ପ୍ରଥମ ଟି-୨୦ ମ୍ୟାଚ ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟ ଆଜି ଖେଳାଯିବାର ଅଛି। କିଛି ଦିନ ହେବ ଅଭ୍ୟାସ କରୁଥିଲା ଟିମ ଇଣ୍ଡିଆ। ହାର୍ଦିକ ପାଣ୍ଡ୍ୟା ଏହି ସିରିଜ ପାଇଁ ବନିଛନ୍ତି ଭାରତର କ୍ୟାପଟେନ ଏବଂ କୋଚ୍ ବନିଛନ୍ତି ଭିଭିଏସ ଲକ୍ଷ୍ମଣ।

ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭାରତର କ୍ୟାପଟେନ ବନିଥିଲେ ଋଷଭ ପନ୍ତ ହେଲେ ଆୟରଲ୍ୟାଣ୍ଡ ଗ୍ରସ୍ତରେ ସେ ସ୍ଥାନ ପାଇନାହାନ୍ତି। ଅୟର ଏବଂ ପନ୍ତ ଇଂଲଣ୍ଡ ବିପକ୍ଷରେ ଦଳରେ ଅଛନ୍ତି। ତେବେ ପାଣ୍ଡ୍ୟା IPL 2022 ର ଚମ୍ପିୟନ କ୍ୟାପଟେନ ଥିଲେ। ତେବେ ହାର୍ଦିକଙ୍କ ଅଧିନାୟକତ୍ୱରେ ଆଜି ଟି-୨୦ ମ୍ୟାଚ ଖେଳାଯିବାର ଅଛି।
ସମ୍ଭାବ୍ୟ ପ୍ଲେଇଁ ଇଲେଭେନ: ଇଶାନ କିଷାନ (ୱିକେଟ କିପର), ଋତୁରାଜ ଗାଏକୱାଡ଼, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଦିନେସ କାର୍ତ୍ତିକ , ହରସଲ ପଟେଲ, ୟୁଜବେନ୍ଦ୍ର ଚାହଲ, ଉମରାନ ମଲ୍ଲିକ, ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ।
Snapshots from #TeamIndia's training session at the Malahide Cricket Club, Ireland.
— BCCI (@BCCI) June 25, 2022
ତେବେ ଆପଣଙ୍କ ଆଜିର ହେବାକୁ ଥିବା ମ୍ୟାଚରେ କିଏ ଜିତିବ କମେଣ୍ଟ କରି ଜଣାଇପାରିବେ। ଭାରତୀୟ ଟିମ ପାଖରେ ପାଣ୍ଡ୍ୟା ଅଧିନାୟକତ୍ୱରେ ଭଲ ଟିମ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।