ଦଳକୁ ଫେରିଲେ ଶିଖର ଧୱନ! ରୋହିତଙ୍କ ଅନୁପସ୍ଥିତରେ କିଏ କରିବ ତାଙ୍କ ସହ ଓପନିଙ୍ଗ

ବିସିସିଆଇ ସାଉଥ ଆଫ୍ରିକା ବିପକ୍ଷରେ ଏକ ସିରିଜ ପାଇଁ ଟିମ ଇଣ୍ଡିଆର ନାମ ଦେଇଥିଲେ। ଟିମ ଇଣ୍ଡିଆର ଜଣେ ଖେଳାଳି ଶିଖର ଧୱନଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି। ସିଲେକସନ କମିଟି ଧୱନଙ୍କୁ ଆଉଥରେ ଦଳରେ ସାମିଲ କରିଥିଲେ, ସେ ୨୦୨୧ ଟି-୨୦ ବିଶ୍ୱକପରେ ଖେଳିନଥିଲେ କିନ୍ତୁ ସେ ଭାରତୀୟ ଟିମକୁ ପୁଣି ଫେରି ଆସିଛନ୍ତି। ତାଙ୍କର ଦିନିକିଆ କ୍ୟାରିୟରକୁ ଦେଖିଲେ ସେ ୧୪୫ଟି ଦିନିକିଆ ଖେଳିଛନ୍ତି। ଯେଉଁଥିରେ ସେ ୬୧୦୫ ରନ କରିଥିଲେ। ଏହା ସହ ସେ ୧୭ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ମାରିଛନ୍ତି। ରୋହିତ ଶର୍ମା ଆହତ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରୁ ବାହାରି ଯାଇଛନ୍ତି।

Google

ତାଙ୍କ ପାଇଁ ଶିଖର ଧୱନଙ୍କୁ ଆଉ ଗୋଟିଏ ସୁଯୋଗ ମିଳିଗଲା। ଏହା ପୂର୍ବରୁ ତାଙ୍କୁ ଯେତେବେଳେ ସୁଯୋଗ ମିଳିଥିଲା ତାଙ୍କର ପ୍ରଦର୍ଶନ ଶାନ୍ତ ଥିଲା। ଏହି କାରଣରୁ ତାଙ୍କ କ୍ୟାରିୟର ଶେଷ ହେବାକୁ ଥିଲା। ଶିଖର ଧୱନଙ୍କୁ ଶ୍ରୀଲଙ୍କା ଟୁର ସମୟରେ ଦିନିକିଆ ଓ ଟି-୨୦ ରେ ତାଙ୍କୁ କ୍ୟାପଟେନ କରା ଯାଇଥିଲା। ତାଙ୍କୁ ଆଇସିସି ବିଶ୍ୱକପ ୨୦୨୧ରେ ବି ଖେଳିବାକୁ ସୁଯୋଗ ମିଳିନଥିଲା। ସେତେବେଳେ ଏମିତି ଲାଗିଲା କି ଧୱନଙ୍କର କ୍ୟାରିୟର ଶେଷ ହେବାକୁ ଯାଉଛି କିନ୍ତୁ ପୁଣି ଥରେ ଧୱନ ଦଳରେ ସାମିଲ ହୋଇଛନ୍ତି। ସେ ଆଫ୍ରିକାରେ ୯ଟି ମ୍ୟାଚ ଖେଳିଥିଲେ। ସେଥିରେ ସେ ୩୩୫ ରନ କରିଥିଲେ। ସେହି ସମୟରେ ସେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ମାରିଥିଲେ।

Google

ଶିଖର ଧୱନଙ୍କର ଖେଳକୁ ଦେଖିଲେ ତାଙ୍କୁ ଦିନିକିଆ ସିରିଜରେ ସୁଯୋଗ ମିଳିଛି। ରୋହିତ ଶର୍ମା ସାଉଥ ଆଫ୍ରିକା ସହ ODI ଟିମରେ ନାହାନ୍ତି। କେ ଏଲ ରାହୁଲ କ୍ୟାପଟେନ ହୋଇଛନ୍ତି। ତେବେ କିଏ କରିବ ଧାୱନଙ୍କ ସହ ଓପନିଙ୍ଗ? କଣ ରାହୁଲ ନା ଗାଏକବାଡ଼ କିଏ କରିବେ ଧାୱନଙ୍କ ସହ ପାରି ଆରମ୍ଭ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *