କ୍ରିସ୍ ଗେଲ ଏବଂ ଜଣ୍ଟି ରୋଡ୍ସଙ୍କୁ PM ମୋଦି ଲେଖିଲେ ପତ୍ର! ପତ୍ର ଲେଖି କହିଲେ ଏମିତି… .

ତେବେ ଆଜିର ଖାସ ଖବର ଆପଣଙ୍କ ପାଖରେ ଆମେ କହିବୁ ଯାହା କି ଆପଣଙ୍କ ପାଇଁ କିଛି ମାତ୍ରାରେ ଜାଣିବା ଆବଶ୍ୟକ ଅଟେ। ତେବେ ଆପଣ ଜାଣନ୍ତି କି ୱେଷ୍ଟ ଇଣ୍ଡିଜର ବିଶ୍ୱଂସକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ ଆମ ଭାରତକୁ ବହୁତ ଅଧିକ ଭଲ ପାଆନ୍ତି ଆଉ ତାହା ସହ ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ କିମ୍ବଦନ୍ତୀ ପ୍ଲେୟର ଜଣ୍ଟି ରୋଡ୍ସ ମଧ୍ୟ ଆମ ଭାରତକୁ ବହୁତ ଅଧିକ ଭଲ ପାଆନ୍ତି। ଏପରିକି ସେ ତାଙ୍କ ଝିଅର ନାମ କରଣ ମଧ୍ୟ ଇଣ୍ଡିଆ ବୋଲି କରିଥିଲେ। ତେବେ ଏହା ହି କାରଣ କି ସେମାନେ ଆମ ଭାରତର ପ୍ରଧାନ ମନ୍ତ୍ରୀଙ୍କ ସହ ମଧ୍ୟ ବହୁତ ଭଲ ସଂପର୍କ ରଖିଛନ୍ତି। ଆଜି ତାହାରି ବାବଦରେ ଆମେ କିଛି ଜାଣିବା।

Google

ତେବେ ଜଣ୍ଟି ରୋଡ୍ସ ଆଉ କ୍ରିସ୍ ଗେଲ ତାଙ୍କ ସୌହାର୍ଦ୍ଧ୍ୟାପୂର୍ଣ ଭାବନା ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ଜଣାଇଲେ। ତେବେ ଏହା ହି କାରଣ କି ସେମାନେ ନିଜର ବକ୍ତବ୍ୟ ବ୍ୟକ୍ତ କଲେ। ଜଣ୍ଟି ରୋଡ୍ସ କହିଲେ କି ପିଏମ ମୋଦି ହି ଆମ ଦେଶ ଭିତରେ ଥିବା ସୁଦୃଢ ସମ୍ବନ୍ଧର କାରଣ ଅଟନ୍ତି ଆଉ ତାଙ୍କ ପାଇଁ ହି ଆମ ଦେଶ ମାନଙ୍କ ଭିତରେ ସମ୍ବନ୍ଧ ଏତେ ମଜବୁତ ହେଇପାରିଛି। ଏହାର କାରଣ ଗେଲ ମଧ୍ୟ ବ୍ୟକ୍ତ କଲେ ଆଉ ଗେଲ କହିଲେ କି ସକାଳୁ ଉଠିବା କ୍ଷଣି ହିଁ ସେ ପିଏମ ମୋଦିଙ୍କର ନିଜସ୍ୱ ମେସେଜ ପାଇଲେ ଆଉ ତାହା ତାଙ୍କୁ ବହୁତ କିଛି ଜଣାଇଲା ଆଉ ସେ ବହୁତ ଉତ୍ତମ ଅନୁଭବ କଲେ।

ତେବେ ପିଏମ ମୋଦିଙ୍କୁ ଭାରତର ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବହୁତ ଧନ୍ୟବାଦ ଜ୍ଞାପନ କଲେ। ସେମାନେ ଦୁଇଜଣ ହିଁ ଆଇପିଏଲ ପାଇଁ ଭାରତରେ ବହୁତ ଅଧିକ ଲୋକପ୍ରିୟ ଆଉ ମୋଦିଙ୍କର ଏହି ଶବ୍ଦ ମାନଙ୍କ ପାଇଁ ସେ ନରେନ୍ଦ୍ର ମୋଦିଙ୍କୁ ଏକ ବହୁତ ବଡ଼ ଧନ୍ୟବାଦ ଜ୍ଞାପନ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *