ନା ରୋହିତ, ନା ରାହୁଲ, ନା ସଂଜୁ ବରଂ କ୍ୟାପଟେନ ବନିଲେ ସୁଭମନ ଗିଲ, ପଢନ୍ତୁ ପୁରା ଖବର

ଏବେ ଆମେ କଥା ହେବା ଏକ ବଡ ଖରାଵ ପାଇଁ।ଯେଉଁଥିରେ କି ୨ ଟି ଭାରତୀୟ ଟିମର ଘୋଷଣା କରାଯାଇଛି। ଯାହାର ଅଧିନାୟକ ଶୁଭମନ ଗିଲଙ୍କୁ କରିଦିଆଯାଇଛି। ଆପଣଙ୍କୁ କହିଦେବାକୁ ଯାଉଛୁ କି ନ୍ୟୁଜିଲାଣ୍ଡ-ଏ ସହିତ ଯେଉଁ ସିରିଜ ହେବାକୁ ଯାଉଛି ସେଥିପାଇଁ ଭାରତୀୟ ଦଳ ଗଠନ କରାଯାଇଛି।

Google

ଯଦି ଆମେ ଆପଣଙ୍କୁ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କଥା କହିବୁ ତାହେଲେ ଏହି ଦଳର ଅଧିନାୟକ ଶୁଭମନ ଗିଲଙ୍କୁ କରାଯାଇଛି।ପୃଥୀ ସ୍ଵ,ଋତୁରାଜ ଗାଇକୱାଡ଼,ହନୁମା ବିହାରୀ,ଇଶାନ କିଶନ,ରିସି ଧାୱନ,ୱାଶିଂଟନ ସୁନ୍ଦର,ପ୍ରବୀଣ ଦୁବେ,ମାର୍କଣ୍ଡେ,ପ୍ରସିଧ କ୍ରିଷ୍ଣା,ମହମ୍ମଦ ସିରାଜ,କେ.ଏସ.ଭରତ,ଭେଙ୍କି ଆୟର,ପୁଲକିତ ନରାଜ,ରାହୁଲ ଚାହର,ୟଶ ଧୟାଲ।

ଆଉ ଯେଉଁ ଚାରି ଦିନିଆ ମ୍ୟାଚ ଖେଳାଯିବ ସେଥିପାଇଁ ବି ଦଳ ଘୋଷଣା କରାଯାଇଛି ସେହି ଦଳକୁ ଆମେ ଆପଣଙ୍କ ଠାରେ ରଖୁଛୁ ସେମାନେ ହେଲେ ଶୁଭମନ ଗିଲ ସେମାନଙ୍କର ଅଧିନାୟକ ରହିବେ।

ଆଉ ଅନ୍ୟ ପିଲା ମାନଙ୍କର ନାମ ହେଉଛି ଯଶ ଦୁବେ,ହନୁମା ବିହାରୀ,ପତିଦାର,ସର୍ଫରାଜ ଖାନ,ୱାଶିଂଟନ ସୁନ୍ଦର,କେ.ଏସ ଭରତ ଯିଏ କି ୱିକେଟ କିପର ହିସାବରେ ନିଜର ଭୂମିକା ନିଭାଇପାରନ୍ତି। ତାପରେ ଅଛନ୍ତି ମୁଲାନି,ସକ୍ସେନା,ସର୍ଦ୍ହୁଲ ଠାକୁର,ମହମ୍ମଦ ସିରାଜ,ଜୟସୱାଲ,ସୁଭମ ଶର୍ମା,ସାହବାଜ ଅହମ୍ମଦ,ମଣିସଙ୍କର ମୁଲାସିଂ।

 

ଏହି ଦୁଇଟି ଯାକ ଦଳ ପାଇଁ ଶୁଭମନ ଗିଲଙ୍କୁ ଅଧିନାୟକ ବନା ଯାଇଛି।ଏବେ ବିସିସିଆଇ ତାଙ୍କ ଠାରେ ଏକ ଭବିଷ୍ୟତର ଅଧିନାୟକକୁ ଦେଖୁଥାଇପାରନ୍ତି। ଯଦି ଏକ ଖେଳାଳିଙ୍କୁ ଏ ଟିମର ଅଧିନାୟକ ପଦ ଦିଆ ଯାଇଥାଏ ତାହେଲେ ସେଥିରୁ ଜଣା ପଡିଥାଏ କି ବିସିସିଆଇ ତାଙ୍କୁ ଭବିଷ୍ୟତର ଭାରତୀୟ ଦଳର ଅଧିନାୟକ ପଦ ଦେବା ପାଇଁ ମନ କରିଥାଇପାରନ୍ତି।

ସେଥିରୁ ସେମାନେ ସନ୍ଦେଶ ଦେବାକୁ ଚାହିଁଥାନ୍ତି କି ଆପଣଙ୍କୁ କୌଣସି ସମୟରେ ବି ଭାରତୀୟ ଦଳର ଅଧିନାୟକ କରିବା ପାଇଁ ଡାକରା ଆସିପାରେ ତେଣୁ ଆପଣ ସବୁବେଳେ ରେଡି ରୁହନ୍ତୁ ବୋଲି ସେମାନଙ୍କୁ ଭାରତୀୟ କ୍ରିକେଟ ଦଳ ସନ୍ଦେଶ ଦେବାକୁ ଚାହିଁଥାଏ। ଆଉ ଭବିଷ୍ୟତରେ ଆପଣଙ୍କୁ ଅଧିନାୟକ ପଦ ଦିଆ ଯାଇପାରେ। ଏହା ଜଣା ପଡ଼ିଛି କି ନ୍ୟୁଜିଲାଣ୍ଡ-ଏ କୁ ଭାରତ ଆସିବାର ଅଛି ତେଣୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହା ୨ଟି ଭାରତୀୟ ଦଳର ଏକା ସାଙ୍ଗରେ ଚୟନ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *