୭୩ ଓ କୋରାପୁଟରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳ ଓ ବୌଦ୍ଧରୁ ୪୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୪୬, ଝାରସୁଗୁଡାରୁ ୪୧, ରାୟଗଡାରୁ ୩୨ ଓ ଗଞ୍ଜାମରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୧୯ ଜଣ ଓ ଦେବଗଡରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୬ ଜଣ କରୋନା ଆକ୍ରାନ୍ତ ମୃତ । ନୟାଗଡରୁ ୦୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । କଟକ ଓ ବାଲେଶ୍ୱରରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଜଗତସିଂହପୁର, ବରଗଡ଼ ଓ କଳାହାଣ୍ଡିରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।
ଖୋର୍ଦ୍ଧାର ୦୪ ମୃତକ ଭୁବନେଶ୍ୱରର ୪୧, ୪୬, ୭୫ ଓ ୮୨ ବର୍ଷୀୟ ପୁରୁଷ । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ୦୨ ଜଣ ମୃତକ ୭୭ ବର୍ଷୀୟ ଓ ୮୪ ବର୍ଷୀୟ ମହିଳା । ନୟାଗଡ଼ର ୦୩ ମୃତକ ମଧ୍ୟରୁ ଜଣେ ୫୨ ବର୍ଷୀୟ ମହିଳା ଓ ଅନ୍ୟ ୦୨ ମୃତକ ୭୨ ଓ ୭୬ ବର୍ଷୀୟ ପୁରୁଷ । କଟକର ୦୨ ମୃତକ ୫୭ ଓ ୬୪ ବର୍ଷୀୟ ମହିଳା । ବାଲେଶ୍ୱରର ୦୨ ମୃତକ ୬୦ ଓ ୮୦ ବର୍ଷୀୟ ମହିଳା । ଜଗତସିଂହପୁରର ୬୭ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ । ବରଗଡ଼ର ୪୭ ଓ କଳାହାଣ୍ଡିର ୩୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୧,୪୮୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୯୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୩,୯୪,୦୬୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୪୨,୨୧୭ ସୁସ୍ଥ ହୋଇଛନ୍ତି ୫୩,୫୨,୦୭୮ ଓ ୯୯,୭୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।