ତେବେ ବିଜୟ ହଜାର ଟ୍ରଫି ମ୍ୟାଚ ଶେଷ ହୋଇଛି।ଏହା ସହିତ ଏହି ଟ୍ରଫି ଏକ ନୂତନ ଟିମ ପାଖକୁ ଚାଲି ଯାଇଛି।ତେବେ ସୂଚନା ଅନୁସାରେ ଏହି ବିଜୟ ହଜାରେ ଟ୍ରଫି ଖେଳା ଯାଇଥିଲା। ହେଲେ ଏହି ଖେଳରେ ସବୁଠାରୁ ଅଧିକ ଥର ଚାମ୍ପିଅନ ହୋଇଥିବା ତାମିଲନାଡୁ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ତାମିଲନାଡୁ ପରାଜିତ ହୋଇଥିଲା। ଏହା ସହିତ ନୂତନ ବିଜେତା ଭାବରେ ହିମାଚଳ ପ୍ରଦେଶ ବିଜୟୀ ହୋଇଥିଲା।
ତେବେ ଏହା ପ୍ରାୟ ସମସ୍ତଙ୍କୁ ଚକିତ କରି ଦେଇଥିଲା। କାରଣ ହିମାଚଳ ପ୍ରଦେଶର ଦଳରେ ଏତେ ଭଲ ଖେଳାଳି ମଧ୍ୟ ନଥିଲେ। ତେବେ ଏହା ପରେ ମଧ୍ୟ ଏହି ଦଳ ପାଞ୍ଚଥରର ଚାମ୍ପିଅନ ତାମିଲନାଡୁକୁ ହରାଇ ବିଜୟ ହାସଲ କରିଥିଲା। ଏହା ସହିତ ପ୍ରଥମେ ବ୍ଯାଟିଂ କରି ତାମିଲନାଡୁ ୩୧୩ ରନ କରିବାରେ ସଫଳ ହୋଇ ପାରିଥିଲା। ଏହା ପରେ ହିମାଚଳ ପ୍ରଦେଶ ବ୍ୟାଟିଂ କରିବା ସହିତ ୨୯୯ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ତେବେ ଖେଳ ଶେଷ ହେବା ପାଇଁ ଆଉ ୧୩ ଟି ବଲ ରହିଥିଲା।
@DineshKarthik 💯 powered TN to 314 in the final against Himachal.
Cameo by Shahrukh Khan 21 balls 42 , Indrajith 80
202 stands btw DK and Indrajith#VijayHazareTrophy #TNvsHP #FinalBattle pic.twitter.com/evvM24EWST— Pushkar Pushp (@ppushp7) December 26, 2021
ଏହା ସହିତ ହିମାଚଳ ପ୍ରଦେଶକୁ ବିଜୟ ପାଇଁ ଆଉ ୧୩ ବଲରେ ୧୪ ରନ ଆବଶ୍ୟକ ହେଉଥିଲା। ତେବେ ଏହାପରେ ଅଚାନକ ଭାବରେ ସେଠାରେ ବର୍ଷା ହେବା ଆରମ୍ଭ ହୋଇ ଯାଇଥିଲା। ତେବେ ନିୟମ ଅନୁସାରେ ଏହାପରେ ସେଠାରେ ହିମାଚଳ ପ୍ରଦେଶକୁ ବିଜୟୀ ଘୋଷଣା କରି ଦିଆ ଯାଇଥିଲା। ତେବେ ହିମାଚଳ ପ୍ରଦେଶ ପକ୍ଷରୁ ସୁନ୍ଦର ଅରୋଡା ୧୩୧ ବଲ ଖେଳି ୧୩୬ ରନ କରିବାରେ ସଫଳ ହୋଇ ପାରିଥିଲେ। ଏହା ପରେ ଖେଳ ଅନେକ ରୋମାଞ୍ଚକ ମଧ୍ୟ ହୋଇ ଯାଇଥିଲା। ତେବେ ଖେଳରେ ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା।
ତେବେ ତାମିଲନାଡୁ ପକ୍ଷରୁ ଦିନେଶ କାର୍ତ୍ତିକ ମଧ୍ୟ ଶତକୀୟ ପାରି ଖେଳିଥିଲେ। ତେବେ ଖେଳ ବହୁତ ମଜାଦାର ହୋଇଥିଲା। ତେବେ ଶେଷରେ ତାମିଲନାଡୁକୁ ହରାଇ ହିମାଚଳପ୍ରଦେଶ ପ୍ରଥମ ଥର ପାଇଁ ଚାମ୍ପିଅନ ହୋଇଥିଲା।ଏହା ସହିତ ଦଳ ପକ୍ଷରୁ ସମସ୍ତେ ମିଳିତ ଭାବରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ଯେଉଁ କାରଣ ପାଇଁ ଦଳର ସମସ୍ତ ଖେଳାଳି ଚାମ୍ପିଅନ ହୋଇ ପାରିଥିଲେ। ତେବେ ଦଳ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ସେଠାରେ ସମ୍ମାନିତ କରାଯାଇଥିଲା। ତେବେ ଏହା ହିମାଚଳ ପ୍ରଦେଶ ପାଇଁ ଏକ ବହୁତ ବଡ଼ ବିଜୟ ଅଟେ। କାରଣ ଦେଶରେ ଅନେକ ବହୁତ ବଡ଼ ବଡ ଟିମ ଥାଇ ମଧ୍ୟ ହିମାଚଳ ପ୍ରଦେଶ ଏହି ଟ୍ରଫି ଜିତିବାରେ ସଫଳ ହୋଇ ପାରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।