କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ପୂର୍ବ ଅଷ୍ଟ୍ରେଲିଆ କ୍ରିକେଟର ସାଇମଣ୍ଡସ ଆରପାରିକୁ ଚାଲିଯାଇଛନ୍ତି। ରିପୋର୍ଟ ଅନୁସାରେ କାର ଆକ୍ସିଡେଣ୍ଟରେ ସେ ଚାଲିଯାଇଛନ୍ତି। ଅଷ୍ଟ୍ରେଲିଆ ମିଡିଆ ଦ୍ଵାରା ଜଣା ଯାଉଛି କି ଶନିବାର ରାତି ୧୦.୩୦ ପାଖାପାଖି ଏହି ଆକ୍ସିଡେଣ୍ଟ ହୋଇଥିଲା। ତେବେ ଯାହା ବିଶେଷ ରିପୋର୍ଟରୁ ଜଣା ଯାଉଛି କି ଏହି ଆକ୍ସିଡେଣ୍ଟରେ କାର ଓଲଟି ପଡିଥିଲା। କାର ସାଇମଣ୍ଡ ଏକା ଡ୍ରାଇଭ କରୁଥିଲେ।

ମାର୍ଚ୍ଚ ମାସରେ ସେନ ୱାର୍ଣ୍ଣ ଆରପାରିକୁ ଚାଲି ଯାଇଥିବା ବେଳର ମଇରେ ସାଇମଣ୍ଡସ ଆରପାରିକୁ ଚାଲିଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ୨୦୦୩ ବିଶ୍ୱକପ ଏବଂ ୨୦୦୭ ବିଜୟରେ ସାଇମଣ୍ଡସଙ୍କ ଯୋଗଦାନ ଥିଲା।
ସେ କ୍ରିକେଟ ଜଗତରେ ଜଣେ ନାମୀ ଖେଳାଳି ଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳନ୍ତି। ଏହି ଅଲରାଉଣ୍ଡର IPL ମଧ୍ୟ ଖେଳିଛନ୍ତି। ସେ ଜଣେ ଧୁରନ୍ଧର ଖେଳାଳି ଥିଲେ।
Former Australia allrounder Andrew Symonds has died in a car crash at the age of 46.
RIP Roy ? pic.twitter.com/HM0gIc8fmg
— ESPNcricinfo (@ESPNcricinfo) May 14, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।