ଦିଲ୍ଲୀକୁ ଲାଗିଲା ଜୋରସୋର ଝଟକା! ବିଶ୍ୱକପ ବିଜୟୀ ଓପ୍ନର ପାକିସ୍ତାନରେ ଆହତ! କଣ ଖେଳିବେନି IPL?

ବ୍ୟୁରୋ ରିପୋର୍ଟ: IPL 2022 ର ଆରମ୍ଭ ଦିଲ୍ଲୀ ବିଜୟ ସହ ଆରମ୍ଭ କରିଛି। ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ ୪ ୱିକେଟରେ ହରାଇ ନିଜର IPL 2022 ର ପ୍ରଥମ ବିଜୟ ହାସଲ କରିଥିଲା । ଗୁଜୁରାଟ ଟାଇଟନ୍ସକୁ ପରବର୍ତ୍ତୀ ମ୍ୟାଚରେ ଭେଟିବ ଦିଲ୍ଲୀ। ଏହା ପୂର୍ବରୁ ଦିଲ୍ଲୀକୁ ଲାଗିଛି ବଡ଼ ଝଟକା। ବିଶ୍ୱକପରେ ବିଜୟୀ ପାରି ଖେଳିଥିବା ଅଲରାଉଣ୍ଡର ମିଚେଲ ମାର୍ସ ଆହତ ହୋଇଯାଇଛନ୍ତି। IPL ଖେଳିବା ନେଇ ସନ୍ଦେହ ଉପୁଜିଛି।

ଅଷ୍ଟ୍ରେଲିଆ ପାକିସ୍ତାନ ଗ୍ରସ୍ତରେ ଥିଲା। ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜ ଖେଳାଯିବାର ଅଛି। ମାର୍ସଙ୍କୁ ସେହି ଦଳରେ ଚୟନ କରାଯାଇଥିଲା। ଏହି ସିରିଜ ପୂର୍ବରୁ ସେ ଆହତ ହେବା ପାଇଁ ବାଦ ପଡିଛନ୍ତି। IPL ଖେଳିବା ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।

Google

୬.୫ କୋଟି ଟଙ୍କାରେ ଦିଲ୍ଲୀ ମାର୍ସଙ୍କୁ ଦଳରେ ସାମିଲ କରିଥିଲା। ଦଳର କ୍ୟାପଟେନ ଋଷଭ ପନ୍ତ ଅଟନ୍ତି। ସେ ପାକିସ୍ତାନ ସହ ଖେଳ ପରେ ପ୍ରାୟ ଦିଲ୍ଲୀ ଟିମରେ ଯୋଗ ଦେଇଥାନ୍ତେ ହେଲେ ସେ ଆହତ ହେବା ପରେ IPL ଖେଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.