IND vs SA: ଭାରତକୁ ଚେତାବନୀ ଦେଲେ ସାଉଥ୍ ଆଫ୍ରିକା ଅଧିନାୟକ ଡିନ ଏଲଗର ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ବ୍ୟୁରୋ ନ୍ୟୁଜ: ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗର ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକଙ୍କର ଅଚାନକ ଟେଷ୍ଟରୁ ସନ୍ୟାସ ନେବା ଦ୍ଵାରା ଆଶ୍ଚର୍ଯ୍ୟ ଅଛନ୍ତି। ଏହା ପରେ ମଧ୍ୟ ଦକ୍ଷିଣ ଆଫ୍ରିକାର ଅଧିନାୟକଙ୍କୁ ବିଶ୍ୱାସ ଅଛିକି ତାଙ୍କ ଟିମ ଏହା ପରେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ବରାବରି କରିବାକୁ ଚେଷ୍ଟା କରିବ। ଡି କକ ଭାରତ ବିରୁଦ୍ଧରେ ପ୍ରଥମ ଟେଷ୍ଟ ପରେ ଟେଷ୍ଟରୁ ଅବସର ନେଇଛନ୍ତି। ଦକ୍ଷିଣ ଆଫ୍ରିକାକୁ ସେଂଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

Google

ଡିନ ଏଲଗର କହିଛନ୍ତି,”ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କିନ୍ତୁ ଯେବେ ସେ ମତେ ତାଙ୍କ ପରିବାର ବିଷୟରେ କହିଲେ ମୁଁ ମଧ୍ୟ ତାଙ୍କ ଫଇସଲାର ସମ୍ମାନ କରୁଛି”। ଯେବେ ଏଲଗରଙ୍କୁ ପଚରାଗଲା କଣ ତାଙ୍କ ଅବସର ଦ୍ଵାରା ଅନ୍ୟ ଖେଳାଳି ପ୍ରଭାବିତ ହେବେ ଏଲଗର କହିଛନ୍ତି,”ମତେ ଲାଗୁନାହିଁକି ତାଙ୍କ ଅବସର ଦ୍ଵାରା ଟିମର ଅନ୍ୟ ଖେଳାଳି ପ୍ରଭାବିତ ହେବେ। ଆମେ ଏବେ ଗୋଟେ ସିରିଜ ମଝିରେ ଅଛୁ ତେଣୁ ମତେ ଲାଗୁ ନାହିଁକି ଡିକକଙ୍କ ଅବସରରେ ଆମ ଉପରେ କୌଣସି ପ୍ରଭାବ ପଡିବ”।

ଡିନ କହିଛନ୍ତି,”ଖେଳାଳି ପରିସ୍ଥିତିର ସମ୍ମାନ କରିଥାନ୍ତି। ଆମେ ବୁଝିଛୁ କି ଆମକୁ ପୂର୍ବରୁ ଝଟକା ଲାଗିଛି ଓ ଆମେ ସ୍ପଷ୍ଟ ରୂପରେ ଏହା ବିଷୟରେ ବୁଝିଛୁ। ଆମକୁ ଏହା ମଧ୍ୟରୁ ବାହାରିବାର ଅଛି ମତେ ଲାଗୁନାହିଁ କି ଖେଳାଳି ଏବେ ସେହି ଅବସରରେ ଦୁଃଖରେ ଅଛନ୍ତି”।

Google

ଏହା ପଚରାଯିବା ଦ୍ଵାରା କି କଣ ଏହା ଟେଷ୍ଟ କ୍ରିକେଟ ପାଇଁ କ ଭୁଲ ପରିଣାମ ଆଣିବ,ଯାହା ଦ୍ୱାରା ଖେଳାଳି ସୀମିତ ଓଭରରେ ମିଳୁଥିବା ଅଧିକ ଧନ ପାଇଁ ଟେଷ୍ଟ କ୍ରିକେଟକୁ ଛାଡିଦେବେ। ଏଲଗର କହିଛନ୍ତି,”ମତେ ଲାଗୁନାହିଁ କି ଏହି ଫଇସଲା ଦ୍ଵାରା ଆଗକୁ ଖେଳାଳି ଏହା ଦ୍ଵାରା ପ୍ରଭାବିତ ହେବେ। ଅବସର ନେବା ପାଇଁ ତାଙ୍କ ପାଖରେ କାରଣ ଥିଲା। ଆମେ ଏହାର ସମ୍ମାନ କରୁଛୁ। ଆମେ ଏହାକୁ ଛାଡି ଆଗକୁ ବଢିବୁ”।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *