ଆରୋନ ଫିଞ୍ଚଙ୍କ ବଡ଼ ଖୁଲାସା! କହିଲେ କଣ ପାଇଁ IPL ଟିମ ତାଙ୍କୁ କିଣିଲେ ନାହିଁ, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: IPL ମେଗା ଅକ୍ସନ ସରି ସାରିଛି। ଆଇପିଏଲର ମେଗା ଅକ୍ସନରେ ଦୁନିଆର ବଡ଼ ବଡ଼ ପ୍ଲେୟର ମାନଙ୍କ ନାମରେ ନିଲାମ ଲାଗିଲା ମାତ୍ର ଏପରି ଅନେକ ପ୍ଲେୟର ମଧ୍ୟ ଥିଲେ ଯାହାଙ୍କୁ କେହି ବି କିଣିଲେ ନାହିଁ ଆଉ ଏହିଭଳି ଏକ ପ୍ଲେୟରଙ୍କ ନାମ ଥିଲା ଆରୋନ ଫିଞ୍ଚ। ସେ ଅଷ୍ଟ୍ରେଲିଆର ଅଧିନାୟକ ଭାବେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଚମ୍ପିୟାନ କରାଇବାରେ ସାହାଯ୍ୟ କରିଥିଲେ ତଥାପି ତାଙ୍କୁ କେହି ବି ଟିମ କିଣିଲେ ନାହିଁ। ଏହା ଉପରେ ତାଙ୍କର ଏକ ବୟାନ ଆସିଛି ଯାହା ଭିତରେ ସେ ନିଜେ ହିଁ କହିଛନ୍ତି କି ତାଙ୍କୁ କେହି ଟିମ କିଣିଲେ ନାହିଁ କାହିଁକି। ତେବେ ଆସନ୍ତୁ ଜାଣିବା କି ସେହି ବୟାନ କଣ ଅଟେ ଆଉ ତାଙ୍କୁ କାହିଁକି କେହି ଟିମ କିଣିଲେ ନାହିଁ। ତେବେ ପଢନ୍ତୁ ଶେଷ ଯାଏ ଏବଂ ଜାଣନ୍ତୁ।

Google

ତେବେ ଫିଞ୍ଚ ତାଙ୍କର ଚୁପ୍ପୀ ଭାଙ୍ଗିଛନ୍ତି ଆଉ ସେହି ଫିଞ୍ଚ ଯାହାଙ୍କୁ କି ଆଇପିଏଲର ଅଲଗା ଆଲଗା ୧୦ ବର୍ଷ ଭିତରେ ଅଲଗା ଅଲଗା ଟିମ ମାନେ କିଣିଥିଲେ ଏବଂ ସେ ଅଲଗା ଅଲଗା ଟିମ ପାଇଁ ଖେଳି ଆସୁଥିଲେ। ତେବେ ଏହି ବର୍ଷ ତାଙ୍କୁ କେହି ବି ଟିମ କିଣିଲେ ନାହିଁ ଆଉ ଏହା ଆଗରୁ ସେ ୨୦୧୬ ମସିହାରେ ଗୁଜୁରାଟ ଲାୟନ୍ସଙ୍କ ପାଇଁ ଖେଳିଥିଲେ ଆଉ ୨୦୨୦ ଯାଏ ସେ ଆରସିବି ପାଇଁ ଖେଳି ଆସୁଥିଲେ। ତେବେ ଇତିହାସ ପୁଣି ଥରେ ଦୋହରାଇଛି ଏବଂ ସେ ପୁଣି ଥରେ କିଣା ଯାଇ ପାରିନାହାନ୍ତି।

ସେ କହିଛନ୍ତି କି ,”ଭାରତୀୟ ପ୍ରାଞ୍ଚାଇଜ ପାଇଁ ମୋତେ କିଣିବା ବହୁତ କଷ୍ଟକର ଅଟେ। କାରଣ ତାଙ୍କ ପାଖରେ ଟପ ଅର୍ଡର ଖେଳାଳି ବହୁତ ଅଛନ୍ତି ଏବଂ ଭାରତ ସମେତ ଆହୁରି ସବୁ ଦୁନିଆର ଟିମ ମାନଙ୍କ ପାଖରେ କେବଳ କିଛି କିଛି ପ୍ଲେୟର ମାନଙ୍କର ଅଭାବ ଅଛି । ସେମାନେ ହେଉଛନ୍ତି ନମ୍ବର ୫ ଏବଂ ନମ୍ବର ୬ର ହିଟର। ତେବେ ମୁଁ ଏକ ଟପ ଅର୍ଡର ପ୍ଲେୟର ଅଟେ ତେଣୁ ମୋର ବିକ୍ରି ନ ହେବା ସ୍ୱାଭାବିକ ଅଟେ।”

Google

ତେବେ ଫିଞ୍ଚ ଏହା ଆଗରୁ ଖାସ ଭଲ ପ୍ରଦର୍ଶନ କରୁନଥିଲେ ମାତ୍ର ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ବିଶ୍ୱକପ ଜିତାଇବା ପରେ ତାଙ୍କୁ ପ୍ରାୟ ଆଶା ଥିଲା କି ଆଇପିଏଲର କେହି ଟିମ ତାଙ୍କୁ କିଣିବେ। ମାତ୍ର ଏହା ହେଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.