ନମ୍ବର ୭ ଜର୍ସି ପିନ୍ଧିବାର ଖୁଲାସା କଲେ ମହେନ୍ଦ୍ର ସିଂ ଧୋନି! ଜାଣନ୍ତୁ କଣ ଅଟେ କାରଣ..

ବ୍ୟୁରୋ ରିପୋର୍ଟ: ୭ ନମ୍ବର ଜର୍ସି ସହ ଜଡିତ ମହେନ୍ଦ୍ର ସିଂ ଧୋନି ଅନେକ ଦିନ ଧରି ଅଛନ୍ତି। ସେ ଭାରତୀୟ ଦଳରେ ଥିବା ବେଳେ ନମ୍ବର ୭ ଜର୍ସି ପିନ୍ଧୁଥିଲେ ଏବଂ CSK ପକ୍ଷରୁ ବି ସେ ନମ୍ବର ୭ ଜର୍ସି ପରିଧାନ କରିଥାନ୍ତି।

ଫ୍ୟାନ୍ସ ମାନେ କୁହନ୍ତି କି ନମ୍ବର ୭ ସ୍ପେଶାଲ ନମ୍ବର ଅଟେ। ଧୋନି ୭ ନମ୍ବର ଜର୍ସି ପିନ୍ଧିବାର ଖୁଲାସା କରିଛନ୍ତି। କହିରଖିବୁ ବିଶେଷ ରିପୋର୍ଟରୁ ଜଣା ଯାଇଛି ନମ୍ବର ୭ ଜର୍ସି ପିନ୍ଧିବାର କାରଣ ଧୋନି ଇଣ୍ଡିଆ ସିମେଣ୍ଟ ପକ୍ଷରୁ ହୋଇଥିବା କାର୍ଯ୍ୟକ୍ରମରେ କହିଛନ୍ତି।

Google

ଧୋନୀଙ୍କ ମତରେ ଅଧିକାଂଶ ଲୋକ ଭାବନ୍ତି ନମ୍ବର ୭ ମୋ ପାଇଁ ଲକି ନମ୍ବର ଅଟେ। ଏହା ପଛରେ କାରଣ ସିମ୍ପଲ ଅଟେ। ମୋର ଜନ୍ମ ଜୁଲାଇ ୭ ରେ ଅଟେ। ବର୍ଷର ୭ମ ମାସର ୭ମ ଦିନ , ଏହା ହିଁ ଏହା ପଛର ଏକମାତ୍ର ସତ। ଧୋନି କହିଛନ୍ତି କି ଏହି ନମ୍ବର ତାଙ୍କ ହୃଦୟ ସହ ନିକଟତର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *