BCCI ଉପରେ ଭଡକିଗଲେ ଚିଫ ସିଲେକ୍ଟର! କଣ କୋହଲିଙ୍କୁ ODI କ୍ୟାପଟେନସି ହଟାଇବା ହେଲା ଠିକ ନିଷ୍ପତ୍ତି?

ତେବେ ଆମେ ସମସ୍ତେ ଏହା ପ୍ରାୟ ଜାଣୁ କି ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆ ଯାଇଛି। ଏହା ସହିତ ତାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ଏହି ଘଟଣା ଜୋର ଧରିଛି। ଏହା ସହିତ ଅନେକ ପୂର୍ବତନ ଖେଳାଳୀ ନିଜର ମତ ରଖିବା ସହିତ ଚୟନ କର୍ତ୍ତାଙ୍କ ଉପରକୁ ଅନେକ ପ୍ରଶ୍ନ କରିଛନ୍ତି।

Google

ପୂର୍ବତନ ଖେଳାଳୀ ମଦନ ଲାଲଙ୍କ କହିବା ଅନୁସାରେ ବିରାଟ କୋହଲି ଭାରତୀୟ ଦଳର ଦିନିକିଆ ଅଧିନାୟକ ଭାବରେ ଅନେକ ଭଲ ପ୍ରଦର୍ଶନ କରି ଆସୁ ଥିଲେ। ଏହା ସହିତ ତାଙ୍କର ନେତୃତ୍ୱରେ ଭାରତୀୟ ଦଳ ଅନେକ ଭଲ ପ୍ରଦର୍ଶନ କରି ଆସୁଛି। ଏହା ସହିତ ସେ ଭାରତୀୟ ଦଳର ଜଣେ ସଫଳ ଦିନିକିଆ ଅଧିନାୟକ ହୋଇ ପାରିଛନ୍ତି।ତେବେ ସେ କିଛି ଦିନ ତଳେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଅର୍ଥାତ ଟି-୨୦ର ଅଧିନାୟକ ପଦ ଛାଡ଼ି ସାରିଛନ୍ତି।ଯାହା ଫଳରେ ଏହାପରେ ସେ କେବଳ ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ କରିବା ସହିତ ଏହା ଉପରେ ଅଧିକ ନଜର ଦେବେ ବୋଲି କହିଥିଲେ।

କିନ୍ତୁ ତାଙ୍କୁ ଏପରି ଭାବରେ ଅଧିନାୟକ ପଦରୁ ହଟାଇବା ଫଳରେ କିଛି ଲୋକ ଏହାର ନିନ୍ଦା କରୁଛନ୍ତି। ଏହା ସହିତ ତାଙ୍କୁ ଭାରତରେ ଆଗାମୀ ୨୦୨୩ ରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଅଧିନାୟକ କରିବାର ଥିଲା ବୋଲି ଅନେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି। ଏହା ସହିତ ସେମାନେ ଚୟନ କର୍ତ୍ତାଙ୍କୁ ଏପରି ସେମାନେ କିପରି କରି ପାରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ସେମାନେ ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି ବୋଲି ଅନେକ ଲୋକ କହିଛନ୍ତି।

Google

ତେବେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆରେ ପ୍ରାୟ ୭୦ ପ୍ରତିଶତ ମ୍ୟାଚ ଜିତିଛି। ଯାହା ପରେ ମଧ୍ୟ ତାଙ୍କୁ ଏପରି ଭାବରେ ଦିନିକିଆ ଅଧିନାୟକ ପଦରୁ ହଟାଇ ଦେବା ଫଳରେ ଅନେକ ଲୋକ ଏହାକୁ ନିନ୍ଦା କରୁଛନ୍ତି। ତେବେ ବିସିସିଆଇ ପକ୍ଷରୁ ଏହା କୁହାଯାଇଥିଲା କି ଏପରି ଆଗରୁ ମଧ୍ୟ ହୋଇ ସାରିଛି। ତେବେ ଏହା ପରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା କି ଧୋନିଙ୍କ ସମୟରେ ମଧ୍ୟ ଏପରି ହୋଇଥିଲା। ତେବେ ବିରାଟ ଏହା ଉପରେ କିପରି ଭାବରେ ନିଜର ପ୍ରତିକ୍ରିୟା ରଖୁଛନ୍ତି ଏହା ଦେଖିବାକୁ ବାକି ରହିଲା। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା କମେଣ୍ଟ ବିଭାଗରେ କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *