ବ୍ୟୁରୋ ରିପୋର୍ଟ: ତେବେ ନିକଟରେ ଭାରତକୁ ୧୯ ବର୍ଷରୁ କମ ବିଶ୍ଵକପ ଜିତାଇ ଥିବା ଭାରତୀୟ ୧୯ ବର୍ଷରୁ କମ ବିଶ୍ଵକପ ଦଳର ଅଧିକାନୟକ ୟସ ଧୁଲ ସମସ୍ତଙ୍କ ପାଖରେ ପରିଚିତ ହୋଇ ସାରିଛନ୍ତି। ତେବେ ସେ ଭାରତୀୟ ଦଳକୁ ୧୯ ବର୍ଷରୁ କମ ବିଶ୍ଵକପ ଜିତାଇବା ପରେ ସେ ପୁଣି ଆଉ ଏକ ଇତିହାସ ରଚି ଦେଇଛନ୍ତି। ତେବେ ଏହି ଖେଳାଳି ଆଇପିଏଲରେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ବିକ୍ରି ହୋଇ ଯାଇ ଥିଲେ। ଏହା ସହିତ ଏହା ପରେ ସେ ପୁଣି ଏକ ଚମତ୍କାର କରି ଦେଇଛନ୍ତି।

ତେବେ ସେ ନିଜର ପ୍ରଥମ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଥିଲେ। ଯେଉଁଥିରେ ସେ ଦିଲ୍ଲୀ ପକ୍ଷରୁ ଖେଳି ଥିଲେ ନିଜର ପ୍ରଥମ ମ୍ୟାଚରେ ହିଁ ସେ ଶତକ ମାରି ରୋହିତ ଶର୍ମା ଓ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି ମାନଙ୍କ ତାଲିକାରେ ନିଜକୁ ସାମିଲ କରି ଦେଇଛନ୍ତି। ତେବେ ମାତ୍ର ୭ ଓଭରରେ ଦିଲ୍ଲୀର ୩ ୱିକେଟ ଚାଲି ଯାଇଥିଲା। ସେହି ସମୟରେ ଦଳର ରନ ମାତ୍ର ୩ ରନ ହୋଇ ଥିଲା।
ଏପରି ପରିସ୍ଥିତିରେ ମଧ୍ୟ ସେ ବହୁତ ଭଲ ଖେଳ ପ୍ରଦର୍ଶନ କରି ୧୩୩ ବଲରେ ୧୦୦ ରନ କରି ଦେଇଥିଲେ। ସେ ଖେଳିବା ସହିତ ଏହା ପ୍ରମାଣ କରି ଦେଇଥିଲେ କି ସେ କୌଣସି ସାଧାରଣ ଖେଳାଳି ନୁହନ୍ତି। ସେ ଆଗାମୀ ସମୟରେ ଅନେକ ନାମ କମାଇବେ ବୋଲି ଅନୁମାନ କରା ହେଉଛି। ସେ ନିଜର ପ୍ରଥମ ପାରିରେ ୧୧୩ ରନର ବହୁତ ଭଲ ପାରି ଖେଳିଥିଲେ।
𝙒𝙝𝙖𝙩 𝘼 𝙈𝙤𝙢𝙚𝙣𝙩! 👌 👌
💯 on Ranji Trophy debut! 👏 👏
This has been a fantastic batting performance from Yash Dhull in his maiden First Class game. 👍 👍 @Paytm | #RanjiTrophy | #DELvTN | @YashDhull2002
Follow the match ▶️ https://t.co/ZIohzqOWKi pic.twitter.com/uaukVSHgUq
— BCCI Domestic (@BCCIdomestic) February 17, 2022
ଏହା ସହିତ ଏହି ୧୧୩ ରନ ମଧ୍ୟରେ ସେ ୧୮ ଟି ଚୌକା ମାରିଥିଲେ। ତେବେ ତାଙ୍କୁ ଦିଲ୍ଲୀର ଆଇପିଏଲ ଦଳ ମଧ୍ୟ ୫୦ ଲକ୍ଷ ଟଙ୍କା ଦେଇ ନିଜର ଦଳରେ ସାମିଲ କରିଥିଲା। ତାଙ୍କ ପାଇଁ ପଞ୍ଜାବ ଦଳ ମଧ୍ୟ ନିଲାମରେ ବୋଲି ଲଗାଇଥିଲା। ଏହା ପରେ ମଧ୍ୟ ଦିଲ୍ଲୀ ଦଳ ଶେଷରେ ତାଙ୍କୁ ନିଜର ଦଳରେ ସାମିଲ କରିଦେଇଥିଲା। ଏହା ସହିତ ସେ ଏହା ପ୍ରମାଣ କରି ଦେଇଛନ୍ତି କି ତାଙ୍କୁ ଦିଲ୍ଲୀ ଦଳ ନିଜର ଦଳର ଅଂଶ କରି କିଛି ମଧ୍ୟ ଭୁଲ କରି ନାହିଁ।
ଏହା ସହିତ ସେ ବହୁତ ଭଲ ପ୍ରଦର୍ଶନ କରୁ ଥିବାରୁ ତାଙ୍କର ପ୍ରଦର୍ଶନ ଦେଖି ଅନେକ ଲୋକ ସନ୍ତୁଷ୍ଟ ମଧ୍ୟ ଅଛନ୍ତି। ଏହା ସହିତ ତାଙ୍କୁ ଆଗାମୀ ଭାରତୀୟ ଦଳର ଭବିଷ୍ୟତ ଭାବରେ ମଧ୍ୟ ବିଚାର କରାଯାଇପାରେ। ଏହା ସହିତ ସେ ନିଜର ପ୍ରଦର୍ଶନ ବଳରେ ପ୍ରାୟ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇ ପାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହା ଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।