CSK vs PBKS: ୩ୟ ବିଜୟ ଲକ୍ଷ୍ୟରେ ଖେଳିବ ଚେନ୍ନାଇ! ମୟଙ୍କ ନା ଜାଡେଜା? କିଏ ଜିତିବ? ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ!

ବ୍ୟୁରୋ ରିପୋର୍ଟ: ତେବେ ଆଇପିଏଲ ୨୦୨୨ର ୩୮ତମ ମ୍ୟାଚ ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳା ଯିବାର ଅଛି ଏହା ସହିତ ଏହି ବର୍ଷ ଚେନ୍ନାଇ ପାଇଁ କିଛି ଅଧିକ ଭଲ ଏହି ସିଜିନ ରହି ନାହିଁ। ଏହା ସହିତ ଏହା ପରେ ମଧ୍ୟ ଚେନ୍ନାଇ ଦଳ ନିଜର ସମସ୍ତ ପ୍ରଦର୍ଶନ କରିବା ସହିତ ଭଲ କରିବା ପାଇଁ ପ୍ରୟାସ କରୁଛି। ତେବେ ଆମେ ବର୍ତ୍ତମାନ ଏହି ଆଇପିଏଲ ୨୦୨୨ର ୩୮ ତମ ମ୍ୟାଚରେ କେଉଁ କେଉଁ ଖେଳାଳି ଖେଳିବା ପାଇଁ ଯାଉଛନ୍ତି ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା ଏହା ସହିତ ଏହି ଖେଳ ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

Google

ତେବେ ଏହି ମ୍ୟାଚ ୨୫ ଏପ୍ରିଲ ସନ୍ଧ୍ୟା ୭.୩୦ ସମୟରେ ଖେଳା ଯିବାର ୱାଛି। ଏହା ସହିତ ଏହି ମ୍ୟାଚ ମୁମ୍ବାଇ ସହରର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବାକୁ ଯାଉଛି ତେବେ ଉଭୟ ଦଳ ନିଜର ଶ୍ରେଷ୍ଠ ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ନେଇ ଏହି ମ୍ୟାଚ ଖେଳିବାକୁ ଯାଉ ଅଛନ୍ତି। ତେବେ ଆମେ ବର୍ତ୍ତମାନ କେଉଁ କେଉଁ ଖେଳାଳି ଏହି ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ପଞ୍ଜାବର ସମ୍ଭାବ୍ୟ ଦଳ: ଶିଖର ଧୱନ,ମୟଙ୍କ ଅଗ୍ରୱାଲ,ଲିୟମ ଲିଭିଙ୍ଗଷ୍ଟୋନ, ଭାନୁକା ରାଜପକ୍ଷ,ସାହରୁଖ ଖାନ,ଜିତେଶ ଶର୍ମା,ନଥାନ ଏଲିସ,ହରପ୍ରିତ ବ୍ରାର,ଅର୍ଷଦିପ ସିଂ, କାଗିଶୋ ରାବାଡ଼ା,ରାହୁଲ ଚହର।

Google

ତେବେ ଏହି ଖେଳାଳି ଆଗାମୀ ମ୍ୟାଚରେ ଚେନ୍ନାଇ ବିପକ୍ଷରେ ଖେଳିବା ପାଇଁ ଯାଇପାରନ୍ତି। ଏହା ସହିତ ସେମାନେ ବିଜୟ ହାସଲ କରିବା ପାଇଁ ସମସ୍ତ ପ୍ରୟାସ କରିପାରନ୍ତି। ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ ଅଟେ।

ଚେନ୍ନାଇର ସମ୍ଭାବ୍ୟ ଦଳ: ଋତୁରାଜ ଗାୟକୱାଡ,ଅମ୍ବତି ରାୟୁଡୁ, ମିଚେଲ ସାଣ୍ଟନର,ରବୀନ୍ଦ୍ର ଜାଡେଜା, ସିବମ ଦୁବେ,ରବିନ ଉଥାପା,ଧୋନି,ବ୍ରାଭୋ, ପିଟେରିୟସ,ମୁକେଶ ଚୌଧୁରୀ,ତିଖସନା।

Google

ତେବେ ଚେନ୍ନାଇ ପଟୁ ଧୋନି ସୁନ୍ଦର ଫର୍ମରେ ଅଛନ୍ତି। ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ଶେଷ ଓଭରରେ ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ଯାହା ଫଳରେ ଚେନ୍ନାଇ ମୁମ୍ବାଇକି ସେହି ମ୍ୟାଚରେ ହରାଇଥିଲା।  ତେବେ ଏହି ସମସ୍ତ ଖେଳାଳି ଆଗାମୀ ମ୍ୟାଚରେ ଖେଳିବା ପାଇଁ ଯାଉଛନ୍ତି। ଏହା ସହିତ ଏହି ଦଳ ଏହି ମ୍ୟାଚରେ ବିଜୟ ଲାଭ କରିବା ପାଇଁ ସମସ୍ତ ପ୍ରୟାସ କରିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଦେଖିବା ପାଇଁ ନିଶ୍ଚୟ ଭାବରେ ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *