KKR ରେ ହେଲେନି ରିଟେନ,GT କୁ କଲେ ଚମ୍ପିୟନ , ଶୁଭମନ ଗିଲଙ୍କ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ଜଣେ ପତ୍ରକାର ଶୁଭମନ ଗିଲଙ୍କ ସହିତ କଥା ହେଉଛନ୍ତି ଯେଉଁଥିରେ ସେ ଶୁଭମନ ଗିଲ କାହିଁକି କେକେଆର କୁ ଛାଡିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଉ ତାଙ୍କର ପ୍ରଶ୍ନ ଶୁଣି ଶୁଭମନ ଗିଲ ମଧ୍ୟ ସଠିକ ସଠିକ ଉତ୍ତର ଦେଉଛନ୍ତି। ଆସନ୍ତୁ ଜାଣିବା ସେ କଣ କଣ ପ୍ରଶ୍ନର କଣ ଉତ୍ତର ଦେଲେ।

Google

ପତ୍ରକାର ଜଣକ କହୁଛନ୍ତି କି ଯେତେବେଳେ କେକେଆର ଟିମ ଇୟୋନ ମୋରଗାନଙ୍କୁ ଅଧିନାୟକ ପଦରୁ ହଟାଇଲେ ସେ ଭାବିଥିଲେ କି ମୋରଗାନଙ୍କୁ ଅଧିନାୟକ ପଦରୁ ହଟାଇଲେ ଶୁଭମନ ଗିଲଙ୍କୁ ହିଁ କେକେଆରର ଅଧିନାୟକ କରାଯିବ ବୋଲି ତାଙ୍କର ପ୍ରଶ୍ନ ଶୁଣି ଶୁଭମନ ଗିଲ ତାର ଉତ୍ତର ଦେବାକୁ ଯାଇ କହିଛନ୍ତି କି କେକେଆର ତାଙ୍କୁ ନେବାକୁ ପୁରା ଚେଷ୍ଟା କରିଥିଲା।

ଟିମ କହିଥିଲା କି ସେ ଏହି ଖେଳାଳି ମାନଙ୍କୁ ନେବାକୁ ଚାହୁଁଛନ୍ତି ସେ ଭିତରେ ଗିଲ ଆସୁ ନ ଥିଲେ। କେକେଆର ଅନ୍ୟ ଚାରିଜଣ ପିଲାଙ୍କୁ ରିଟେନ ତ ଗିଲ ସେଥିରେ ନଥିଲେ। ଗିଲ ଆଉ ମଧ୍ୟ କହିଛନ୍ତି କି ଯଦି ଆପଣ ଗୋଟିଏ ଜାଗାରେ ରହିଯିବେ ତାହେଲେ ଆପଣ ଆଉ ଆଗକୁ ବଢ଼ିପାରିବେ ନାହିଁ।

Google

ସେ କହିଛନ୍ତି ଯେତେବେଳେ ଆଇପିଏଲ ରିଟେନରେ ତାଙ୍କୁ କେକେଆର ନିଜ ଟିମରେ ନେଇ ନ ଥିଲା ସେହି ସମୟରେ ସେ ଗୁଜରାଟ ଟିମକୁ ଯାଇଥିଲେ ଆଉ ତାଙ୍କ ଟିମ ଏ ବର୍ଷ ଆଇପିଏଲ ର ମଧ୍ୟ ବିଜେତା ହୋଇଥିଲା।ଆଉ ଏହି ଆଇପିଏଲ ରେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ।ଗୁଜରାଟ ଟିମ ମଧ୍ୟ ତାଙ୍କୁ କହିଥିଲା କି ଆପଣଙ୍କୁ ଆମ ଟିମରେ ରିଟେନ ହେବାର ଅଛି କି ଆପଣଙ୍କୁ ଆଇପିଏଲ ର ଅକ୍ସନରେ ଯିବାର ଅଛି।

ସେ କହିଛନ୍ତି ଯଦି ଆପଣ ରିଟେନ ହେଉଛନ୍ତି ତାହେଲେ ଆପଣ ଜାଣିଛନ୍ତି କି ଆପଣ କେଉଁ ଟିମକୁ ଯାଉଛନ୍ତି ଆଉ ଆପଣଙ୍କ ଟିମ କିପରି ଯଦି ଆପଣ ଅକ୍ସନରେ ଯାଉଛନ୍ତି ତାହେଲେ ଆପଣ ଜାଣି ପାରିବେ ନାହିଁ କି ଆପଣ କେଉଁ ଟିମକୁ ଯାଉଛନ୍ତି। ସେ କହିଛନ୍ତି ଯଦି କୌଣସି ଦଳ ତାଙ୍କ ଉପରେ ଏତେ ଭରସା ଦେଖାଉଛି ତହେଲେ ସେହି ଦଳର ତାଙ୍କ ଉପରେ ବହୁତ ଭରସା ଥିବ। ତେଣୁ ସେ ଗୁଜରାଟ ଟିମକୁ ଯିବାକୁ ଇଛା କରିଥିଲେ। ସେ ଗୁଜରାଟ ଦଳର ଆଶୁ ଭାଇଙ୍କ ଉପରେ ବହୁତ ଭରସା କରିଥିଲେ।

Google

କାରଣ ସେ ତାଙ୍କ ବିଷୟରେ ବହୁତ ଭଲ କଥା ଶୁଣିଲେ।ସେ ତାଙ୍କ ଦଳର କୋଚ ଗ୍ୟାରି କଷ୍ଟନଙ୍କ ବିଷୟରେ ମଧ୍ୟ କହିଛି। ସେ କହିଛନ୍ତି କି ତାଙ୍କ ଦଳର ପ୍ଲାନ ସବୁବେଳେ ସମାନ ରହୁଥିଲା ଟିମ ହାରୁ କି ଜିତୁ। ସେ ଆଉ ମଧ୍ୟ କହିଛନ୍ତି କି ତାଙ୍କର ଏହା ବହୁତ ଭଲ ଡିସିସନ ଥିଲା କି ସେ ଗୁଜରାଟ ଦଳକୁ ଗଲେ। ସେ ଗୁଜରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ପ୍ରଶଂସା କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *