ବ୍ୟୁରୋ ରିପୋର୍ଟ: IPL ର ପ୍ରଥମ ମ୍ୟାଚ ଚେନ୍ନାଇର କୋଲକତା ସହ ଅଛି। IPL 2022 ର ଆରମ୍ଭ ମାର୍ଚ୍ଚ ୨୬ କୁ ହେବାର ଅଛି। ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଆସିଲା ଖୁସି ଖବର। ଯଦି ଆପଣ ଚେନ୍ନାଇର ଫ୍ୟାନ ତେବେ ଆପଣ ଜାଣିବାକୁ ଚାହିଁବେ କି କଣ ଏହି ଖୁସି ଖବର। ଏହି ପ୍ରଥମ ମ୍ୟାଚ ପୂର୍ବରୁ ଚେନ୍ନାଇକୁ ମିଳିଗଲା ଏକ ବଡ଼ ଖୁସି ଖବର।

ଖୁସି ଖବର ଏହା କି ଏହି ଟିମର ଜଣେ ଭଲ ଖେଳାଳି ପୁଣି ଫେରିପାରନ୍ତି। ସେ ଖେଳାଳି ଆଉ କେହି ନୁହେଁ ସେ ଦୀପକ ଚହର। ପ୍ରଥମେ ଏମିତି କହୁଥିଲେ କି ସେ ଆଇପିଏଲ ପୂର୍ବରୁ ଫିଟ ହୋଇ ପାରିବେ ନାହିଁ। କିନ୍ତୁ ସେ ନିଜ ଫିଟନେସକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ଚେନ୍ନାଇ ସୁପର କିଙ୍ଗର ଫ୍ୟାନସ୍ ମାନେ ପ୍ରାୟ ବହୁତ ଖୁସି ହୋଇଯାଇଥିବେ।
ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ୨୬ ମାର୍ଚ୍ଚ ଚେନ୍ନାଇ ଓ କୋଲକାତା ମଧ୍ୟରେ ହେବାର ଅଛି। ଧୋନୀଙ୍କ ଟିମକୁ ଖେଳ ଆରମ୍ଭ ହେବା ପୁର୍ବରୁ ଖେଳାଳି ଅସୁସ୍ଥ ହୋଇ ପଡିଛନ୍ତି। ସେଥିରେ ଅଛନ୍ତି ଦୀପକ ଚହର। ଦୀପକଙ୍କ ବାହାରିବା ଚେନ୍ନାଇ ପାଇଁ ଏକ ବଡ଼ ଝଟକା ହୋଇଲାରେ। କିନ୍ତୁ ତାଙ୍କ ଫିଟନେସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।
All we wanted to👂from Cherry! 😍#WhistlePodu #Yellove 🦁💛 @deepak_chahar9 pic.twitter.com/gkFQH9u2z3
— Chennai Super Kings (@ChennaiIPL) March 21, 2022
ଏହା ସହ ସେ କହିଛନ୍ତି ସେ କେବେ ମଇଦାନକୁ ଆସିବେ।ସେ ଏବେ ବାଙ୍ଗାଲୋରରେ ଅଛନ୍ତି ଓ ନିଜ ଫିଟନେସର ଧ୍ୟାନ ରଖୁଛନ୍ତି। ଚେନ୍ନାଇ ଏକ ଭିଡିଓ ସେୟାର କରିଛି କି ଯେଉଁଥିରେ ଦୀପକ ଚହର ଓ ଋତୁରାଜ ଗାଇକୱାଡ ଦେଖା ଯାଉଛନ୍ତି। ଏହା ସିଏସକେର ପ୍ରକ୍ଟିସ ମ୍ୟାଚର ଏକ ଭିଡିଓ।ସେଥିରେ ଦୁଇ ଜଣ ଖେଳାଳି ନିଜ ନିଜ ଭିତରେ କଥା ହେଉଛନ୍ତି। ପ୍ରଥମେ ଦୁଇଜଣ ହିନ୍ଦୀରେ କଥା ହେଉଛନ୍ତି।ଏହା ପରେ ଦୀପକ ଚହରଙ୍କ କହିବା ପରେ ସେମାନେ ଇଂଲିଶରେ କଥା ହେଲେ।
ସେଥିରେ ଋତୁରାଜ ଦୀପକଙ୍କ ପଚାରିଲେ କି ବାଙ୍ଗାଲୋରରେ ଆପଣ କେମିତି ଅଛନ୍ତି। ଉତ୍ତରରେ ଦୀପକ ଚହର କହିଲେ କି ମୁଁ ବଢିଆ ଅଛି। ଆଉ ଏଠାରେ ବର୍ଷା ହେଉଛି। ଏହା ପରେ ଋତୁରାଜ କହିଲେ କି ସେମାନେ ଚାହୁଁଛନ୍ତି କି ଆପଣ ଏଠାରେ ରୁହନ୍ତୁ। ଏହା ପରେ ଦୀପକ ଚହର କହୁଛନ୍ତି କି ଆଶା କରୁଛି ଏମିତି ହିଁ ହେବ। ଆଉ ଆଗକୁ ଆସୁଥିବା କିଛି ଦିନ ମଧ୍ୟରେ ଜଲଦି ଦେଖା ହେବ। ଦୀପକ ଚହର ଟି-୨୦ ମ୍ୟାଚରେ ଆହାତ ହୋଇଥିଲେ।

ଏଥି ପାଇଁ ସେ ଶ୍ରୀଲଙ୍କା ସହ ଥିବା ମ୍ୟାଚରୁ ବାହାର ହୋଇଯାଇଥିଲେ। ଦୀପକ ଜଣେ ବହୁତ ଭଲ ବଲିଂ ଅଲରାଉଣ୍ଡର। ତାଙ୍କୁ କିଣିବା ପାଇଁ ହାଇଦ୍ରାବାଦ ଓ ଦିଲ୍ଲୀ ପୁରା ଜୋର ଲଗାଇ ଦେଇଥିଲେ। କିନ୍ତୁ ଶେଷରେ ଚେନ୍ନାଇ ତାଙ୍କୁ କିଣିଥିଲେ। ଚେନ୍ନାଇ ଟିମ ଫିଟନେସ ମ୍ୟାନେଜମେଣ୍ଟ ତାଙ୍କ ଉପରେ ପ୍ରାୟ ନଜର ରଖିଛି।
Vanakkam da maapla ft. Cherry and Rutu! #Yellove #WhistlePodu 🦁💛 @Ruutu1331 @deepak_chahar9 pic.twitter.com/M3fX1hcVmI
— Chennai Super Kings (@ChennaiIPL) March 21, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।