ବ୍ୟୁରୋ ରିପୋର୍ଟ: ବିରେନ୍ଦ୍ର ସେହ୍ୱାଗ ଯିଏ କି ପୂର୍ବ ଭାରତୀୟ ଓପ୍ନର ସେ କହିଛନ୍ତି କି ଜାଡେଜାଙ୍କୁ ଅଧିନାୟକ କରିବା ଥିଲା ଚେନ୍ନାଇର ଭୂଲ ନିର୍ଣ୍ଣୟ। CSK ଏହି IPL ର ପଏଂଟସ ଟେବୁଲରେ ନମ୍ବର ୯ ରେ ଅଛି। ୮ଟି ମ୍ୟାଚରୁ ୨ଟି ମ୍ୟାଚ ଜିତିବା ପରେ ଧୋନି କ୍ୟାପଟେନ ହୋଇଥିଲେ।

ସିଜିନ ଆରମ୍ଭରୁ ଏହା ଭୁଲ ଫଇସଲା ଥିଲା କି ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାପଟେନ କରିବା। ବୁଧବାର ଦିନ CSK ବାଙ୍ଗାଲୋର ଠୁ ହାରିଥିଲା।
ତେବେ ଚେନ୍ନାଇ ପକ୍ଷରୁ ଋତୁରାଜ ପ୍ରଥମ କେତେକ ମ୍ୟାଚରେ ଫର୍ମରେ ନଥିଲେ ଯେବେକି ଦୀପକ ଚାହାର ଏହି IPL ରୁ ବାହାରି ଯାଇଥିଲେ। ଧୋନି ମୁମ୍ବାଇ ବିପକ୍ଷରେ ଶେଷ ଓଭରରେ ସୁନ୍ଦର ବ୍ୟାଟିଂ କରି ଦଳକୁ ଜିତାଇଥିଲେ। ଚେନ୍ନାଇ ମେଗା ଅକ୍ସନ ପୂର୍ବରୁ ଜାଡେଜା, ଧୋନି, ମୋଇନ ଅଲ୍ଲୀ ଏବଂ ଋତୁରାଜ ଗାଏକୱାଡ଼ଙ୍କୁ ରିଟେନ କରିଥିଲା। IPL ରେ ୪ ଥର ଚମ୍ପିୟନ ହୋଇଛି ଚେନ୍ନାଇ।

ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ସେହ୍ୱାଗ କହିଥିଲେ କି ଧୋନି ଯଦି ସିଜିନ ଆରମ୍ଭରୁ କ୍ୟାପଟେନ ହୋଇଥାନ୍ତେ ତେବେ ଇତିହାସ ଅଲଗା କିଛି ହୋଇଥାନ୍ତା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।