ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ନିଆରା ଫିଲଡିଂ ପ୍ଲାନ! ମ୍ୟାକୁଲମଙ୍କ ଷ୍ଟ୍ରାଟେଜିକୁ ନେଇ ଚର୍ଚ୍ଚା NBC

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ରୋମାଂଚକ ମୋଡରେ। ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ନିଆରା ଇଂଲଣ୍ଡର ଫିଲଡ଼ ଜଗିବା ପ୍ରକ୍ରିୟା। ପ୍ରଥମ ଦିନରେ ୧୭ ୱିକେଟ ଯିବା ପରେ ଦେଖିବାକୁ ଦ୍ୱିତୀୟ ଦିନ ମିଳିଥିଲା କିଛି ଏପରି। ଟେଷ୍ଟ ମ୍ୟାଚର ଏକ ଫଟୋ ଭାଇରଲ ହେଉଛି। ଯାହାକୁ ଟେଷ୍ଟ ମ୍ୟାଚ ସ୍ଵତନ୍ତ୍ରତାକୁ ଦର୍ଶାଉଛି।

ତେବେ ସେହି ଫଟୋରେ ଦେଖିବାକୁ ମିଳୁଛି କି ନ୍ୟୁଜିଲାଣ୍ଡର ବ୍ୟାଟିଂ ବେଳେ ଇଂଲଣ୍ଡ ଦଳ ସ୍ଲିପରେ ୬ ଖେଳାଳିଙ୍କୁ ଜଗାଇଥିଲା କିପରଙ୍କୁ ମିଶାଇଲେ ୭ ହେବେ। ତେବେ କ୍ରିକେଟ ହେଉଛି ଏମିତି ଟେଷ୍ଟ କ୍ରିକେଟର ମଜା ଏହା ଅଟେ। କେତେକ ସମୟରେ ୪ ଜଣ ସ୍ଲିପ ଦେଖିବାକୁ ମିଳେ ହେଲେ ୬ ସ୍ଲିପ ଏକ ନିଆରା ଷ୍ଟାଇଲ ଅଟେ। ଟେଷ୍ଟ କ୍ରିକେଟକୁ ବେଷ୍ଟ କ୍ରିକେଟ କୁହାଯାଏ। ବ୍ରେଣ୍ଡନ ମ୍ୟାକୁଲମ ଇଂଲଣ୍ଡର ନୂଆ କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି। ମ୍ୟାକୁଲମ ଜବରଦସ୍ତ ବ୍ୟାଟ୍ସମାନ ଅଟନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *