KKR vs CSK: ଆଜି ଠୁ ଆରମ୍ଭ IPL ଧମାକା! ଜାରି ହେଲା ଦୁଇ ଦଳର ସମ୍ଭାବ୍ୟ ଏକାଦଶ!

IPL 2022 ର ଆରମ୍ଭ ଆଜି ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ପୂର୍ବ ବର୍ଷର ଫାଇନାଲିଷ୍ଟ CSK ଏବଂ KKR ଭିତରେ ହେବ। ଦୁଇ ଦଳ ମଝଭୁତ ଅଛନ୍ତି। KKR ର ନୂଆ କ୍ୟାପଟେନ ହୋଇଛନ୍ତି ଶ୍ରେୟସ ଅୟର। ଅନ୍ୟପକ୍ଷରେ CSK ର ବି ନୂଆ କ୍ୟାପଟେନ ହୋଇଛନ୍ତି ରବୀନ୍ଦ୍ର ଜାଡେଜା। IPL ଇତିହାସରେ ଧୋନି ସଫଳତମ ଅଧିନାୟକ ଭିତରୁ ଜଣେ ଅଟନ୍ତି। ଧୋନି ନିଜ କ୍ୟାପଟେନସି ୪ ଥର IPL ଟ୍ରଫି ଜିତିଛନ୍ତି।

Google

ତେବେ ଆଜିର ମ୍ୟାଚ ରୋମାଂଚକର ହୋଇପାରେ। ତେବେ ମ୍ୟାଚ ପୂର୍ବରୁ ତଳେ ଜାରି ହୋଇଛି ସମ୍ଭାବ୍ୟ ଚୂଡାନ୍ତ ଏକାଦଶ।

KKR ର ସମ୍ଭାବ୍ୟ ଏକାଦଶ: ଭେଙ୍କଟେସ୍ ଅୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଅୟର , ନୀତିଶ ରାଣା, ସାମ ବିଲିଙ୍ଗସ, ଆନ୍ଦ୍ର ରସେଲ, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ, ଉମେଶ ଯାଦବ, ଟିମ ସାଉଦି, ଶିଭମ ମାଭି।

CSK ର ସମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକୱାଡ଼, ଡେଭନ କନୱେ, ରବିନ ଉଥାପା, ଅମ୍ବତି ରାୟୁଡୁ, ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଏମ ଏସ ଧୋନି, ରାଜବରଧନ ହେଙ୍ଗରେକର, କ୍ରିସ୍ ଜୋର୍ଡନ, ଡିଜେ ବ୍ରାଭୋ, କେ ଏମ ଆସିଫ/ ଆଡ଼ମ ମିଲନେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *