ପ୍ରଥମ ମ୍ୟାଚ ପୂର୍ବରୁ ଧୋନୀଙ୍କୁ କୁଣ୍ଢେଇପକାଇଲେ RCB କ୍ୟାପଟେନ ଡୁ ପ୍ଲେସି, ଦେଖନ୍ତୁ ଭାଇରଲ ହେଉଥିବା ଫଟୋ!

IPL 2022 ଆରମ୍ଭ ଆଜି ଠୁ ହେବାକୁ ଯାଉଛି। ପ୍ରଥମ ମ୍ୟାଚ KKR ସହ CSK ର ଅଛି। CSK ଧୋନି, ଜାଡେଜା, ମୋଇନ ଅଲ୍ଲୀ ଏବଂ ଋତୁରାଜ ଗାଏକୱାଡ଼ଙ୍କୁ ରିଟେନ କରିଥିଲା। ଯେବେକି ଡୁ ପ୍ଲେସିଙ୍କୁ ଦଳ ରିଲିଜ କରିଦେଇଥିଲା।

ଡୁ ପ୍ଲେସିଙ୍କୁ RCB ଅକ୍ସନରେ କିଣି ନିଜ ଦଳର କ୍ୟାପଟେନ କରିଥିଲା। ତେବେ ଏହା ମଧ୍ୟରେ ଏକ ଭାବୁକ ଫଟୋ ଦେଖିବାକୁ ମିଳୁଛି। କିପରି ଭାବରେ CSK ରୁ ଅଲଗା ହେବା ପରେ ଡୁ ପ୍ଲେସି ଧୋନୀଙ୍କୁ କୁଣ୍ଢେଇ ପକାଉଛନ୍ତି ତାହା ଉଚ୍ଚ କୋଟିର।

RCB ର ପ୍ରଥମ ମ୍ୟାଚ ପଞ୍ଜାବ ସହ ଅଛି। ଡୁ ପ୍ଲେସି ଆରସିବିର କ୍ୟାପଟେନ ଅଛନ୍ତି। ଦଳରେ ବିରାଟ କୋହଲି, ଦିନେସ କାର୍ତ୍ତିକ, ମହମ୍ମଦ ସିରାଜ, ହରସଲ ପଟେଲ, ଗ୍ଲେନ ମାକ୍ସୱେଲଙ୍କ ପରି ଭଲ ଭଲ ଖେଳାଳି ଅଛନ୍ତି। CSK IPL ଟ୍ରଫି ୪ ଥର ଜିତିଥିବା ବେଳେ RCB ଗୋଟିଏ ବି ଜିତିନି। ଏଥର ଗୁଜୁରାଟ ଏବଂ ଲକ୍ଷନୌ ଦୁଇ ନୂଆ ଟିମ ସାମିଲ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.