୨୦୨୨ IPL ଅକ୍ସନରେ ଏହି ୫ ଯୁବ ଖେଳାଳି ଅଧିକ ଟଙ୍କାରେ ହେବେ ବିକ୍ରି! ୪ ଜଣ ଭାରତୀୟ ଖେଳାଳି ସାମିଲ

ତେବେ ଆଇପିଏଲର ଆଉ ଏକ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବର୍ଷ ଆଇପିଏଲରେ ଆଉ ଦୁଇଟି ନୂତନ ଦଳ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଯାହା ଫଳରେ ଏହି ବର୍ଷ ମେଗା ଅକ୍ସନ ହେବାକୁ ଯାଉଛି। ତେବେ ଏହି ବର୍ଷ କେଉଁ କେଉଁ ଯୁବ ଖେଳାଳି ଅଧିକ ଧନୀ ହେବାକୁ ଯାଉଛନ୍ତି ଆମେ ସେହି ମାନଙ୍କ ସମ୍ପର୍କରେ ଆଲୋଚନା କରିବା।

Google

୧:ରାହୁଲ ଚହର: ତେବେ କୌଣସି ଦଳ ପାଇଁ ନିଜର ଦଳରେ ଏଲ ଲେଗ ସ୍ପିନର ରହିବା ନିହାତି ଭାବରେ ଆବଶ୍ୟକ ହୋଇଥାଏ। ଏହା ସହିତ ରାହୁଲ ଚହର ନିଜର ବୋଲିଙ୍ଗ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।ତେବେ ଏହି ବର୍ଷ ସେ ମୁମ୍ବାଇ ଦଳରେ ମଧ୍ୟ ନାହାନ୍ତି। ତାଙ୍କୁ ମୁମ୍ବାଇ ଦଳ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଛାଡ଼ି ଦେଇଛି। ଯାହା ଫଳରେ ଏହି ବର୍ଷ ତାଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ଅନେକ ବଡ଼ ବଡ଼ ଦଳର ଖେଳାଳି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ପାରେ ବୋଲି ଅନୁମାନ କରାଯାଉଛି।

୨: ସାମ କରନ: ତେବେ ଏହି ଖେଳାଳି ଅନେକ ଭଲ ପ୍ରଦର୍ଶନ କରି ସାରିଛନ୍ତି। ଏହା ସହିତ ସେ ଜଣେ ଅଲରାଉଣ୍ଡର ହୋଇଥିବାରୁ ସେ ବୋଲିଙ୍ଗ ଓ ବ୍ୟାଟିଂ ଉଭୟ କରି ପାରିବେ। ଯାହା ଫଳରେ ତାଙ୍କୁ ନିଜର ଦଳରେ ସାମିଲ କରିବା ପାଇଁ ଅନେକ ଦଳ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ସେ ନିଲାମ ପ୍ରକ୍ରିୟାରେ ଅନେକ ଅର୍ଥ କମାଇ ପାରିବେ ବୋଲି କୁହା ଯାଉଛି।

Google

୩: ଇସନ କିଶନ: ତେବେ ଏହି ଖେଳାଳି କୌଣସି ସ୍ଥାନରେ ମଧ୍ୟ ଆସି ବ୍ୟାଟିଂ କରିବା ପାଇଁ ସକ୍ଷମ। ଏହା ସହିତ ସେ ଗତ କିଛି ବର୍ଷ ମଧ୍ୟରେ ନିଜର ବହୁତ ଭଲ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ଯାହା ଫଳରେ ତାଙ୍କ ଉପରେ ଏହି ବର୍ଷ ଅନେକ ଦଳ ନଜର ରଖିଛନ୍ତି। ଏହା ସହିତ ତାଙ୍କୁ କିଣିବା ପାଇଁ ମଧ୍ୟ ଅନେକ ଦଳ ପ୍ରତିଯୋଗିତା କରି ପାରନ୍ତି।

୪: ଆବେସ ଖାନ: ତେବେ ଏହି ଖେଳାଳି ବହୁତ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ଏହା ସହିତ ସେ ନିଜର ବୋଲିଙ୍ଗ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ସାରିଛନ୍ତି। ଯାହା ଫଳରେ ଏହା ଅନୁମାନ କରାଯାଉଛି କି ତାଙ୍କ ଉପରେ ଅନେକ ଦଳ ନିଲାମ ପ୍ରକ୍ରିୟାରେ ଅନେକ ଅର୍ଥ ଲଗାଇବେ। ଯାହା ଫଳରେ ସେ ଏହି ବର୍ଷ ଅନେକ ଅର୍ଥ କମାଇ ପାରିବେ ବୋଲି କୁହା ଯାଉଛି।

Google

୫:- ଦେବଦତ୍ତ ପାଡିକଲ: ତେବେ ଆରସିବି ପକ୍ଷରୁ ଖେଳି ଏହି ଖେଳାଳି ଅନେକ ଭଲ ପ୍ରଦର୍ଶନ କରି ସାରିଛନ୍ତି। ଏହା ସହିତ ସେ ବହୁତ ଭଲ ପ୍ରଦର୍ଶନ କରି ଥିବାରୁ ସେ ଏହି ବର୍ଷ ନିଲାମ ପ୍ରକ୍ରିୟାରେ ବହୁତ ଅଧିକ ଅର୍ଥ କମାଇ ପାରିବେ ବୋଲି କୁହା ଯାଉଛି। ଏହା ସହିତ ସେ ଜଣେ ଭଲ ଓପନର ମଧ୍ୟ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *