IPL 2022 ଚେନ୍ନାଇ ବନାମ ବାଙ୍ଗାଲୋର ମ୍ୟାଚରେ ଚେନ୍ନାଇ ଆଗ ବ୍ୟାଟିଂ କରି ସୁନ୍ଦର ପ୍ରଦର୍ଶନ କରିଛି। ଋତୁରାଜ ଗାଏକୱାଡ଼ ୧୬ ବଲରେ ୧୭ କରି ଆଉଟ ହୋଇଥିଲେ। ସେ ୩ଟି ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୧୦୬.୨୫ ଥିଲା। ତାଙ୍କୁ ହେଜେଲଉଡ଼ ଆଉଟ କରିଥିଲେ।

ମୋଇନ ଅଲ୍ଲୀ ରନ ଆଉଟ ହୋଇଯାଇଥିଲେ। ହେଲେ ଉଥାପା ଏବଂ ଦୁବେ ତାହା ପରେ ଆକର୍ଷଣୀୟ ସର୍ଟସ ଖେଳିଥିଲେ। ଦୁହେଁ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ମୋଇନ ଅଲ୍ଲୀ ୩ ରନ କରି ଆଉଟ ହୋଇଯାଇଥିଲେ। ରବିନ ଉଥାପା ୫୦ ବଲରେ ୮୮ ରନ ବନାଇଥିଲେ (୪ଟି ଚୌକା ଓ ୯ଟି ଛକା )। ତାଙ୍କ ଛଡା ସିଭମ ଦୁବେ ବି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୪୫ ବଲରେ ୯୪ ରନ ବନାଇଥିଲେ (୫ଟି ଚୌକା ଓ ୮ଟି ଛକା )।
ଚେନ୍ନାଇ ଏହି ସୁନ୍ଦର ପ୍ରଦର୍ଶନ ସହ ୨୧୫ ରନ କରିଛି।
just DUBE it!!!!!! 💯 in our 💛 hearts!
— Chennai Super Kings (@ChennaiIPL) April 12, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।