CSK ଦଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ଏହି ଓଡ଼ିଆ ଖେଳାଳି। ଅଛି ସୁନ୍ଦର ରେକର୍ଡ। ବିଜୟ ହଜାର ଟ୍ରଫି କଥା କହିବା ତ ଏଥିରେ ସେ ଓଡ଼ିଶାର କ୍ୟାପଟେନ ଅଟନ୍ତି। ବିଶେଷ ରିପୋର୍ଟରୁ ଯାହା ଜଣା ଯାଉଛି ତାଙ୍କୁ CSK ପକ୍ଷରୁ ଖେଳିବାର ମୌକା ଆସିଛି। ଓଡ଼ିଆ କ୍ରିକେଟ ଆସୋସିଏସନ ଏହାକୁ ନେଇ ଟ୍ୱିଟ ରିଲିଜ କରି ତଥ୍ୟ ପ୍ରଦାନ କରିଛି ବୋଲି ଜଣା ଯାଇଛି।

କହିରଖିବୁ କି OCA ପକ୍ଷରୁ ଏହା କୁହାଯାଇଛି କି ବିଜୟ ହଜାର ଟ୍ରଫିରେ ଖେଳୁଥିବା ଶୁଭ୍ରାଂଶୁଙ୍କୁ CSK ପକ୍ଷରୁ ଡାକରା ଆସିଛି। ପ୍ରାୟ ଆପଣ ମାନେ ଏହା ତ ଜାଣିଥିଲେ ଚେନ୍ନାଇ ସୁପର କିଙ୍ଗସ (CSK) ଆଇପିଏଲରେ ସଫଳ ଟିମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଏହାର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅଟନ୍ତି।
ଯାହା ରିପୋର୍ଟରୁ ଜଣା ଯାଇଛି କି ବିଜୟ ହଜାର ଟ୍ରଫିରେ ଶୁଭ୍ରାଂଶୁଙ୍କ ଖେଳ ଟିମକୁ ପସନ୍ଦ ଆସିଛି। ତେବେ ଆଗକୁ ଏହି ଖେଳାଳି IPL ରେ ଖେଳିବାର ନଜର ଆସିପାରନ୍ତି। କହିରଖିବୁ ହିମାଚଳ ପ୍ରଦେଶ ବିରୁଦ୍ଧରେ ସେ ଧମାକାଦାର ୫୭ ବଲରେ ୮୧ କରିଥିଲେ।
Captain of the Odisha Senior Men team – Subhranshu Senapati called for trials by the champion side Chennai Super Kings for IPL 2022. @BCCI @BCCIdomestic @cricket_odisha @WasimJaffer14 @ChennaiIPL @CSKFansOfficial @IPL pic.twitter.com/KJ2X7a0UQ9
— Odisha Cricket Association (@cricket_odisha) December 18, 2021
ବିଦର୍ଭ ବିପକ୍ଷରେ ମଧ୍ୟ ୭୧ ରନର ସୁନ୍ଦର ପାରି ଖେଳି ଦଳକୁ ବିଜୟ ଦେବାର ଭୂମିକା ଗ୍ରହଣ କରିଥିଲେ। କହିରଖିବୁ ଏତିକି ହିଁ ନୁହେଁ ଆନ୍ଧ୍ର ବିରୁଦ୍ଧରେ ଶତକ ଲଗାଇଥିଲେ। ଯାହା ଜଣା ପଡୁଛି ତାଙ୍କୁ ଟ୍ରାଏଲ ପାଇଁ CSK ପକ୍ଷରୁ ଡାକରା ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।