ବେନ ଷ୍ଟୋକ୍ସ ଇଂଲଣ୍ଡ ଦଳର ନୂଆ ଟେଷ୍ଟ କ୍ୟାପଟେନ ବନିଛନ୍ତି। ଏହି ଇଂଲଣ୍ଡ ଅଲରାଉଣ୍ଡର ଜୋ ରୁଟଙ୍କ ଜାଗା ନେଇଛନ୍ତି। ପୂର୍ବ ୧୭ ଟେଷ୍ଟରେ ଇଂଲଣ୍ଡ ଦଳ ଗୋଟିଏ ଟେଷ୍ଟ ଜିତିବାରେ ସଫଳ ରହିଛନ୍ତି।

ବେନ ଷ୍ଟୋକ୍ସ ସୁନ୍ଦର ଅଲରାଉଣ୍ଡର ଅଟନ୍ତି। ସେ ବିଶ୍ୱକପରେ ଇଂଲଣ୍ଡ ପାଇଁ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ୭୯ ଟି ଟେଷ୍ଟ ମ୍ୟାଚରେ ୫୦୬୧ ରନ ସଂଗ୍ରହ କରିଛନ୍ତି। IPL ରେକର୍ଡ କଥା ଆଲୋଚନା କରିବା ତ ୪୩ ଟି ମ୍ୟାଚରେ ୯୨୧ ରନ କରିବାରେ ସଫଳ ରହିଛନ୍ତି।
ଅପରପକ୍ଷରେ ସେ ୭୯ ଟି ଟେଷ୍ଟ ମ୍ୟାଚରେ ୧୭୪ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। IPL ରେ ସେ ୪୩ ମ୍ୟାଚରେ ୨୮ ୱିକେଟ ନେଇଛନ୍ତି। ସେ ୨୦୧୯ ବିଶ୍ଵକପରେ ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ତେବେ ରୁଟ ବ୍ୟାଟ୍ସମାନ ହିସାବରେ ତାଙ୍କର ରେକର୍ଡ ଉଚ୍ଚ କୋଟିର ଅଟେ। ତେବେ ତାଙ୍କ ଜାଗାରେ ଏବେ ବେନ ଷ୍ଟୋକସ୍ ନୂଆ କ୍ୟାପଟେନ ହୋଇଛନ୍ତି। ଭାରତ ବିରୁଦ୍ଧରେ ତାଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବାର ଅଛି।
Thanks for all the messages, proud day for me and my family. I love playing cricket for England, see you at Lord’s pic.twitter.com/AvgN4DDLah
— Ben Stokes (@benstokes38) April 28, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।