IPL ଅପଡେଟ: CSK ପକ୍ଷରୁ IPL 2022 ଖେଳିବେ ରବିଚନ୍ଦ୍ରନ ଅଶ୍ୱିନୀ! ଅଶ୍ୱିନୀ ଏହାକୁ ନେଇ ଦେଲେ ବଡ଼ ବୟାନ..

ତେବେ ଆମେ ସମସ୍ତେ ଏହା ପ୍ରାୟ ଭଲ ଭାବରେ ଜାଣୁ କି ଆଗାମୀ ଆଇପିଏଲ ୨୦୨୨ ରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇପାରେ। ଯେପରିକି ଏହି ବର୍ଷ ୮ ଟି ଦଳ ବଦଳରେ ୧୦ଟି ଦଳ ଖେଳିବାର ଚାନ୍ସ ଅଛି। ଏହା ସହିତ ଏପରି ଯଦି ହୋଇଥାଏ ତେବେ ୬୦ ଟି ମ୍ୟାଚ ବଦଳରେ ଅଧିକ ମ୍ୟାଚ ହୋଇପାରେ। ଏହା ସହିତ ସମସ୍ତ ୮ ଟି ଦଳ ନିଜ ନିଜର ରିଟେନ ଖେଳାଳି ଚୟନ କରି ସାରିଲେଣି।

Google

ଏହା ପରେ ବାକି ଥିବା ସମସ୍ତ ଖେଳାଳିଙ୍କୁ ସମସ୍ତ ଦଳ ନିଲାମ ପାଇଁ ଛାଡ଼ି ସାରିଛି। ତେବେ ଏହା ଦେଖିବାକୁ ବାକି ରହିଲା କି ନିଲାମ ପ୍ରକ୍ରିୟାରେ ଯେଉଁ ଯେଉଁ ଖେଳାଳି ସାମିଲ ହେବେ ସେମାନେ କେଉଁ କେଉଁ ଦଳରୁ ଖେଳିବେ। ତେବେ ଯେଉଁ ଯେଉଁ ଖେଳାଳି ଗତ ବର୍ଷ ଯେଉଁ ଦଳରେ ଥିଲେ ସେମାନେ ଆସନ୍ତା ବର୍ଷ ଅଲଗା ଅଲଗା ଦଳରେ ଖେଳୁ ଥିବାର ଦେଖିବାକୁ ମିଳିପାରନ୍ତି ଏବଂ କେତେକ ଖେଳାଳି ସେହି ଦଳରେ ବି ସାମିଲ ହୋଇପାରନ୍ତି। ତେବେ ଏହି ସମୟରେ ଅଶ୍ଵିନୀ ଏହା ସ୍ପଷ୍ଟ କରିଛନ୍ତି କି ସେ କେଉଁ ଦଳରୁ ଖେଳିବା ପାଇଁ ଚାହୁଁଛନ୍ତି।

ତେବେ ଅଶ୍ଵିନୀ କହିଥିଲେ କି ସେ ଚେନ୍ନାଇ ଦଳ ପକ୍ଷରୁ ଖେଳିବା ପାଇଁ ଚାହୁଁଛନ୍ତି। କାରଣ ସେ ପୂର୍ବରୁ ଏହି ଦଳ ସହିତ ଖେଳି ସାରିଛନ୍ତି। ଏହା ସହିତ ଚେନ୍ନାଇ ୨୦୧୦ ଓ ୨୦୧୧ ମସିହାରେ ଚାମ୍ପିୟନ ହୋଇଥିଲା। ଏହି ସମୟରେ ଅଶ୍ଵିନୀ ଏହି ଦଳର ଅଂଶ ଥିଲେ। ତେବେ ସେ ଆଗାମୀ ସଂସ୍କରଣରେ ଏହି ଦଳ ପକ୍ଷରୁ ଖେଳିବା ପାଇଁ ଇଚ୍ଛୁକ ଥିବା ଜଣା ପଡିଛି। ଏହା ସହିତ ସେ କହିଥିଲେ କି ଏହି ଦଳ ପାଖରୁ ସେ ଅନେକ କିଛି ଶିକ୍ଷା କରିଛନ୍ତି।

ଯେପରି ଜଣେ ବିଦ୍ୟାର୍ଥୀ ନିଜର ପାଠ ପଢା ଆରମ୍ଭ କରିଥାଏ ପ୍ରଥମ ଶ୍ରେଣୀ,ଦିତୀୟ ଶ୍ରେଣୀ ଏହିପରି ଭାବରେ ଆଗକୁ ଆଗକୁ ଯାଇଥାଏ ସେହି ଭଳି ଭାବରେ ସେ ଏହି ଦଳ ଠାରୁ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ। ଏହା ସହିତ ଏହାପରେ ସେ ଧୀରେ ଧୀରେ ଅନ୍ୟ ଦଳକୁ ଯାଇ ସେଠାରେ ମଧ୍ୟ ଅନେକ ଭଲ ପ୍ରଦର୍ଶନ କରିଥିଲେ। ତେବେ ସେ ଗତ ସଂସ୍କରଣରେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ। ତେବେ ସେ ଏହାପରେ କେଉଁ ଦଳ ପକ୍ଷରୁ ଖେଳିବେ ଏହା ଦେଖିବାକୁ ବାକି ରହିଲା।

Google

ତେବେ ଅଶ୍ଵିନୀ ନିଜର ପୂର୍ବ ଦଳ ପାଖକୁ ଫେରିବା ପାଇଁ ଇଚ୍ଛା ରଖିଛନ୍ତି। ଏହା ସହିତ ସେ ହୁଏତ ଚେନ୍ନାଇ ଦଳ ପକ୍ଷରୁ ଆଗାମୀ ସଂସ୍କରଣରେ ଖେଳୁ ଥିବାର ଦେଖିବାକୁ ମିଳି ପାରନ୍ତି। ତେବେ ଏହା ସହିତ ଅଶ୍ଵିନୀ କହିଥିଲେ କି ଅନେକ ଦଳ ନିଲାମ ପ୍ରକ୍ରିୟାରେ ନିଜ ନିଜ ଦଳ ପାଇଁ ଖେଳାଳି ଚୟନ କରିବେ। ଏହା ସହିତ ଅଶ୍ଵିନୀ କିନ୍ତୁ ନିଜର ଇଚ୍ଛା ପ୍ରକାଶ କରି ଦେଇଛନ୍ତି କି ସେ ଚେନ୍ନାଇ ଦଳ ପକ୍ଷରୁ ଖେଳିବା ପାଇଁ ଇଚ୍ଛା କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *