IPL 2022: ଅଶ୍ୱିନୀଙ୍କ ବଡ଼ ଖୁଲାସା! ତାଙ୍କୁ ଦିଲ୍ଲୀ କରିବନି ରଟେନ? ଏହି ୪ ଖେଳାଳି ହୋଇପାରନ୍ତି ରିଟେନ

ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଟିମ ଖେଳିବାର ନଜର ଆସିବେ ବୋଲି ଜଣା ଯାଉଛି। ଆଗରୁ ୮ଟି ଟିମ ଖେଳୁଥିଲେ ଏବେ ଏହା ୧୦ ଜଣ ଖେଳିବାର ଚାନ୍ସ ଅଛି। ଏହି ଆଇପିଏଲ ପୂର୍ବରୁ ବିସିସିଆଇ ଗୋଟିଏ ବଡ଼ ଅକ୍ସନ କରିବାକୁ ଯାଉଛି। ସେଥିରେ ସବୁ ଟିମ ନିଜର ୪ ଜଣ ଖେଳାଳିଙ୍କୁ ରିଟେନ କରି ପାରିବେ ଓ ଅନ୍ୟ ସବୁ ଖେଳାଳିଙ୍କୁ ଲିଷ୍ଟ କରିବେ ଓ ମେଗା ଅକ୍ସନରେ ସାମିଲ ହୋଇଯିବେ।

Google

ସବୁଠାରୁ ବଡ କଥା ହେଉଛି କି ଯେଉଁ ଯେଉଁ ବଡ଼ ବଡ଼ ଟିମ ଅଛନ୍ତି ସେ ଚେନ୍ନାଇ ହେଉ କି ମୁମ୍ବାଇ ହେଉ କି ଦିଲ୍ଲୀ ହେଉ। ସେ ତାଙ୍କର କେଉଁ କେଉଁ ଖେଳାଳିଙ୍କୁ ରିଟେନ କରିବେ। କିନ୍ତୁ ଦିଲ୍ଲୀର ଜଣେ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନୀ କହିଛନ୍ତି କି ଦିଲ୍ଲୀ କେଉଁ କେଉଁ ଖେଳାଳିଙ୍କୁ ରିଟେନ କରି ପାରିବ। ଏହା ସହ ସେ କହିଛନ୍ତି କି ଦିଲ୍ଲୀ ଟିମ ତାଙ୍କୁ ରିଟେନ କରିବ ନାହିଁ।

ସେ କହିଛନ୍ତି କି ବୋଧେ ଦିଲ୍ଲୀ କ୍ୟାପିଟାଲସ୍ ମତେ ୨୦୨୨ ଆଇପିଏଲ ପାଇଁ ରିଟେନ କରିବ। ମୋ ଛଡ଼ା ଶ୍ରେୟସ ଆୟାରକୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ ରିଟେନ କରିବ। ମତେ ଲାଗୁଛି କି ଶ୍ରେୟସ ଆୟାର ସେଠି ନାହାନ୍ତି ଓ ମୁଁ ବି ସେଠି ନାହିଁ। ଯଦି ମତେ ରିଟେନ କରିବାର ଥାନ୍ତା ତେବେ ମତେ ଏ ବିଷୟରେ ଜଣା ଥାନ୍ତା। ଏହା ସହ ସେ ସଫା ସଫା କହିଛନ୍ତି କେଉଁ କେଉଁ ଖେଳାଳିଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲସର ନଜର ରହିଛି। ସେ କହିଛନ୍ତି ଦିଲ୍ଲୀ କ୍ୟାପିଟାଲସ୍ ୪ ଜଣ ଖେଳାଳିଙ୍କୁ ରିଟେନ କରି ପାରିବ। ସେ କହିଛନ୍ତି କି ରିଷଭ ପନ୍ତ ଏବଂ ପୃଥୀ ସ୍ୱ ଙ୍କ ଛଡା ଅକ୍ସର ପଟେଲ ଓ ଶିଖର ଧୱନଙ୍କ ଭିତରୁ ଜଣେ କାହାକୁ ରିଟେନ କରାଯାଇ ପାରିବ।

Google

ସେ କହିଲେ କି ଦିଲ୍ଲୀ କ୍ୟାପିଟାଲସ୍ ଟିମ ତାଙ୍କୁ ତ ରିଟେନ କରିବ ନାହିଁ କିନ୍ତୁ ଦିଲ୍ଲୀ କ୍ୟାପିଟାଲ ଟିମ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ୨୦୧୯ ଆଇପିଏଲ ପୂର୍ବରୁ ପଞ୍ଜାବ ଟିମରୁ କିଣିଥିଲେ। ଏହି ୨ ୩ ବର୍ଷରେ ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ ପାଇଁ। ସେ ୨୮ଟି ମ୍ୟାଚରେ ୨୦ଟି ୱିକେଟ ଅକ୍ତିଆର କରିଛନ୍ତି। ଆପଣ ତ ପ୍ରାୟ ଜାଣିଥିବେ କି ୨୦୨୦ରେ ଆଇପିଏଲ ଫାଇନାଲରେ ଦିଲ୍ଲୀ ପହଞ୍ଚିଥିଲା। ଏହା ସହ ୨୦୨୧ରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *