ରାଜ୍ୟରେ ଆଜି ୪୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୯୬ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୫୧୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୮୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 23rd September
New Positive Cases: 4340
In quarantine: 2517
Local contacts: 1823(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 162
3. Bargarh: 108
4. Bhadrak: 105
5. Balangir: 53— I & PR Department, Odisha (@IPR_Odisha) September 24, 2020
22. Mayurbhanj: 127
23. Nawrangpur: 143
24. Nayagarh: 84
25. Nuapada: 74
26. Puri: 203
27. Rayagada: 62
28. Sambalpur: 130
29. Sonepur: 129
30. Sundargarh: 138
31. State Pool: 164New Recovery: 4052
Cumulative Tested: 2956301
Positive: 196888
Recovered: 157265
Active Case: 38818— I & PR Department, Odisha (@IPR_Odisha) September 24, 2020
ଆଜିର ନୂଆ ୪୩୪୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୫୭,୨୬୫, ଆକ୍ଟିଭ କେସ ୩୮,୮୧୮ ଓ ମୃତ ସଂଖ୍ୟା ୭୫୨ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୩୪୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୫୬୭ ଜଣ, ପୁରୀରୁ ୨୦୩ ଜଣ ଓ ଜଗତସିଂହପୁରରୁ ୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୧୭୪ ଜଣ, ଷ୍ଟେଟ୍ ପୁଲ୍ ରୁ ୧୬୪ ଜଣ ଓ ବାଲେଶ୍ୱରରୁ ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳରୁ ୧୫୫ ଜଣ ଓ ଯାଜପୁରରୁ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ।
ନବରଙ୍ଗପୁର ଓ କନ୍ଧମାଳରୁ ୧୪୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୧୩୮ ଜଣ, ସମ୍ବଲପୁରରୁ ୧୩୦ ଜଣ ଓ ସୋନପୁରରୁ ୧୨୯ ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜରୁ ୧୨୭ ଜଣ, କେନ୍ଦ୍ରାପଡାରୁ ୧୦୯ ଜଣ ଓ ବରଗଡ଼ରୁ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୧୦୫ ଜଣ ପଜିଟିଭ ଚିହ୍ନଟ । ଗଞ୍ଜାମ ଓ କେନ୍ଦୁଝରରୁ ୯୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ନୟାଗଡରୁ ୮୪ ଜଣ, କୋରାପୁଟରୁ ୭୬ ଓ ନୂଆପଡାରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୬୭ ଜଣ, ରାୟଗଡାରୁ ୬୨ ଜଣ ଓ କଳାହାଣ୍ଡିରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳରୁ ୫୬ ଜଣ ଓ ବଲାଙ୍ଗିରରୁ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୩୪ ଜଣ, ଦେବଗଡରୁ ୨୨ ଜଣ ଓ ଗଜପତିରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ।
୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ସର୍ବାଧିକ ୦୫ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀରୁ ୦୪ ଜଣ ଓ କେନ୍ଦ୍ରାପଡାରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ବଲାଙ୍ଗିର, ମୟୁରଭଞ୍ଜ ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାୟଗଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।
ଖୋର୍ଦ୍ଧାର ୦୫ ମୃତକ ମଧ୍ୟରୁ ଭୁବନେଶ୍ୱରରୁ ୦୩ ଜଣ ୬୫, ୭୨ ଓ ୭୬ ବର୍ଷୀୟ ପୁରୁଷ । ଖୋର୍ଦ୍ଧାର ଅନ୍ୟ ୦୨ ମୃତକ ୫୭ ଓ ୬୯ ବର୍ଷୀୟ ପୁରୁଷ । ପୁରୀ ଜିଲ୍ଲାର ୦୪ ମୃତକ ୭୯, ୬୭, ୮୨ ଓ ୩୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦ୍ରାପଡାର ଜଣେ ୮୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୮ ବର୍ଷୀୟ ମହିଳା ମୃତ । ବଲାଙ୍ଗିରର ୪୩ ବର୍ଷୀୟ, ନୟାଗଡର ୫୪ ବର୍ଷୀୟ, ମୟୁରଭଞ୍ଜର ୫୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ରାୟଗଡାରୁ ୫୭ ଓ ସୁବର୍ଣ୍ଣପୁରରୁ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୬,୫୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୨୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୭,୩୨,୫୧୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୬୬,୩୮୨ ସୁସ୍ଥ ହୋଇଛନ୍ତି ୪୬,୭୪,୯୮୭ ଓ ୯୧,୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।