କିଛି ଦିନ ହେବ ODI କ୍ୟାପଟେନସି ପଦରୁ ବାହାରିବା ପରେ କୋହଲି ପ୍ରେସ କନ୍ଫରେନ୍ସରେ ଯେଉଁ ବୟାନ ଦେଇଥିଲେ ତାହା ପରେ BCCI କୁ ନେଇ ଉଠୁଛି ପ୍ରଶ୍ନ। ଏହା ପ୍ରାୟତଃ ଜଣା ଯାଉଛି କି ଅଫ ଫିଲଡ଼ ଡ୍ରାମା ଗୁରୁତ୍ୱପୂର୍ଣ୍ଣ ଥିବା ଟେଷ୍ଟ ଶୃଙ୍ଖଳା ଉପରେ ଯେମିତି ପ୍ରଭାବ ନ ପକାଉ।

ଟେଷ୍ଟ ସିରିଜ ହେବା ପୂର୍ବରୁ ଭାରତୀୟ ଦଳର ଟେଷ୍ଟ କ୍ୟାପଟେନ ବିରାଟ କୋହଲି ପ୍ରେସ କନ୍ଫରେନ୍ସରେ କିଛି କଥା କହିଥିଲେ। ଟି-୨୦ କ୍ୟାପଟେନସି ନ ଛାଡିବାକୁ ତାଙ୍କୁ କୁହା ଯାଇଥିବା କଥାକୁ ସେ ଖାରଜ କରିଥିଲେ। ସେ କହିଥିଲେ ଟି-୨୦ କ୍ୟାପଟେନସି ନ ଛାଡିବା କଥା ତାଙ୍କୁ କେହି କହିନଥିଲେ ବରଂ ଏହାକୁ ଆକ୍ସେପ୍ଟ କରାଯାଇଥିଲା।
ଏହା ପରେ ସୌରଭ ଗାଙ୍ଗୁଲି ଏହାକୁ ନେଇ ମଧ୍ୟ କିଛି କଥା କହିଥିବାର ଜଣା ଯାଇଥିଲା। ଗାଙ୍ଗୁଲି କହିଥିଲେ ଅତୀତରେ ବି ଏମିତି କିଛି ହୋଇଥିଲା। ପ୍ରାୟତଃ ଏହା ଲାଗୁଛି କି BCCI ଏହାକୁ ନେଇ କିଛି ଅପଡେଟ ଜଣାଇବ। ଗାଙ୍ଗୁଲି ଏହା ବି କହିଥିଲେ କି ସେ କିଛି ବି ସାର୍ବଜନୀନ ବିବୃତ୍ତି ପ୍ରଦାନ କରିବେ ନାହିଁ। ସାମ୍ବାଦିକ ସମ୍ମିଳନୀ ବି ହେବ ନାହିଁ। ଏହାକୁ BCCI ଉପରେ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।