ରାଜ୍ୟରେ ଆଜି ୪୨୭୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଦିନକରେ ୪ ହଜାର ପରା ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୬୨ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୫୬ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୪୭୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୯୨ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 15th September
New Positives Cases: 4270
In quarantine: 2478
Local contacts: 1792(Details of local contacts will be shared by concerned Dist Administration)
District Wise Cases
1. Angul: 147
2. Balasore: 150
3. Bargarh: 183
4. Bhadrak: 55
5. Balangir: 97— I & PR Department, Odisha (@IPR_Odisha) September 16, 2020
22. Mayurbhanj: 131
23. Nawarangpur: 86
24. Nayagarh: 47
25. Nuapada: 119
26. Puri: 287
27. Rayagada: 80
28. Sambalpur: 114
29. Sonepur: 74
30. Sundargarh: 38
31. State Pool: 262New Recovery: 3714
Cumulative Tested: 2567777
Positive: 162920
Recovered: 125738
Active Case: 36473— I & PR Department, Odisha (@IPR_Odisha) September 16, 2020
ଆଜିର ନୂଆ ୪୨୭୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୨୫,୭୩୮, ଆକ୍ଟିଭ କେସ ୩୬,୪୭୩ ଓ ମୃତ ସଂଖ୍ୟା ୬୫୬ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୨୭୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୭୪ ଜଣ, ପୁରୀ ଜିଲ୍ଲାରୁ ୨୮୭ ଜଣ ଓ ଟେଷ୍ଟ ପୁଲରୁ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୮ ଜଣ, ବରଗଡ଼ରୁ ୧୮୩ ଜଣ ଓ ଯାଜପୁରରୁ ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୧୫୦ ଜଣ, ଅନୁଗୁଳରୁ ୧୪୭ ଜଣ ଓ ମୟୁରଭଞ୍ଜରୁ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ।
ଝାରସୁଗୁଡାରୁ ୧୨୧, ନୂଆପଡାର ୧୧୯ ଜଣ ଓ ସମ୍ବଲପୁରରୁ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରୁ ୯୯ ଜଣ, ବଲାଙ୍ଗିରର ୯୭ ଜଣ ଓ ନବରଙ୍ଗପୁରରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୮୭, କୋରାପୁଟରୁ ୮୩ ଓ ରାୟଗଡାରୁ ୮୦ ଜଣ ପଜିଟିଭ ଚିହ୍ନଟ । ସୋନପୁରରୁ ୭୪, କନ୍ଧମାଳରୁ ୭୩ ଜଣ ଓ ଗଞ୍ଜାମରୁ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ମାଲକାନଗିରିରୁ ୬୪ ଜଣ, ଢେଙ୍କାନାଳରୁ ୬୩ ଜଣ ଓ ଗଜପତିର ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୫୫ ଜଣ, ନୟାଗଡରୁ ୪୭ ଜଣ ଓ କଳାହାଣ୍ଡିରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୩୮ ଜଣ, ବୌଦ୍ଧରୁ ୨୨ ଜଣ ଓ ଦେବଗଡରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ।
୧୧ ମୃତକଙ୍କ ମଧ୍ୟରୁ ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଖୋର୍ଦ୍ଧାରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ମୟୁରଭଞ୍ଜ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ପୁରୀ ଜିଲ୍ଲାର ୦୩ ମୃତକ ମଧ୍ୟରୁ ୦୨ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ । ପୁରୁଷଙ୍କ ବୟସ ୪୫ ଓ ୮୦ ଥିଲା ବେଳେ ମହିଳାଙ୍କ ବୟସ ୭୦ ବର୍ଷ । ସମ୍ବଲପୁର ଜିଲ୍ଲାର ୦୩ ମୃତକ ପୁରୁଷ ଓ ବୟସ ୬୦, ୬୨ ଓ ୬୫ ବର୍ଷୀୟ । ଖୋର୍ଦ୍ଧା ଜିଲ୍ଲାର ୦୨ ମୃତକ ପୁରୁଷ ଇ ବୟସ ୫୨ ଓ ୬୧ ବର୍ଷୀୟ । ମୟୁରଭଞ୍ଜର ୪୫ ବର୍ଷୀୟ ପୁରୁଷ ଓ କଳାହାଣ୍ଡିର ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ସୁନ୍ଦରଗଡର ୩ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୦,୧୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୨୯୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୦,୨୦,୩୫୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୯୬,୧୩୫ ସୁସ୍ଥ ହୋଇଛନ୍ତି ୩୯,୪୧,୩୭୧ ଓ ୮୨,୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।