ଆମ୍ବାତି ରାଇଡୁ ପୁଣିଥରେ ଚେନ୍ନାଇ ସୁପର କିଙ୍ଗସ (CSK) ପକ୍ଷରୁ ଖେଳିବେ!

ତେବେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ଅମ୍ବତି ରାୟୁଡୂଙ୍କୁ ପ୍ରାୟ ଆମେ ସମସ୍ତେ ଭଲ ଭାବରେ ଜାଣୁ। ସେ ଜଣେ ବହୁତ ଭଲ ଖେଳାଳି ଅଟନ୍ତି। ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳି ସେ ଅନେକ ଭଲ ପ୍ରଦର୍ଶନ କରି ସାରିଛନ୍ତି। ଏହା ସହିତ ତାଙ୍କର ଖେଳ ପାଇଁ ସେ ଅନେକ ସୁନାମ ମଧ୍ୟ ପାଇ ପାରିଛନ୍ତି। ତେବେ ଆଇପିଏଲର ୧୫ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ଏହି ସଂସ୍କରଣରେ ମେଗା ଅକ୍ସନ ମଧ୍ୟ ହେବାକୁ ଯାଉଛି।ଯାହା ଫଳରେ ଅମ୍ବତି ରାୟୁଡୂଙ୍କ ପୂର୍ବତନ ଦଳ ଚେନ୍ନାଇ ତାଙ୍କୁ ନିଜର ଦଳରୁ ଛାଡ଼ି ଦେଇଛି।

Google

ତେବେ ସେ ନିଜର ଏକ ପ୍ରତିକ୍ରିୟା ରଖି କହିଛନ୍ତି କି ସେ ତାଙ୍କର ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ଧୋନିଙ୍କ ନେତୃତ୍ୱରେ ଖେଳି ଚେନ୍ନାଇ ଦଳ ପାଇଁ କରି ପାରିଛନ୍ତି।ଏହା ସହିତ ସେ ଏହି ଦଳ ପାଇଁ ପୁଣି ଆଗାମୀ ସଂସ୍କରଣରେ ଖେଳିବା ପାଇଁ ମଧ୍ୟ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ଏହା ସହିତ ସେ ଏହି ଦଳ ପକ୍ଷରୁ ଅନେକ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।ଏହା ସହିତ ଏହି ଦଳ ସହିତ ସେ ବହୁତ ଭଲ ଭାବରେ ମଧ୍ୟ ଜଡ଼ିତ ହୋଇ ରହିଥିଲେ। ତେବେ ତାଙ୍କୁ ପୁଣି ଥରେ ଚେନ୍ନାଇ ନିଜର ଦଳରେ ସାମିଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଏହା ସହିତ ଏହି ଦଳ ପାଇଁ ଖେଳିବା ପାଇଁ ମଧ୍ୟ ସେ ଅପେକ୍ଷା କରିଛନ୍ତି ବୋଲି କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *