ଧରାପଡ଼ିଲା ପାକିସ୍ତାନର କାରନାମା ! ଚୋରି କରୁଥିଲା ଭାରତର ଗହମ! ପଦାରେ ପଡିଲା କାରନାମା, କଣ ଆପଣଙ୍କ ମତ?

ପାକିସ୍ତାନର ପ୍ରଦାଫାସ, ଧରା ପଡିଗଲା କାରନାମା, ଗହମ କରୁଛି ଚୋରି। ସେ ଭାରତୀୟ ଗହମ ଚୋରି କରିବାରେ ଲାଗିଛି। ଭାରତ ସହ ଶତ୍ରୁତା ପାକିସ୍ତାନକୁ ବର୍ତ୍ତମାନ ମହଙ୍ଗା ପଡୁଛି। ଭାରତ ଏହାର ଅନ୍ୟ ପଡୋଶୀ ଦେଶ ଗୁଡିକୁ ଲଗାତାର ଗହମ ବିକ୍ରି କରୁଛି। ଧାରା ୩୭୦ ଏବଂ ୩୫ ଭାଂଗିବା ପରେ ପାକିସ୍ତାନ ଭାରତ ସହ ବୈପାରିକ କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିଲା। ସେଥିପାଇଁ ବର୍ତ୍ତମାନ ପାକିସ୍ତାନ ଅବସ୍ଥା ଏପରି ହୋଇ ଯାଇଛି ସେ ନିଜକୁ ଚଳେଇବାକୁ ମଧ୍ୟ ଅସମର୍ଥ।

Google

ଯଦି ପାକିସ୍ତାନ ଭାରତ ସହିତ ବୈପାରିକ ବାଣିଜ୍ୟ ପୁଣି ଥରେ ଆରମ୍ଭ କରେ ,ତେବେ କାଶ୍ମୀର ଲୋକଙ୍କ ସହ ସେ ଦେଖାଉଥିବା ମିଛ ନାଟକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ଯଦି ସେ ବୈପାରିକ ବାଣିଜ୍ୟ ନ କରେ ,ତେବେ ଖାଇବାକୁ ପାଇବା ମଧ୍ୟ କଷ୍ଟକର ହୋଇ ପଡିବ। ବର୍ତ୍ତମାନ ପାକିସ୍ତାନର ଏତେ ଖରାପ ଦିନ ଆସିଯାଇଛି ଯେ, ଶେଷରେ ସ୍ମଗଲିଙ୍ଗ କରିବାରେ ମଧ୍ୟ ଲାଗିଯାଇଛି। ପାକିସ୍ତାନ ସରକାର ଏହା ପୂର୍ବରୁ କହିଥିଲେ ଯେ, ପାକିସ୍ତାନ ରୁଷ ଠାରୁ କିଛି ପ୍ରତିଶତ ରିହାତିରେ କ୍ରୁଡ଼ ଅଏଲ ସହିତ ଗହମ ମଧ୍ୟ କିଣିବ। କିନ୍ତୁ ରୁଷ ପାକିସ୍ତାନକୁ ରିହାତି ଦେବାକୁ ମନା କରି ଦେଇଥିଲା।

ପାକିସ୍ତାନ ବୈଦେଶିକ ବିଜନେସର ଉପ ସଭାପତି ଅହମ୍ମଦ ଜାଭେଦ କହିଥିଲେ ଯେ, ପାକିସ୍ତାନରେ ୧୫ ପ୍ରତିଶତ ଗହମ କମ୍ ଉତ୍ପାଦନ ହେବାର କାରଣରୁ ପାକିସ୍ତାନ ଚଳିତ ବର୍ଷ ୪୦,୦୦,୦୦୦ ଟନ ଗହମ ବିଦେଶରୁ ଆଣିବାକୁ ପଡିବ। ଏହା ଦ୍ୱାରା ତାଙ୍କ ବିଲ ୪ ବିଲୀୟନକୁ ବଢିଯିବ। ପାକିସ୍ତାନ ପାଖରେ ଆର୍ଥିକ ଅସୁବିଧା କାରଣରୁ ମଧ୍ୟ ସେ ଗହମ କିଣିବାକୁ ଅସମର୍ଥ। ସେଥିପାଇଁ ସେ ବର୍ତ୍ତମାନ ଗହମ ସ୍ମଗଲିଙ୍ଗ କରିବା ଆରମ୍ଭ କରି ଦେଇଛି। ଭାରତ ଆଫଗାନିସ୍ତାନଜୁ ଯେଉଁ ଗହମ ଟ୍ରକ ପଠାଇ ଥିଲା, ତାହାକୁ ପାକିସ୍ତାନ ଅଧା ବାଟରୁ ଚୋରାଇ ନେଇ ଯାଇଥିଲା। ଆଫଗାନିସ୍ତାନ ଅଧିକାରୀମାନେ ମଧ୍ୟ କିଛି ଦିନ ତଳେ ଏମିତି ଗହମରେ ଭର୍ତ୍ତି ଟ୍ରକ ଧରିଥିଲେ ଯାହାକୁ ସ୍ମଗଲିଙ୍ଗ କରାଯାଇ ଅନ୍ୟ କୌଣସି ସ୍ଥାନକୁ ନିଆ ଯାଉଥିଲା। ତାଲିବାନ ସରକାର ଏଥିନେଇ ଖୋଳତାଡ଼ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏହି ଟ୍ରକର ଗତିପଥ ପାକିସ୍ତାନ ମଧ୍ୟ ଦେଇ ନ ରଖି ଏହାକୁ ଇରାନର ଚାବାହାର ଦେଇ ନେବାକୁ ନିଷ୍ପତ୍ତି ନିଆ ଯାଇଛି। ପରବର୍ତ୍ତୀ ସମୟରେ ଏହି ବାଟ ଦେଇ ହିଁ ଗହମ ଆଫଗାନିସ୍ତାନକୁ ନିଆ ଯିବ।

Google

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *