ବ୍ୟୁରୋ ରିପୋର୍ଟ: ରବିଚନ୍ଦ୍ରନ ଅଶ୍ୱିନୀ ଶ୍ରୀଲଙ୍କା ବିରୁଦ୍ଧରେ ୧୨ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତେବେ କହୁରଖିବୁ କି ଏହା ସହ ଅଶ୍ୱିନୀ ୪୪୨ ଟି ୱିକେଟ ହାସଲ କରିବା ସହ ୪ ଜଣ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ୮ ନମ୍ବର ପୋଜିସନରେ ସେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ବୋଲରଙ୍କ ଲିଷ୍ଟରେ ଅଛନ୍ତି। ମହାନ କ୍ରିକେଟର ସୁନୀଲ ଗାଭାସ୍କର ଅଶ୍ୱିନୀଙ୍କୁ ନେଇ ପୂର୍ବାନୁମାନ କରିଛନ୍ତି।
ମହାନ ଖେଳାଳୀ ଗାଭାସ୍କର କହିଛନ୍ତି କି ୩୫ବର୍ଷୀୟ ଅଶ୍ୱିନୀଙ୍କ ଆଗରେ ଅନୀଲ କୁମ୍ବଲେ ରହିଛନ୍ତି। ୬୧୯ ୱିକେଟ କୁମ୍ବଲେ ନେଇଛନ୍ତି। ଆଗକୁ ଆହୁରି ବାଟ ଅଶ୍ୱିନୀଙ୍କୁ ଯିବାକୁ ହେବ। ସେ ଭବିଷ୍ୟତ କଥା ଅନୁମାନ କରି କହିଛନ୍ତି କି ଅଶ୍ୱିନୀ ନିୟମିତ ଭଲ ପ୍ରଦର୍ଶନ କରି ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଂଗିପାରିବେ।
Ravichandran Ashwin is the first bowler to take 1️⃣0️⃣0️⃣ in the World Test Championship 🙌🇮🇳#India #TeamIndia pic.twitter.com/FfDKe2vHZa
— Sportskeeda (@Sportskeeda) March 15, 2022
ଅଶ୍ୱିନୀ ଏବଂ ବୁମରା ଦୁଇ ଜଣ ଭଲ ବୋଲର ବୋଲି ମହାନ ବ୍ୟାଟ୍ସମାନ ସୁନୀଲ ଗାଭାସ୍କର କହିଛନ୍ତି । ଅଶ୍ୱିନୀଙ୍କ ପରେ ବୁମରା ଟେଷ୍ଟକୁ ଆସିଥିଲେ। ବୁମରା ଆହୁରି ଭଲ କରିବେ। ବ୍ୟାଟରଙ୍କ ମନରେ ଅଶ୍ୱିନୀ ଦ୍ଵନ୍ଦ ସୃଷ୍ଟି କରିଥାନ୍ତି। ତାଙ୍କ ମତରେ ଯଶପ୍ରୀତ ବୁମରା ବି ସେମିତି କିଛି କରିଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।