ଅବସର ନେଇଗଲେ ବିଶ୍ୱକପ ଟ୍ରଫି ଦେଇଥିବା ବୋଲର ହରଭଜନ ସିଂ! ତାଙ୍କର ବୋଲିଂ ଷ୍ଟାଇଲ ଅବିସ୍ମରଣୀୟ

ତେବେ ଆମେ ସମସ୍ତେ କ୍ରିକେଟର ହରଭଜନ ସିଂଙ୍କୁ ପ୍ରାୟ ଭଲ ଭାବରେ ଜାଣୁ। ସେ ଜଣେ ବହୁତ ଭଲ କ୍ରିକେଟର ଅଟନ୍ତି।ତେବେ ସେ ଆଜି କ୍ରିକେଟ ଜଗତରୁ ଅବସର ଘୋଷଣା କରିଛନ୍ତି। ତେବେ ଏପରି ସମୟରେ ତାଙ୍କର କ୍ରିକେଟ ଜଗତରୁ ଅବସର ଘୋଷଣା କେତେକ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇ ପାରେ।

ଏହା ସହିତ ଆଉ ଅଳ୍ପ ଦିନ ପରେ ଆଇପିଏଲର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଏପରି ଅଚାନକ ଭାବରେ ସେ କ୍ରିକେଟ ଜଗତରୁ ଅବସରବ ଘୋଷଣା କରିବା କ୍ରିକେଟ ପ୍ରେମୀଙ୍କୁ ଚକିତ କରି ଦେଇଛି। ତେବେ କିଛି ଲୋକ ଏହା କହୁଛନ୍ତି କି ସେ କ୍ରିକେଟ ଜଗତରୁ ଅବସରର ନେବା ପରେ ସେ ରାଜନୀତି ଜଗତରେ ନିଜକୁ ଆଗକୁ ନେବା ପାଇଁ ପ୍ରୟାସ କରୁଛନ୍ତି। ଏହା ସହିତ ସେ ଏପରି ସମୟରେ କଣ ପାଇଁ ଅବସର ନେଲେ ଏହା ଅନେକ ଆଶ୍ଚର୍ଯ୍ୟର କଥା ଅଟେ।

ତେବେ ସେ ଶେଷଥର ପାଇଁ ଭାରତୀୟ ଦଳ ପାଇଁ ୨୦୧୬ ମସିହାରେ ଖେଳିଥିଲେ। ଏହା ସହିତ ଏହାପରେ ସେ ଆଉ ଭାରତୀୟ ଦଳ ପାଇଁ କ୍ରିକେଟ ଖେଳି ନାହାନ୍ତି କିନ୍ତୁ ଏହା ପରେ ମଧ୍ୟ ସେ ଆଇପିଏଲ ଖେଳି ଆସୁଥିଲେ। ତେବେ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଥିଲେ କି ତାଙ୍କୁ ସବୁକିଛି ଦେଇଥିବା ଖେଳକୁ ସେ ଆଜି ଛାଡ଼ି ଦେଉଛନ୍ତି ଏହା ସହିତ ସେ ସମସ୍ତ ଦର୍ଶକ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ସେ ସୁନ୍ଦର ବୋଲିଂ ପାଇଁ ଜଣା ଯାଇଥାନ୍ତି। ତେବେ ସେ ଅନେକ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇ ଯାଇଛନ୍ତି। ତେବେ ସେ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ହ୍ୟାଟ୍ରିକ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।ତେବେ ଏହାପରେ ମଧ୍ୟ ସେ ଏକ ସଫଳ କ୍ରିକେଟର ଭାବରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି। ତେବେ ସେ ଜଣେ ବହୁତ୍ ଉଚ୍ଚ କୋଟୀର ଖେଳାଳି ଅଟନ୍ତି। ତେବେ ଖେଳ ପରେ ସେ ରାଜନୀତି କ୍ଷେତ୍ରରେ ଆଗକୁ ଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ସେ ଜଣେ ବହୁତ ଭଲ କ୍ରିକେଟର ଓ ଅନେକ ଖେଳରେ ଭାରତକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ତାଙ୍କର ଅବଦାନ ଭାରତୀୟ କ୍ରିକେଟ ପାଇଁ ଚିର ସ୍ମରଣୀୟ ଅଟେ।

ତେବେ ଭଜିଙ୍କ ବୋଲିଂ ଆପଣଂକୁ କେମିତି ଲାଗୁଥିଲା ତାହା କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *