GT vs KKR: ପାଣ୍ଡ୍ୟା ନା ଅୟର? କେଉଁ ଦଳ ଆଜି ମ୍ୟାଚରେ ହାସଲ କରିବ ବିଜୟ? ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ!

ବ୍ୟୁରୋ ରିପୋର୍ଟ: ତେବେ ଆଇପିଏଲ ୨୦୨୨ ଚାଲିଛି। ଏହା ସହିତ ଏହା ଅନେକ ରୋମାଞ୍ଚକ ମଧ୍ୟ ହୋଇ ପାରିଛି। ଏହା ସହିତ ଆଜିର ମ୍ୟାଚ କଲିକତା ଓ ଗୁଜୁରାଟ ମଧ୍ୟରେ ଖେଳା ଯିବାକୁ ଯାଉଛି ଏହା ସହିତ ଏହି ମ୍ୟାଚ ୨୩ ତାରିଖରେ ଖେଳା ଯିବାକୁ ଯାଉଛି। ଏହା ବ୍ୟତୀତ ଏହି ମ୍ୟାଚ ମଧ୍ୟ ପାଟିଲ ଷ୍ଟାଡିୟମରେ ଖେଳା ଯିବାକୁ ଯାଉଛି।ତେବେ ଏହି ମ୍ୟାଚ ଆଗାମୀ ସମୟରେ ଅନେକ ରୋମାଞ୍ଚକର ସାବ୍ୟସ୍ତ ହୋଇପାରେ। ଏହା ସହିତ ଆମେ ଏହି ମ୍ୟାଚରେ କେଉଁ କେଉଁ ଖେଳାଳି ଅଂଶ ଗ୍ରହଣ କରିବା ପାଇଁ ଯାଉଛନ୍ତି ଏହା ସମ୍ପର୍କରେ ଏକ ଆଲୋଚନା କରିବା। ଏବଂ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ ବି ଜାଣିବା।

Google

ତେବେ ଏହି ମ୍ୟାଚ ଉଭୟ ଦଳ ପାଇଁ ଅନେକ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହି ମ୍ୟାଚ ଅନେକ ଭାବରେ ମଜାଦାର ହେବାକୁ ଯାଉଛି। ଏହା ସହିତ ଏହି ମ୍ୟାଚରେ ଉଭୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିପାରନ୍ତି। ଏହା ସହିତ ଉଭୟ ଦଳ ପାଇଁ ଏହି ମ୍ୟାଚ ନିଶ୍ଚୟ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ ତେବେ ଆମେ ଏହି ମ୍ୟାଚରେ କେଉଁ କେଉଁ ଖେଳାଳି ଅଂଶ ଗ୍ରହଣ କରିବାର ଅଧିକ ସମ୍ଭାବନା ରହିଛି ଏହା ସମ୍ପର୍କରେ ଆଲୋଚନା କରିବା ଏହା ଫଳରେ ଆଗାମୀ ମ୍ୟାଚ ସମ୍ପର୍କରେ ଆପଣ କିଛି ପୂର୍ବ ସୂଚନା ପାଇ ପାରିବେ। ତେବେ ଆଜି ଆଉ ଏକ ମ୍ୟାଚ ରାତିରେ ଖେଳାଯିବାର ଅଛି ଯାହାକି RCB vs SRH ଭିତରେ ଅଛି।

Google

ତେବେ ଏହି ମ୍ୟାଚ ପାଇଁ କେକେଆର ସମ୍ଭାବ୍ୟ ଦଳ ହେଉଛି: ଆରନ ଫିଞ୍ଚ, ଶ୍ରେୟଶ ଆୟର,ଭେଙ୍କଟେସ ଆୟର,ଅନୁକୂଳ ରାୟ,ନୀତିଶ ରାଣା, ସେଲଡନ ଯାକସନ,ଉମେଶ ଯାଦବ,ଆନ୍ଦ୍ରେ ରସେଲ,ସୁନିଲ ନାରିନ, ପ୍ୟାଟ କମିନ୍ସ,ସିଭମ ମାଭି।

ଏବେ ଏହି ମ୍ୟାଚ ପାଇଁ ସମ୍ଭାବ୍ୟ ଗୁଜୁରାଟ ଦଳ: ରିଧିମାନ ସାହା,ଶୁଭମାନ ଗିଲ, ସାଇ ସୁଦର୍ଶନ,ହାର୍ଦିକ ପାଣ୍ଡ୍ୟା,ଡେଭିଡ ମିଲର,ଏ ସଦର୍ଗାନି,ରାହୁଲ ତେଵଟିଆ,ରସିଦ ଖାନ,ଅଲଜାରି ଜୋସେଫ,ଲକି ଫର୍ଗୁସନ,ମହମ୍ମଦ ସାମୀ।

Google

ତେବେ ଏହି ଦଳ ମଧ୍ୟ ବିଜୟ ପାଇଁ ନିଶ୍ଚୟ ଭାବରେ ପ୍ରୟାସ କରିବେ। ଏହା ସହିତ ଏହି ଦଳ ବର୍ତ୍ତମାନ ବହୁତ ଭଲ ଲୟରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *