ବଡ଼ ଖବର: ୨୦୨୨ T-20 ବିଶ୍ୱକପ ଜିତାଇବେ ଏହି ଦୁଇ ଖେଳାଳି? ଏମିତି ହେଲେ ଅଷ୍ଟ୍ରେଲିଆରୁ ଟ୍ରଫି ଆସିବ ଭାରତ..

ସାଙ୍ଗମାନେ ଟି-୨୦ ବିଶ୍ୱକପରେ ରେ ଲିଗ ରାଉଣ୍ଡରୁ ବାଦ ହୋଇଯିବା ପରେ ଟିମ ଇଣ୍ଡିଆର ଫୋକସ ନ୍ୟୁଜିଲାଣ୍ଡ ସିରିଜ ଉପରେ ଅଛି। ଏହାସହିତ ଟାର୍ଗେଟ ଆସନ୍ତା ଟି ୨୦ ବିଶ୍ୱକପ ଉପରେ ରହିଛି ଯେଉଁ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି। ସେଥିପାଇଁ ଟିମ ବି ପ୍ରସ୍ତୁତ କରାଯାଉଛି।

Google

ଅନୁଭବି ଓ ନୂଆ ପ୍ଲେୟାର ମାନଙ୍କୁ ମିଶେଇ ଏକ ଭଲ ଟିମ ପ୍ରସ୍ତୁତ କରାଯାଉଛି। ଏହାକୁ ନେଇ ହରଭଜନ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ମତ ପ୍ରଦାନ କରିଛନ୍ତି।

ସେ ଦୁଇ ଖେଳାଳି ମାନଙ୍କର ନାମ ନେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଶ୍ୱକପ ପାଇଁ ଏହି ଦୁଇ ଜଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି ଯେ ମୁଁ ଟିମ ଇଣ୍ଡିଆକୁ ଶୁଭ କାମନା ଦେଉଛି ଏବଂ  ମତେ ବିଶ୍ୱାସ ଅଛି ଯେ ସେମାନେ ଜିତିବେ। ଭାରତ ୨-୧ ରେ ସିରିଜ ଜିତିବ ବୋଲି ମୁଁ ଆକଳନ କରୁଛି।

Google

ସେ କହିଛନ୍ତି ଯେ ସେ ନୂଆ ଖେଳାଳି ମାନଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି। ଇସାନ କିଷାନଙ୍କ ଭଳି ଖେଳାଳି ମାନଙ୍କୁ ସେ ନିୟମିତ ଭାବରେ ଦେଖିବା ପାଇଁ ଚାହାଁନ୍ତି। ତାଙ୍କ ଥରେ ବହୁତ ଗୁଡ଼ିଏ ସମ୍ଭାବନା ରହିଛି। ସେ ଆଗାମୀ ବିଶ୍ୱକପ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଭାବରେ ପରିଚିତ ହେବେ। ତାଙ୍କ ପାଖରେ ୩ ନମ୍ୱରରେ ବ୍ୟାଟିଂ କରିବାର କ୍ଷମତା ଅଛି।

ଏହା ସହିତ ନମ୍ୱର ୪ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସେ କହିଛନ୍ତି ଯେ ସେ ଏପରି ଏକ ଖେଳାଳି ଯିଏ ଆପଣଙ୍କୁ ଟୁର୍ଣ୍ଣାମେଣ୍ଟ ଜିତାଇ ପାରିବେ। ସେ ଯେ କୌଣସି ବି ସ୍ଥାନରେ ବ୍ୟାଟିଂ କରିପାରିବେ। ତାଙ୍କ ପାଖରେ ୩୬୦ ଡ଼ିଗ୍ରୀ ଭଳି ଖେଳ ଅଛି। ଏହାର ଅର୍ଥ ହେଉଛି ଯେ ହରଭଜନ ସିଂହଙ୍କୁ ଏମିତି ଲାଗୁଛି ଯେ ଇଶାନ ଓ ସୂର୍ଯ୍ୟ କୁମାର ଆଗାମୀ ବିଶ୍ୱକପରେ ଭାରତ ପାଇଁ ଜରୁରୀ ଭୂମିକା ବହନ କରିପାରନ୍ତି।

Google

ସେ ଦୁଇଜଣ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ସେମାନଙ୍କ ସିଲେକ୍ସନ ଟି-୨୦ ବିଶ୍ୱକପରେ ହୋଇଥିଲା। ଯେହେତୁ ଭାରତ ବିଶ୍ଵକପ ଟ୍ରଫି ଜିତିପାରିଲା ନାହିଁ ତ ଆଗାମୀ ଫୋକସ ୨୦୨୨ ବିଶ୍ଵକପ ଉପରେ ରହିଥିବ ବୋଲି ଜଣା ଯାଉଛି।

ତେବେ ଏହାକୁ ନେଇ ଆପଣଙ୍କ ମତ କଣ କମେଣ୍ଟ ବିଭାଗରେ ଜଣାଇବେ। ସୂର୍ଯ୍ୟ କୁମାର ଏବଂ ଇଶାନ କିଷାନ କେଉଁ ସ୍ଥାନରେ ବ୍ୟାଟିଂ କଲେ ଦଳ ପାଇଁ ଠିକ ହେବ ତାହା ଜଣାଇବେ। କାରଣ କେ ଏଲ ରାହୁଲ ଓପନ ବି କରିପାରନ୍ତି। କଣ ଆପଣଙ୍କ ମତ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *