CSK ଆଉ ଗୋଟେ ମ୍ୟାଚ ହାରିବା କ୍ଷଣି ହୋଇଯିବ ବାହାର! ପୂର୍ଵ କ୍ରିକେଟରଙ୍କ ଦେଲେ ମତ!

ବ୍ୟୁରୋ ରିପୋର୍ଟ: ଭାରତର ପୂର୍ଵ କ୍ରିକେଟର ଆରପି ସିଂଙ୍କ ମାନିବା ଅଟେକି ସିଏସକେ ଆଇପିଏଲ ୨୦୨୨ରେ ଆଉ ଗୋଟେ ମ୍ୟାଚ ହାରିଗଲେ ପ୍ଲେ ଅଫରେ ଜାଗା ପାଇବା ପାଇଁ ଅସଫଳ ହୋଇପାରେ। ତାଙ୍କ ଅନୁସାରେ ଆଇପିଏଲ ୨୦୨୨ରେ ସିଏସକେର ସେହି ବିଜୟ ରୂପ ନଜର ଆସିନାହିଁ ଯାହା ପାଇଁ ସେ ଜଣାଯାଇଥାଏ। ସିଏସକେ ଏହି ଆଇପିଏଲରେ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛି ଓ ସବୁ ଯାକ ମ୍ୟାଚ ହାରିଛି। ତିନୋଟି ମ୍ୟାଚ ପରେ ସିଏସକେ ଉପରେ ପ୍ଲେ ଅଫରୁ ଜଲ୍ଦି ବାହାର ହେବାର ବିପଦ ଦେଖାଯାଉଛି।

Google

ଲମ୍ବା ସମୟ ପରେ ସିଏସକେ ଟିମରେ କିଛି ପରିବର୍ତ୍ତନ କରାଯାଇଛି। ଅଧିନାୟକଙ୍କ ଚେଞ୍ଜ ହେବା ସହିତ ଟିମରେ କିଛି ନୂଆ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ଲଗାତର ୧୨ ସିଜନ ଚେନ୍ନାଇର ଅଧିନାୟକତ୍ୱ କରିବା ପରେ ସେହି ସିଜନରେ ଛାଡିଦେଇଛନ୍ତି ଓ ନୂତନ ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କୁ କରାଯାଇଛି। କିନ୍ତୁ ଜାଡେଜା ନିଜ ଟିମ ପାଇଁ ଲକି ସାବ୍ୟସ୍ତ ହୋଇନାହାଁନ୍ତି।

ଟପ ୪ରେ ପହଁଚିବା କଷ୍ଟକର:

କ୍ରିକବଜ ସହିତ କଥାବାର୍ତ୍ତା ସମୟରେ ଟିମ ଇଣ୍ଡିଆର ପୂର୍ଵ ପ୍ରେସର ବୋଲେ ଆରପି ସିଂହ କହିଛନ୍ତି,”ଲଗାତର ତିନୋଟି ମ୍ୟାଚ ହାରିବା ଏହା ଦର୍ଶାଉଛିଲି ଏବେ ସିଏସକେ ପାଇଁ କଠିନ ସମୟ। ଯଦି ଟିମ ଏବେ ଆଉ ଏକ ମ୍ୟାଚ ହାରିଯିବ ଯେବେ ଟିମ ଶୀର୍ଷ ୪ ରେ ଜାଗା ପାଇବା କଷ୍ଟକର ହୋଇଯିବ। ସେବେ ଖରାପ ରନରେଟ ମଧ୍ୟ ଅସୁବିଧାରେ ପକାଇବ ଏବେ ଆହୁରି ଅନେକ ମ୍ୟାଚ ବାକି ଅଛି”।

Google

ଆରପି ସିଂହ ଆଗକୁ କହିଛନ୍ତି,”ଆଇପିଏଲରେ ୧୦ ଟି ଟିମ ହୋଇଯାଇଥିବାରୁ ଆପଣ ଏହା ମଧ୍ୟ ଜାଣିନାହାଁନ୍ତିକି ଗଣତି କିପରି ହେବ,ପ୍ଲେଅଫରେ ପହଁଚିବା ପାଇଁ ଟିମଙ୍କୁ କେତେ ଅଙ୍କର ଆବଶ୍ୟକତା ରହିଛି। ଆମେ ଏବେ ପର୍ଯ୍ୟନ୍ତ ସେହି ସିଏସକୁନାହୁଁ ଯିଏ ଜିତିବା ପାଇଁ ଜଣାଯାଇଥାଏ। ଗୋଟେ ପାର୍ଟନରସିପକୁ ଛାଡିଦେଲେ ଟିମର ଟପ ଅର୍ଡର ନା ମିଡ଼ିଲ ଅର୍ଡର ସବୁଠୁ ଅଧିକ ନିରାଶ କରିଛନ୍ତି”।ତାଙ୍କ ଅନୁସାରେ ସିଏସକେ ଉପରେ ଏହି ସିଜନରେ ଜଲ୍ଦି ପ୍ଲେଅଫରୁ ବାହାର ହେବାର ବିପଦ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.