ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ଗ୍ରସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଦଳର କ୍ୟାପଟେନ ବନିଛନ୍ତି ଶିଖର ଧାୱନ। ତେବେ ଭାଇସ କ୍ୟାପଟେନ ବନିଛନ୍ତି ରବୀନ୍ଦ୍ର ଜାଡେଜା। ତେବେ ୱେଷ୍ଟ ଇଣ୍ଡିଜ ଗ୍ରସ୍ତ ଭାରତ ଇଂଲଣ୍ଡ ବିପକ୍ଷରେ ଥିବା ସିରିଜ ପରେ କରିବ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ତେବେ ଏହି ଦୁଇ ଦଳ ଭିତରେ ୫ଟି T-20 ମୁକାବିଲା ଏବଂ ୩ଟି ODI ମୁକାବିଲା ହେବାର ଅଛି। ହେଲେ ଟି-୨୦ ସିରିଜ ପାଇଁ ଘୋଷଣା ହୋଇନି ଦଳ।
ବୁଧବାର ଦିନ BCCI ଘୋଷଣା କରିଛି ଦଳ। ଏହି ଗ୍ରସ୍ତରେ ଯଶପ୍ରୀତ ବୁମରା, ବିରାଟ କୋହଲି, ରୋହିତ ଶର୍ମା, କେ ଏଲ ରାହୁଲ, ଋଷଭ ପନ୍ତ ଙ୍କୁ ଆରାମ ଦିଆଯାଇଛି।
#TeamIndia ODI squad:
Shikhar Dhawan (C), Ravindra Jadeja (VC), Ruturaj Gaikwad, Shubman Gill, Deepak Hooda, Suryakumar Yadav, Shreyas Iyer, Ishan Kishan (WK), Sanju Samson (WK), Shardul Thakur, Yuzvendra Chahal, Axar Patel, Avesh Khan, Prasidh Krishna, Mohd Siraj, Arshdeep Singh— BCCI (@BCCI) July 6, 2022
ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ସିରିଜ ନିମନ୍ତେ ଭାରତୀୟ ଦଳ: ଶିଖର ଧାୱନ (କ୍ୟାପଟେନ), ରବୀନ୍ଦ୍ର ଜାଡେଜା (ଭାଇସ କ୍ୟାପଟେନ), ଦୀପକ ହୁଡ୍ଡା, ସୁଭମନ ଗିଲ, ସୂର୍ଯ୍ୟ କୁମାର ଯାଦବ, ଋତୁରାଜ ଗାଏକୱାଡ଼, ଇଶାନ କିଷାନ, ଶ୍ରେୟସ ଅୟର, ସଂଜୁ ସାମସନ ,ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚାହଲ, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ,ଅକ୍ସର ପଟେଲ, ଅର୍ସଦୀପ ସିଂ, ମହମ୍ମଦ ସିରାଜ।
ଭାରତ ଏବଂ ୱେଷ୍ଟ ଇଣ୍ଡିଜ ଗ୍ରସ୍ତ:
1st ODI: ୨୨ ଜୁଲାଇ, 2nd ODI: ୨୪ ଜୁଲାଇ, 3rd ODI: ୨୭ ଜୁଲାଇ।

ତେବେ ଟି-୨୦ ମ୍ୟାଚ କଥା ଆଲୋଚନା କରିବା ତ ପ୍ରଥମ, ଦ୍ୱିତୀୟ, ୩ୟ, ଚତୁର୍ଥ, ପଞ୍ଚମ ଟି-୨୦ ଯଥାକ୍ରମେ ଜୁଲାଇ ୨୯, ଅଗଷ୍ଟ ୧, ଅଗଷ୍ଟ ୨, ଅଗଷ୍ଟ ୬, ଅଗଷ୍ଟ ୭ ରେ ହେବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।