ବଡ଼ ଖବର: ହେଲମେଟରେ ବଲ ବାଜି ଆହତ ଏହି ୱେଷ୍ଟଇଣ୍ଡିଜର କ୍ରିକେଟରେ, ଖେଳୁଥିଲେ ଡେବ୍ୟୁ ମ୍ୟାଚ

ସାଙ୍ଗମାନେ କ୍ରିକେଟ ଖେଳ ବିଷୟରେ ତ ଆପଣ ମାନେ ପ୍ରାୟ ଜାଣିଥିବେ। ତେବେ କ୍ରିକେଟରେ ପ୍ଲେୟାର ଆଘାତ ପାଇବା କିଛି ନୂଆ କଥା ନୁହେଁ କିନ୍ତୁ ବେଳେବେଳେ ତାହା ଅଧିକ ଗମ୍ଭୀର ହୋଇଯାଏ। ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି।

Google

ଏକ ଦୁର୍ଘଟଣା ଘଟିଛି ୱେଷ୍ଟ ଇଣ୍ଡିଜ ଓ ଶ୍ରୀଲଙ୍କାର ଏକ ମ୍ୟାଚରେ। ଏହି ମ୍ୟାଚରେ ଜଣେ ଯୁବ ଖେଳାଳି ଆହତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଟେଷ୍ଟ ବେଳେ ଆହତ ହେଲେ କ୍ରିକେଟର। ଫିଲ୍ଡିଂ ବେଳେ ମୁଣ୍ଡରେ ବଲ ବାଜି ହେଲେ ଆହତ। ସେ ହେଉଛନ୍ତି ୱେଷ୍ଟଇଣ୍ଡିଜର ଯୁବ କ୍ରିକେଟର ଜେରୋମି ସୋଲୋଜନୋ। ସେ ନିଜର ଡେବ୍ୟୁ ମ୍ୟାଚ ଖେଳୁଥିଲେ। ଫିଲ୍ଡିଂ ସମୟରେ ଏଇପରି ଏକ ଦୁର୍ଘଟଣା ଘଟିଥିଲା। ସେ ସର୍ଟ ଲେଗରେ ଫିଲଡିଂ କରୁଥିବା ସମୟରେ ବଲ ଜୋରରେ ଆସି ଜେରେମୀଙ୍କ ହେଲମେଟରେ ବାଜି ଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।ସୂଚନା ଅନୁସାରେ ସେ ଜଣେ ଭଲ ଖେଳାଳି। ତେବେ ଏହି ଘଟଣା କ୍ରିକେଟ ପ୍ରେମୀ ମାନଙ୍କୁ ଚକିତ କରି ଦେଇଛି।

ତେବେ କ୍ରିକେଟରେ ଏପରି ହେବା କୌଣସି ନୂଆ କଥା ନୁହେଁ। ବହୁତ ଖେଳାଳି କ୍ରିକେଟ ଖେଳିବା ସମୟରେ ଆଘାତ ପାଇଥାନ୍ତି। ତେବେ ତେବେ ମୁଣ୍ଡରେ ବଲ ବାଜିବା ଏକ ଦୁଃଖଦାୟକ ଘଟଣା। ପୁର୍ବରୁ ଅଷ୍ଟ୍ରେଲିଆର କ୍ରିକେଟର ଫିଲିପ ହ୍ୟୁଗସଙ୍କ ମୁଣ୍ଡରେ ବଲ ବାଜିବା କାରଣରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ସେ ଏଥିରେ ନିଜ ପ୍ରାଣ ମଧ୍ୟ ହରାଇ ଥିଲେ। ତେବେ ଆଶା କରୁଛି ଜେରୋମି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *