ଗୌତମ ଗମ୍ଭୀରଙ୍କ ନିଦ ଉଡାଇଦେଲେ ରୋହିତ ଶର୍ମା! ଗମ୍ଭୀରଙ୍କ ବଡ଼ ଖୁଲାସା

ବ୍ୟୁରୋ ରିପୋର୍ଟ: ତେବେ ଆଇପିଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ପୁଣି ଥରେ ଚୌକା ଓ ଛକା ଦେଖିବାକୁ ମିଳିବ। ତେବେ ଆପଣ ଜାଣନ୍ତି କି ଆଇପିଏଲରେ ଅନେକ ବଡ଼ ବଡ଼ କ୍ରିକେଟ ତାରକା ମାନେ ଖେଳି ସାରିଛନ୍ତି। ତାଙ୍କ ଭିତରେ କ୍ରିସ୍ ଗେଲ, ଏବି ଡିଭିଲିଏର୍ସ ତଥା ଆହୁରି ଅନେକ ଖେଳାଳି ଅଛନ୍ତି। ମାତ୍ର କଣ ଆପଣ ଜାଣନ୍ତି କି ପୂର୍ବ କେକେଆରର ଅଧିନାୟକ ଗୌତମ ଗମ୍ଭୀରଙ୍କର କିଏ ନିଦ ହଜେଇ ଦେଇଥିଲା? ତେବେ ତାହାରି ବାବଦରେ ହିଁ ଆଜି ଆମେ କହିବାକୁ ଯାଉଛୁ।

Google

ତେବେ ଆପଣ ଜାଣନ୍ତି କି କେକେଆରର ଅଧିନାୟକ ଭାବେ ଗୌତମ ଗମ୍ଭୀର ଅନେକ ସଫଳତା ଲାଭ କରିଥିଲେ। ତାଙ୍କ କ୍ୟାପଟେନସିରେ କୋଲକାତା ୨୦୧୨ ମସିହାରେ ଆଇପିଏଲ ଟାଇଟଲ ଜିତିଥିଲା। ସେହିଠାରେ ସେମାନେ ଚେନ୍ନାଇ ସୁପର କିଂଗ୍ସଙ୍କୁ ହରାଇ ଏହି ଟାଇଟଲ ନିଜ ନାମରେ କରିଥିଲେ। ଏହାପରେ ୨୦୧୪ ମସିହାରେ ପୁଣି ଥରେ କେକେଆର ଆଇପିଏଲ ଟାଇଟଲ ନିଜ ନାମରର କଲେ ଆଉ ଏଥର ପଞ୍ଜାବ ଟିମକୁ ହରାଇ ସେ ଟାଇଟଲ ଜିତି ଥିଲେ। ତେବେ ଦୁଇଥର ଯାକ କେକେଆରର ଅଧିନାୟକ ଗୌତମ ଗମ୍ଭୀର ହି ଥିଲେ।

ତେବେ ଗମ୍ଭୀର କହିଥିଲେ ଜଣେ ଏପରି ବ୍ୟାଟ୍ସମ୍ୟାନଙ୍କ ନାମ ଯାହାଙ୍କୁ ଆଉଟ କରିବା ପାଇଁ ଗୌତମ ଗମ୍ଭୀର ପ୍ଲାନ କରି କରି ତାଙ୍କ ରାତ୍ରିର ନିଦ ହଜି ଯାଉଥିଲା। ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟାଟ୍ସମ୍ୟାନଙ୍କ ନାମ। ତେବେ ନିଜେ ଗୌତମ ଗମ୍ଭୀର କହିଲେ କି, “ରୋହିତ ଶର୍ମା ହି ଏପରି ଜଣେ ବ୍ୟାଟ୍ସମ୍ୟାନ ଥିଲେ ଯାହାଙ୍କୁ ଆଉତ କରିବା ପାଇଁ ପ୍ଲାନ କରି କରି ମୋର ରାତ୍ରିର ନିଦ ହଜି ଯାଉଥିଲା। ତାଙ୍କର ଶଟ ସିଲେକ୍ସନ ତଥା ତାଙ୍କର ଟେକନିକ ଏପରି ଥିଲା କି ତାଙ୍କୁ ଆଉଟ କରିବା ଆମ ପକ୍ଷେ ଅସମ୍ଭବ ହେଉଥିଲା। ଏହି କାମ ନା ତ ଏବି ଡିଭିଲିଏର୍ସ କରିପାରୁଥିଲେ ଆଉ ନା ହି କ୍ରିସ୍ ଗେଲ।”

Google

ରୋହିତ ଶର୍ମା ଆଇପିଏଲର ସବୁଠୁ ସଫଳ ଅଧିନାୟକ ଅଟନ୍ତି ଏବଂ ତାଙ୍କ ଅଧୀନରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ଜିତିସାରିଛି ଆଉ ଏପରି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପାଇଁ ଏକ ବଡ଼ ରଣନୀତି କରିବାକୁ ପଡୁଥିଲା ଆଉ ତାହା ଭିତରେ କେତେବେଳେ ପୁରା ରାତ୍ରି କଟି ଯାଉଥିଲା ଜଣା ହିଁ ପଡୁନଥିଲା।

ତେବେ ରୋହିତ ଶର୍ମାଙ୍କ ଟି ଟ୍ୱେଣ୍ଟି ଓ ଦିନିକିଆ ମ୍ୟାଚ ମାନଙ୍କର ରେକର୍ଡ ବହୁତ ଭଲ ଅଟେ ଆଉ ତାଙ୍କ ନାମରେ ଦିନିକିଆ କ୍ରିକେଟରେ ତିନୋଟି ଦ୍ଵି ଶତକ ଅଛି ଏବଂ ତାଙ୍କ ନାମରେ ଟି ଟ୍ୱେଣ୍ଟି କ୍ରିକେଟର ସର୍ବାଧିକ ଶତକ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *